ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନର ପ୍ରଶଂସା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି
ଡବ୍ଲ୍ୟୁଏଚ୍‌ଓ ଦକ୍ଷି-ପୂର୍ବ ଏସିଆ ପକ୍ଷରୁ ନିୟମିତ ଶାରୀରିକ ଗତିବିଧି ଓ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଉଲ୍ଲେଖ କରାଯାଇଛି
ମେଦବହୁଳତା ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦେଶବ୍ୟାପୀ ଡାକ୍ତର ଓ ବିଶେଷଜ୍ଞମାନଙ୍କ ସମର୍ଥନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ତେଲ ବ୍ୟବହାର କମାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ଡାକ୍ତର, କ୍ରୀଡାବିତ୍ ତଥା ଜୀବନର ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ବ୍ୟାପକ ସମର୍ଥନ ମିଳିଛି ।

ଡେରାଡୁନ୍‌ରେ ୩୮ତମ ଜାତୀୟ ଖେଳ ଉଦ୍‌ଘାଟନୀ ସମାରୋହରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା ମେଦବହୁଳତାର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହା ଏବେ ଚିନ୍ତାର ବିଷୟ, କାରଣ ମେଦବହୁଳତା ମଧୁମେହ, ହୃଦରୋଗ ଭଳି ରୋଗର ଆଶଙ୍କା ବଢ଼ାଇଥାଏ । ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ୍ ଉପରେ ଆଲୋଚନା କରି ସେ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେବା ସହ ବ୍ୟାୟାମ ଏବଂ ଖାଦ୍ୟର ଗୁରୁତ୍ୱ ବିଷୟରେ କହିଥିଲେ । ଖାଦ୍ୟରେ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ତେଲ ହ୍ର୍ରାସ କରିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ ଓ ଦୈନିକ ତେଲ ବ୍ୟବହାର ୧୦% କମାଇବାକୁ ପରାମର୍ଶ ଦେଇଥିଲେ ।

ଅଭିନେତା ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ପ୍ରଶଂସା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସ୍ୱାସ୍ଥ୍ୟଜଗତ ବହୁ ସଂଖ୍ୟାରେ ସମର୍ଥନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ-ପୂର୍ବ ଏସିଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିୟମିତ ଶାରୀରିକ କାର୍ଯ୍ୟକଳାପ ଏବଂ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ପାଇଁ ଆହ୍ୱାନକୁ ଉଲ୍ଲେଖ କରାଯାଇଛି ।

ହିନ୍ଦୁଜା ହସ୍ପିଟାଲ୍‌ର ସିଇଓ ଗୌତମ ଖନ୍ନା ଏହାକୁ ମେଦବହୁଳତା ଏବଂ ଏଥିସହ ଥିବା ଆନୁସଙ୍ଗିକ ବିପଦକୁ ହ୍ରାସ କରିବାର ଗୁରୁତ୍ୱ ଉପରେ ଏହା ଏକ ସାମୟିକ ସନ୍ଦେଶ ବୋଲି କହିଛନ୍ତି ।

ମହାଜନ ଇମେଜିଂ ଆଣ୍ଡ୍ ଲ୍ୟାବ୍ସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ହର୍ଷ ମହାଜନ ମେଦବହୁଳତା ବିରୋଧରେ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପ୍ରଶଂସା କରିଛନ୍ତି ।

ଉଜାଲା ସିଗ୍ନସ୍ ସ୍ୱାସ୍ଥ୍ୟ ସେବାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଶୁଚିନ୍ ବଜାଜ କହିଛନ୍ତି ଯେ, ମେଦବହୁଳତା ଏକ ଗୁରୁତର ଆହ୍ୱାନ, ଯାହା ବିରୋଧରେ ଏକ ଦେଶ ଭାବରେ ଆକୁ ତୁରନ୍ତ ଏବଂ ଏକତ୍ର ଲଢ଼ିବାକୁ ପଡିବ ।

ମେଦବହୁଳତା ବିପଦର ମୁକାବିଲା କରିବାର ଗୁରୁତ୍ୱକୁ ସମର୍ଥନ କରି ଅନ୍ୟ ବହୁ ଡାକ୍ତର ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି ।

ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍‌, ଟାଟା ମେମୋରିଆଲ୍ ହସ୍ପିଟାଲ୍‌, ଦିଲ୍ଲୀର ଏଣ୍ଡୋକ୍ରାଇନ୍ ସୋସାଇଟି ସମେତ ଅନେକ ହସ୍ପିଟାଲ୍ ଓ ଆସୋସିଏନ୍ ମେଦବହୁଳତା ବିରୋଧରେ ଆନ୍ଦୋଳନର ସମର୍ଥନରେ ଆଗକୁ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ କ୍ରୀଡାବିତ୍‌ମାନେ ମଧ୍ୟ ସମର୍ଥନ କରିଛନ୍ତି । ବକ୍ସର ବିଜେନ୍ଦର ସିଂହ କହିଛନ୍ତି ଯେ, ସନ୍ତୁଳିତ ଖାଦ୍ୟ, ବ୍ୟାୟାମ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିôବା ଅଭିଯାନ ପ୍ରଶଂସନୀୟ ।

ଫିଟ୍‌ନେସ୍ କୋଚ୍ ମିକି ମେହତା ଏବଂ ବିଶ୍ୱ ଚାମ୍ପିଅନ୍‌ସିପ୍ ବ୍ରୋଞ୍ଚପଦକ ବିଜେତା ବକ୍ସର୍ ଗୌରବ ବିଘୁଡି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ।

 

The health fraternity has come out in huge numbers supporting the Prime Minister's clarion call. The World Health Organization South-East Asia highlighted Prime Minister’s call for regular physical activity and a balanced nutritious diet.

 

Gautam Khanna, CEO, P. D. Hinduja Hospital, called it a timely message on the importance of reducing obesity and associated risks.

 

Dr Harsh Mahajan, Founder & Chairman, Mahajan Imaging & Labs lauded Prime Minister’s call to action to fight against obesity.

 

Dr Shuchin Bajaj, Founder Director, Ujala Cygnus Healthcare Services said obesity is a serious challenge which we as a country have to fight immediately and together.

 

Various other doctors too spoke in support of the importance of tackling the menace of obesity.

 

 

 

 

 

Several hospitals, medical bodies and associations too came out in support of the movement against obesity, including Indian Dental Association, Tata Memorial Hospital, Endocrine Society of Delhi, among others.

 

 

 

 

Sportspersons too have spoken in support of the call given by the Prime Minister. Boxer Vijender Singh said that the campaign launched by PM Modi regarding balanced diet, exercise and health is commendable.

 

Fitness coach Mickey Mehta and World Championship bronze medalist boxer Gaurav Bidhuri have also spoken in support of the initiative by the Prime Minister.

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Join sports, playgrounds more important than PlayStation: PM to youth

Media Coverage

Join sports, playgrounds more important than PlayStation: PM to youth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights transformative impact of Jan Dhan Yojana
August 28, 2026

The Prime Minister, Shri Narendra Modi, has highlighted the unprecedented scale and transformative outcomes of the Pradhan Mantri Jan Dhan Yojana in last 12 years. Shri Modi said that Jan Dhan Yojana has had an unparalleled impact, playing a significant role in advancing financial inclusion and empowering people across the country.

The Prime Minister posted on X:

Unprecedented scale and transformative outcomes!

Jan Dhan Yojana has had an unparalleled impact.

#12YearsOfJanDhan