16 ଫେବୃୟାରୀ ,ଦିନ 12 ଟା ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ବିଦ୍ୟାର୍ଥିମାନଙ୍କ ସହ ମତ ବିନିମୟ କରିବେ । ପରୀକ୍ଷା ବେଳେ ଚାପମୁକ୍ତ ହୋଇ ମନ ଖୁସିରେ ପରୀକ୍ଷା ଦେବା ବିଷୟ ଉପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଏଠାରେ ମତ ବିନିମୟ ପାଇଁ ଆପଣଙ୍କ ବିଚାର ଏବଂ ପ୍ରଶ୍ନକୁ ସେୟାର କରିବାର ସୁଯୋଗ ଅଛି ।