ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ପ୍ରଶଂସା କରିଛନ୍ତି କାରଣ ଧାର୍ଯ୍ୟ ସମୟର ୯ ଦିନ ପୂର୍ବରୁ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନିରେ ଭାରତ ଲକ୍ଷ୍ୟ ହାସଲ କରିପାରିଛି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ୪୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରିଥିଲା ଏବଂ ପ୍ରଥମ ଥର ପାଇଁ ଏହି ଲକ୍ଷ୍ୟ ହାସଲ କରିଛି । ଏହି ସଫଳତା ପାଇଁ ମୁଁ ଆମର କୃଷକ, ବୁଣାକାର, ଏମଏସଏମଇ, ଉତ୍ପାଦନକାରୀ, ରପ୍ତାନିକାରୀଙ୍କୁ ଅଭିନନ୍ଦନ ଜଣାଉଛି ।

“ଆମର ଆତ୍ମନିର୍ଭର ଭାରତର ଯାତ୍ରା ପଥରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ । ଲୋକାଲ୍ ଗୋଜ୍‌ ଗ୍ଲୋବାଲ”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi