|
କ୍ର.ନଂ. |
ଚୁକ୍ତି/ ବୁଝାମଣା ପତ୍ର/ ଦସ୍ତାବିଜ/ ଘୋଷଣାର ନାମ |
ଜର୍ମାନ ପକ୍ଷରୁ ଆଦାନ ପ୍ରଦାନ କରାଯାଇଛି |
ଭାରତ ପକ୍ଷରୁ ଆଦାନ ପ୍ରଦାନ କରାଯାଇଛି |
|
ଚୁକ୍ତି |
|||
|
1. |
ଅପରାଧିକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି (ଏମଏଲଏଟି) |
ମିସ୍ ଆନାଲେନା ବାର୍ବକ୍, ବୈଦେଶିକ ମନ୍ତ୍ରୀ |
ଶ୍ରୀ ରାଜନ ନାଥ ସିଂ, ପ୍ରତିରକ୍ଷା ମନ୍ତ୍ରୀ |
|
ରାଜିନାମା |
|||
|
2. |
ବର୍ଗୀକୃତ ସୂଚନାର ଆଦାନ ପ୍ରଦାନ ଏବଂ ପାରସ୍ପରିକ ସୁରକ୍ଷା ଉପରେ ଚୁକ୍ତିନାମା |
ମିସ୍ ଆନାଲେନା ବାର୍ବକ୍, ବୈଦେଶିକ ମନ୍ତ୍ରୀ |
ଡ. ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ |
|
ଦସ୍ତାବିଜ୍ |
|||
|
3. |
ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ରୋଡ୍ ମ୍ୟାପ୍ |
ଡ଼. ରବର୍ଟ ହାବେକ୍, ଅର୍ଥନୈତିକ ବ୍ୟାପାର ଏବଂ ଜଳବାୟୁ କାର୍ଯ୍ୟ ମନ୍ତ୍ରୀ |
ଶ୍ରୀ ପୀୟୂଷ ଗୋଏଲ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ |
|
4. |
ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ରୋଡ୍ ମ୍ୟାପ୍ |
ମିସ୍ ବେଟିନା ଷ୍ଟାର୍କ-ୱାଟଜିଙ୍ଗର, ଶିକ୍ଷା ଓ ଗବେଷଣା ମନ୍ତ୍ରୀ (ବିଏମବିଏଫ୍) |
ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ |
|
ଘୋଷଣା |
|||
|
5. |
ରୋଜଗାର ଓ ଶ୍ରମ କ୍ଷେତ୍ରରେ ମିଳିତ ଉଦ୍ଦେଶ୍ୟ ଘୋଷଣା |
ଶ୍ରୀ ହୁବର୍ଟସ୍ ହେଲ୍, ଶ୍ରମ ଓ ସାମାଜିକ ବ୍ୟାପାର ମନ୍ତ୍ରୀ |
ଡ. ମନସୁଖ ମାଣ୍ଡଭିୟା, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ |
|
6. |
ଉନ୍ନତ ସାମଗ୍ରୀ ଉପରେ ଗବେଷଣା ଓ ବିକାଶ କ୍ଷେତ୍ରରେ ମିଳିତ ସହଯୋଗ ପାଇଁ ମିଳିତ ଉଦ୍ଦେଶ୍ୟ ଘୋଷଣା |
ମିସ୍ ବେଟିନା ଷ୍ଟାର୍କ-ୱାଟଜିଙ୍ଗର, ଶିକ୍ଷା ଓ ଗବେଷଣା ମନ୍ତ୍ରୀ (ବିଏମବିଏଫ୍) |
ଡ଼ା ଜିତେନ୍ଦ୍ର ସିଂହ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
|
7 |
ସମସ୍ତଙ୍କ ପାଇଁ ଭାରତ-ଜର୍ମାନ ଗ୍ରୀନ୍ ଅର୍ବାନ ମୋବିଲିଟି ପାର୍ଟନରସିପ୍ ଉପରେ ମିଳିତ ଉଦ୍ଦେଶ୍ୟ ଘୋଷଣା |
ଡ଼. ବାରବେଲ୍ କୋଫଲର, ସଂସଦୀୟ ରାଜ୍ୟ ସଚିବ, ବିଏମ୍ ଜେଡ୍ |
ଶ୍ରୀ ବିକ୍ରମ ମିଶ୍ରି, ବୈଦେଶିକ ସଚିବ |
|
ଏମଓୟୁ |
|||
|
8. |
ଦକ୍ଷତା ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର |
ମିସ୍ ବେଟିନା ଷ୍ଟାର୍କ-ୱାଟଜିଙ୍ଗର, ଶିକ୍ଷା ଓ ଗବେଷଣା ମନ୍ତ୍ରୀ (ବିଏମବିଏଫ୍) |
ଶ୍ରୀ ଜୟନ୍ତ ଚୌଧୁରୀ, ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) |
The Prime Minister, Shri Narendra Modi, shared a Sanskrit Subhashitam emphasising on sacred Earth as a source of strength to the nation:
“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।
यस्या हृदयं परमे व्योमन्त्सत्येनावृतममृतं पृथिव्याः।
सा नो भूमिस्त्विषिं बलं राष्ट्रे दधातूत्तमे॥”
The Subhashitam conveys that, the Earth, which is filled with water within the oceans, and surrounded by water outside, which thoughtful scholars have understood through their wisdom, and whose heart is covered by the eternal truth in the vast sky – may that earth, sustain our energy and strength in a noble nation.
The Prime Minister wrote on X;
“यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।
यस्या हृदयं परमे व्योमन्त्सत्येनावृतममृतं पृथिव्याः।
सा नो भूमिस्त्विषिं बलं राष्ट्रे दधातूत्तमे॥”
यार्णवेऽधि सलिलमग्र आसीद्यां मायाभिरन्वचरन्मनीषिणः।
— Narendra Modi (@narendramodi) March 10, 2026
यस्या हृदयं परमे व्योमन्त्सत्येनावृतममृतं पृथिव्याः।
सा नो भूमिस्त्विषिं बलं राष्ट्रे दधातूत्तमे॥ pic.twitter.com/mfz8yB6SIq


