କ୍ରମିକ ସଂଖ୍ୟା

ଶୀର୍ଷକ

କ) ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର

୧.

ଭାରତ-ବିଟେନ ସଂଯୋଗ ଏବଂ ନବାଚାର କେନ୍ଦ୍ରର ପ୍ରତିଷ୍ଠା ।

୨.

ଏଆଇ ପାଇଁ ଭାରତ-ବ୍ରିଟେନ ମିଳିତ କେନ୍ଦ୍ରର ପ୍ରତିଷ୍ଠା ।

୩.

ବ୍ରିଟେନ-ଭାରତ କ୍ରିଟିକାଲ ମିନେରାଲ୍ସ ସପ୍ଲାଏ ଚେନ ଅବଜରଭେଟରର ଦ୍ୱିତୀୟ ପର୍ୟ୍ୟାୟର ଶୁଭାରମ୍ଭ ଏବଂ ଆଇଆଇଟି-ଆଇଏସ୍ଏମ୍ ଧନବାଦରେ ଏକ ନୂତନ ସାଟେଲାଇଟ କ୍ୟାମ୍ପସ ପ୍ରତିଷ୍ଠା ।

୪.

ସ୍ଥିର ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିଟିକାଲ ମିନେରାଲ୍ସ ଇଣ୍ଡଷ୍ଟ୍ରି ଗିଲ୍ଡର ପ୍ରତିଷ୍ଠା ।

ଖ) ଶିକ୍ଷା

୫.

ବେଙ୍ଗାଲୁରୁରେ ଲାନକାଷ୍ଟର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବା ପାଇଁ  ଆଗ୍ରହ ପତ୍ର ପ୍ରଦାନ ।

୬.

ଗିଫ୍ଟ ସିଟିରେ ସରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଖୋଲିବା ପାଇଁ ନୀତିଗତ ଅନୁମୋଦନ ।

ଗ) ବାଣିଜ୍ୟ ଏବଂ ନିବେଶ

୭.

ପୁନର୍ଗଠିତ ଭାରତ-ବ୍ରିଟେନ ସିଇଓ ଫୋରମର ଉଦଘାଟନୀ ବୈଠକ ।

 

୮.

ଭାରତ-ବ୍ରିଟେନ ମିଳିତ ଅର୍ଥନୈତିକ ବାଣିଜ୍ୟ କମିଟି (ଜେଇଟିସିଓ)ର ପୁନଃସ୍ଥାପନ ଯାହା ସିଇଟିଏ  କାର୍ୟ୍ୟାନ୍ୱୟନକୁ ସମର୍ଥନ କରିବ ଏବଂ ଉଭୟ ଦେଶରେ ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ ।

୯.

ଜଳବାୟୁ ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ ଫଣ୍ଡରେ ଏକ ନୂତନ ମିଳିତ ନିବେଶ ଯାହା, ଜଳବାୟୁ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଭଳି କ୍ଷେତ୍ରରେ ନବସୃଜନଶୀଳ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା ପାଇଁ ବ୍ରିଟେନ ସରକାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଅଧିନରେ ଏକ ରଣନୈତିକ ପଦକ୍ଷେପ ।

ଘ) ଜଳବାୟୁ, ସ୍ୱାସ୍ଥ୍ୟ ଏବଂ ଗବେଷଣା

୧୦.

ବାୟୋ-ମେଡିକାଲ ଗବେଷଣା କ୍ୟାରିଅର କାର୍ୟ୍ୟକ୍ରମର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ ।

୧୧.

ଅଫଶୋର ୱିଣ୍ଡ ଟାସ୍କଫୋର୍ସ ପ୍ରତିଷ୍ଠା ।

୧୨.

ସ୍ୱାସ୍ଥ୍ୟ ଗବେଷଣା ଉପରେ ଆଇସିଏମଆର ଏବଂ ବ୍ରିଟେନର ଏନଆଇଏଚଆର ମଧ୍ୟରେ ଆଗ୍ରହ ପତ୍ର।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi