|
କ୍ରମିକ ସଂଖ୍ୟା |
ବୁଝାମଣା/ରାଜିନାମା |
ସ୍ଵାକ୍ଷରକାରୀ(ଭାରତ) |
ସ୍ଵାକ୍ଷରକାରୀ(ମିଆଁମାର) |
ବିନିମୟ |
|
1. |
ମାନବ ଚାଲାଣ ନିରାକରଣ ପାଇଁ ସହଯୋଗ; ମାନବ ଚାଲାଣ ପୀଡିତ ଲୋକଙ୍କ ଉଦ୍ଧାର, ଥଇଥାନ, ପ୍ରତ୍ୟାବର୍ତ୍ତନ ଏବଂ ଏକୀକରଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ବୁଝାମଣା । |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
2. |
ତ୍ଵରିତ ପ୍ରଭାବ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ଲାଗି ଭାରତୀୟ ଅନୁଦାନ ସହାୟତା ସଙ୍କ୍ରାନ୍ତରେ ଭାରତ ସରକାର ଏବଂ ମିଆଁମାର ସରକାରଙ୍କ ମଧ୍ୟରେ ରାଜିନାମା |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
3. |
ମରାକ ଓଓ ଟାଉନସିପ ହସ୍ପିଟାଲରେ ଚୁଲ୍ଲା ନିର୍ମାଣ ଲାଗି ରାଖୀନ ସରକାର ଓ ୟାଙ୍ଗୁନସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ପ୍ରକଳ୍ପ ବୁଝାମଣା, ରାଖୀନ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୱା ଟାଉନସିପରେ ବିହନ ପଣ୍ୟାଗାର ଏବଂ ଜଳ ଯୋଗାଣ ପ୍ରଣାଳୀ ନିର୍ମାଣ |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
4. |
ରାଖୀନ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଖୀନ ରାଜ୍ୟର 5ଟି ଟାଉନସିପରେ ସୌରଶକ୍ତି ଦ୍ଵାରା ବିଦ୍ୟୁତ ବିତରଣ ଲାଗି ରାଖୀନ ସରକାର ଓ ୟାଙ୍ଗୁନସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ପ୍ରକଳ୍ପ ବୁଝାମଣା |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
5. |
ରାଖୀନ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ୟାନ୍ୟାଲ୍ୟାଙ୍ଗ-ଓହଲଫ୍ୟୁ ରୋଡ, ବୁଥେଦୋଙ୍ଗ ଟାଉନସିପରେ କ୍ୟଙ୍ଗ ପଙ୍ଗ ସଡକ ନିର୍ମାଣ ଲାଗି ରାଖୀନ ସରକାର ଓ ୟାଙ୍ଗୁନସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ପ୍ରକଳ୍ପ ବୁଝାମଣା |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
6. |
ରାଖୀନ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାକ-ବିଦ୍ୟାଳୟ ନିର୍ମାଣ ଲାଗି ସାମାଜିକ କଲ୍ୟାଣ, ସହାୟତା ଓ ପୁନର୍ବାସ ଏବଂ ୟାଙ୍ଗୁନସ୍ଥିତ ଭାରତୀୟ ଦୂତାବାସ ମଧ୍ୟରେ ପ୍ରକଳ୍ପ ବୁଝାମଣା |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
7. |
କାଠ ଚୋରି ରୋକିବା ଏବଂ ଅନ୍ୟ ବନ୍ୟ ଜୀବଙ୍କ ସଂରକ୍ଷଣ କ୍ଷେତ୍ରରେ ବୁଝାମଣା ପତ୍ର |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
|
8. |
ଭାରତ (ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ) ଓ ମିଆଁମାର (ବିଦ୍ୟୁତ ଏବଂ ଶକ୍ତି ମନ୍ତ୍ରଣାଳୟ) ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ କ୍ଷେତ୍ରରେ ବୁଝାମଣା ପତ୍ର |
ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମସଚିବ ସୁନୀଲ କୁମାର |
ତୈଳ ଏବଂ ବାଷ୍ପ ଯୋଜନା ବିଭାଗ, ବିଦ୍ୟୁତ ଓ ଶକ୍ତି ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ୟୁ ଥାନ ଜା |
ମହାମହିମ ଶ୍ରୀ ସୌରଭ କୁମାର, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
|
9. |
ଭାରତର ସଂଚାର ମନ୍ତ୍ରଣାଳୟ ଏବଂ ମିଆଁମାରର ପରିବହନ ଓ ସଂଚାର ମନ୍ତ୍ରଣାଳୟ ମଧ୍ୟରେ ସଂଚାର କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା |
ଦୁରାସଞ୍ଚାର ବିଭାଗ, ସଂଚାର ମନ୍ତ୍ରଣାଳୟର ସଚିବ ଶ୍ରୀ ଅଂଶୁ ପ୍ରକାଶ |
ମହାମହିମ ମୋ କ୍ୟୋ ଅଂ, ଭାରତରେ ଅବସ୍ଥାପିତ ମିଆଁମାର ରାଷ୍ଟ୍ରଦୂତ |
ସ୍ଵାକ୍ଷରକାରୀଙ୍କ ସହ ସମାନ |
Published By : Admin |
February 27, 2020 | 15:23 IST
Login or Register to add your comment
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026
Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.
The Prime Minister wrote on X;
"दैवं पुरुषकारेण यः समर्थः प्रबाधितुम्।
न दैवेन विपन्नार्थः पुरुषः सोऽवसीदति॥"
A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.
दैवं पुरुषकारेण यः समर्थः प्रबाधितुम्।
— Narendra Modi (@narendramodi) August 13, 2026
न दैवेन विपन्नार्थः पुरुषः सोऽवसीदति॥ pic.twitter.com/EIKEcyk2Bk