PM condems terrorist attack in Egypt

ଇଜିପ୍ଟର ଏକ ପ୍ରାର୍ଥନା ସ୍ଥଳରେ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଏହି ଆକ୍ରମଣକୁ ବର୍ବରୋଚିତ ଅଭିହିତ କରି ପ୍ରଧାନମନ୍ତ୍ରୀ ନିରୀହ ଲୋକଙ୍କ ଜୀବନ ହାନି ଯୋଗୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ପ୍ରକାରର ସନ୍ତ୍ରାସବାଦ ବିରୋଧୀ ସଂଗ୍ରାମରେ ଭାରତ ଇଜିପ୍ଟକୁ ଦୃଢ଼ ସମର୍ଥନ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

“ଇଜିପ୍ଟର ଏକ ପ୍ରାର୍ଥନା ସ୍ଥଳରେ ବର୍ବରୋଚିତ ସନ୍ତ୍ରାସବାଦୀ ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି । ନିରୀହ ବ୍ୟକ୍ତିଙ୍କ ଜୀବନ ହାନିକୁ ନେଇ ଆମେ ଦୁଃଖପ୍ରକାଶ କରୁଛୁ । ଭାରତ ସମସ୍ତ ପ୍ରକାର ସନ୍ତ୍ରାସବାଦ ବିରୋଧୀ ସଂଗ୍ରାମକୁ ଦୃଢ଼ ଭାବେ ସମଥର୍ନ କରେ ଏବଂ ଇଜିପ୍ଟର ଜନସାଧାରଣ ଓ ସରକାରଙ୍କ ସହ ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026