ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ସକାରାତ୍ମକ ବିକାଶ ବୋଲି କହିଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୯୨୮ ଲାଇନ ରିପ୍ଲେସମେଣ୍ଟ ୟୁନିଟ/ଉପ-ପ୍ରଣାଳୀ/ଯନ୍ତ୍ରପାତିର ଚତୁର୍ଥ ସକାରାତ୍ମକ ସ୍ୱଦେଶୀକରଣ ସୂଚୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ସୂଚୀରେ ଉନ୍ନତ ମାନର ଉପକରଣ ଓ ଯନ୍ତ୍ରପାତି ସାମିଲ ରହିଛି । ଏହାକୁ ଆମଦାନୀ କରାଯାଇଥିଲେ ୭୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । 

ଶ୍ରୀ ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ସକାରାତ୍ମକ ବିକାଶ । ଏହା ଆତ୍ମନିର୍ଭର ଭାରତ ପାଇଁ ଆମ ସଂକଳ୍ପକୁ ମଜବୁତ କରିବା ସହ ସ୍ଥାନୀୟ ଉଦ୍ୟୋଗୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ ।”  

ଅଧିକ ବିବରଣୀ ପାଇଁ;

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India emerges as global green fuel supplier with landmark ammonia and methanol export deals with Japan

Media Coverage

India emerges as global green fuel supplier with landmark ammonia and methanol export deals with Japan
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
July 05, 2026

Prime Minister Narendra Modi will share 'Mann Ki Baat' on Sunday, July 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.