ଲୋକପ୍ରିୟ ଅଭିନେତ୍ରୀ ରୀମା ଲାଗୁଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି,'' ରୀମା ଲାଗୁ ଜଣେ ବହୁମୁଖୀ ପ୍ରତିଭାର ଅଭିନେତ୍ରୀ ଥିଲେ ,ଯିଏ ସିନେମା ଏବଂ ଟିଭି ଜଗତରେ ବହୁ ପ୍ରଭାବ ଛାଡିଯାଇଛନ୍ତି । ତାଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖୀ ,ତାଙ୍କ ପରିବାର ପ୍ରତି ମୋର ସମବେଦନା । ”
Reema Lagoo was a versatile actor who left a big impact in the film & TV world. Her demise is saddening. My deepest condolences: PM
— PMO India (@PMOIndia) May 18, 2017


