A substantial number of Mudra beneficiaries are women and youngsters from the SC, ST and OBC communities, which is extremely heartening: PM
#MudraYojana is furthering a spirit of enterprise and self-reliance among the youth and women of India: PM Modi
Three years on, I am delighted to see how #MudraYojana has brought prosperity in the lives of many, says the PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର 3 ବର୍ଷ ପୂର୍ତ୍ତି ହେବା ଉପରେ ପ୍ରସନ୍ନତା ବ୍ୟକ୍ତ କଲେ । ମୁଦ୍ରା ଯୋଜନାରୁ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧିର ମାର୍ଗ ପ୍ରସ୍ତୁତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ କରି କହିଲେ ,''ଆଜି ଦିନ ,3 ବର୍ଷ ପୂର୍ବରୁ ଆମର ନାଗରିକମାନଙ୍କ ଆକାଂକ୍ଷା ଏବଂ ଆମର ଯୁବାଙ୍କ ମଧ୍ୟରେ ଔଦ୍ୟୋଗିକ ଭାବକୁ ଶକ୍ତି ଦେବା ପାଇଁ ମୁଦ୍ରା ଯୋଜନା ଆରମ୍ଭ କରାଯାଇଥିଲା । 3 ବର୍ଷ ପରେ ମତେ ଏହା ଦେଖିକି ଖୁସି ଲାଗୁଛି ଯେ ମୁଦ୍ରା ଯୋଜନାରୁ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧି ଆସିଛି ।''

ମୁଦ୍ରା ଯୋଜନାର ତୃତୀୟ ବାର୍ଷିକ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକମାନଙ୍କୁ ସୋସିଆଲ ମିଡିଆରେ ନିଜର ସଫଳତାର କାହାଣୀ ସେୟାର କରିବାକୁ ଆହ୍ୱାନ କଲେ ,ଏବଂ କହିଲେ ଯେ ସେ 11 ଏପ୍ରିଲ ରେ ନିଜ ନିବାସରେ 'ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ' ମଧ୍ୟ କରିବେ ।
 
 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 23, 2026
May 23, 2026

Viksit Bharat Rising: Defense, Energy, Connectivity & Global Partnerships Under Leadership of PM Modi