ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୋହରାଇଛନ୍ତି ଯେ, ଆମ ସରକାର ଲୋକଙ୍କୁ ସର୍ବଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଛି ଏବଂ ସଂଯୋଗ ଶକ୍ତିର ସୁବିଧାକୁ ଅଧିକ ସମୃଦ୍ଧି ପାଇଁ ବ୍ୟବହାର କରୁଛି । ସେ କହିଥିଲେ, ନିର୍ମାଣ ହେଉଥିବା ନୋଇଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଏନସିଆର ଓ ଉତ୍ତର ପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥା ଓ ‘ଇଜ ଅଫ ଲିଭିଙ୍ଗ’କୁ ସମୃଦ୍ଧ କରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡ଼ୁ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ନିର୍ମାଣ ହେଉଥିବା ନୋଇଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଏନସିଆର ଓ ଉତ୍ତର ପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥା ଓ ‘ଇଜ ଅଫ ଲିଭିଙ୍ଗ’କୁ ସମୃଦ୍ଧ କରିବ । ଆମ ସରକାର ଲୋକଙ୍କୁ ସର୍ବଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଛି ।”  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIM Bangalore to set up first overseas campus in Indonesia: PM Modi

Media Coverage

IIM Bangalore to set up first overseas campus in Indonesia: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the strength of courage and resilience
July 08, 2026

The Prime Minister, Shri Narendra Modi said that courage is the greatest strength of a nation. He noted that it inspires the country to remain united even in the face of difficult challenges and to move steadily towards progress, prosperity and self-reliance.

The Prime Minister shared a Sanskrit Subhashitam-

“चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।। ”

The Subhashitam conveys that even mountains, lashed by tempestuous winds, are shaken and set in motion at the time of dissolution; yet amid the gravest trials, the mind of the steadfast remains unwavering and undisturbed.

The Prime Minister wrote on X;

“धैर्य किसी राष्ट्र की सबसे बड़ी शक्ति है। इससे कठिन चुनौतियों के बीच भी देश को एकजुट रहने के साथ ही प्रगति, समृद्धि और आत्मनिर्भरता की दिशा में निरंतर आगे बढ़ने की प्रेरणा मिलती है।

चलन्ति गिरयः कामं युगान्तपवनाहताः।

कृच्छ्रेऽपि न चलत्येव धीराणां निश्चलं मनः।।”