PM condoles the passing away of Pandit Dharmsheel Chaturvedi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଭାବୁକ, ଲେଖକ, ସାମ୍ବାଦିକ ପଣ୍ଡିତ ଧର୍ମଶୀଳ ଚତୁର୍ବେଦୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
“କାଶୀରୁ ଏକ ଦୁଃଖଦ ଖବର ମିଳିଲା । ବିଶିଷ୍ଟ ଭାବୁକ, ଲେଖକ, ସାମ୍ବାଦିକ ପଣ୍ଡିତ ଧର୍ମଶୀଳ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଯାଇଛି । ମୋର ଶୋକ ଓ ସମବେଦନା ।

ଶାଣିତ ଲେଖା, ଚତୁର ବ୍ୟଙ୍ଗ ଓ ପ୍ରତ୍ୟୁତ୍ପନ୍ନମତି ଯୋଗୁଁ ପଣ୍ଡିତ ଧର୍ମଶୀଳ ଚତୁର୍ବେଦୀ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ ସଦା ସ୍ମରଣୀୟ ରହିବେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian banks see exponential growth in deposits and loans since FY05: SBI Report

Media Coverage

Indian banks see exponential growth in deposits and loans since FY05: SBI Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam urging citizens to to “Arise, Awake” for Higher Purpose
January 13, 2026

The Prime Minister Shri Narendra Modi today shared a Sanskrit Subhashitam urging citizens to embrace the spirit of awakening. Success is achieved when one perseveres along life’s challenging path with courage and clarity.

In a post on X, Shri Modi wrote:

“उत्तिष्ठत जाग्रत प्राप्य वरान्निबोधत।

क्षुरस्य धारा निशिता दुरत्यया दुर्गं पथस्तत्कवयो वदन्ति॥”