Extremely proud of our youngsters! Congratulations to our junior hockey team for winning the #JuniorHockeyWorldCup: PM
#JuniorHockeyWorldCup win augurs well for the future of Indian hockey and will make the sport even more popular among youngsters: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନିୟର ହକି ବିଶ୍ଵ କପ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଆମେ ଯୁବ ଖେଳାଳୀମାନଙ୍କ ପାଇଁ ଅତ୍ୟନ୍ତ ଗୌରବାନ୍ଵିତ! ଆମର ହକି ଟିମ ଜୁନିୟର ହକି ବିଶ୍ଵ କପ ଜିଣିଥିବାରୁ ସେମାନଙ୍କୁ ଅଭିନନ୍ଦନ ।

ଜୁନିୟର ହକି ବିଶ୍ଵ କପ ବିଜୟ ଭାରତୀୟ ହକିର ଭବିଷ୍ୟତ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଏବଂ ଯୁବଗୋଷ୍ଠୀ ମଧ୍ୟରେ ଏହି କ୍ରୀଡାକୁ ଆହୁରି ଲୋକପ୍ରିୟ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ray Dalio: Why India is at a ‘Wonderful Arc’ in history—And the 5 forces redefining global power

Media Coverage

Ray Dalio: Why India is at a ‘Wonderful Arc’ in history—And the 5 forces redefining global power
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 25, 2025
December 25, 2025

Vision in Action: PM Modi’s Leadership Fuels the Drive Towards a Viksit Bharat