I pay tributes to the exemplary Major Dhyan Chand, whose legendary sporting skills did wonders for Indian hockey: PM
Sports is about physical fitness, mental alertness and personality enhancement: PM Modi
କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମସ୍ତ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ କିମ୍ବଦନ୍ତୀ ଭାରତୀୟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡ଼ାକୁ ସ୍ପୂର୍ତ୍ତି ଓ ଆବେଗର ସହ ଆପଣେଇ ନେଇଥିବା କ୍ରୀଡ଼ାବିତମାନଙ୍କୁ ଓ ସମସ୍ତ କ୍ରୀଡ଼ା ଉତ୍ସାହୀ ବ୍ୟକ୍ତିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଦୃଷ୍ଟାନ୍ତକାରୀ ମେଜର ଧ୍ୟାନଚାନ୍ଦ, ଯାହାଙ୍କର କ୍ରୀଡ଼ା ଦକ୍ଷତା ଭାରତୀୟ ହକି ପାଇଁ ଆଶ୍ଚର୍ଯ୍ୟଜନକ ସଫଳତା ଆଣିଥିଲା, ତାଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଶାରୀରିକ ସାମର୍ଥ୍ୟ, ଦକ୍ଷତା, ମାନସିକ ସତେଜତା ଏବଂ ବ୍ୟକ୍ତିତ୍ୱ ବିକାଶ ସହିତ କ୍ରୀଡ଼ା ଜଡିତ ।

ଭାରତରେ କ୍ରୀଡ଼ା ପ୍ରତିଭାଙ୍କର ଅଭାବ ନାହିଁ । ଏହି ଶକ୍ତିର ବିକାଶ ପାଇଁ ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଏକ ଜାତୀୟ ପୋର୍ଟାଲର ଶୁଭାରମ୍ଭ କରାଯାଇଛି ।

ଯୁବଶକ୍ତିର କ୍ରୀଡ଼ା ଅଭିଳାଷ ପୂରଣ ସହ ଏ କ୍ଷେତ୍ରରେ ଝଲସିବା ପାଇଁ ଜାତୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ପୋର୍ଟାଲ ସେମାନଙ୍କୁ ସମର୍ଥନ ଓ ଉପଯୁକ୍ତ ଦିଗଦର୍ଶନ ଦେବ”, ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat