ବୁଝାମଣାପତ୍ର ଏବଂ ରାଜିନାମା।
ପ୍ରବାସ ଏବଂ ପରିବହନ:
ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା।
ବେଆଇନ ପ୍ରବାସର ମୁକାବିଲା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ରାଜିନାମା।
ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା
ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଏବଂ ବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା
ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏବଂ ରୁଷର ଗ୍ରାହକ ଅଧିକାର ସୁରକ୍ଷା ଓ ମାନବ କଲ୍ୟାଣ ଉପରେ ନିରୀକ୍ଷଣ ପାଇଁ ସଂଘୀୟ ସେବା ସଂସ୍ଥା ମଧ୍ୟରେ ଚୁକ୍ତିନାମା
ସାମୁଦ୍ରିକ ସହଯୋଗ ଏବଂ ମେରୁ ଜଳ
ମେରୁ ଜଳରେ ପରିଚାଳିତ ଜାହାଜ ପାଇଁ ବିଶେଷଜ୍ଞଙ୍କ ତାଲିମ ନିମନ୍ତେ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର।
ଭାରତର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ରୁଷର ସାମୁଦ୍ରିକ ବୋର୍ଡ ମଧ୍ୟରେ ବୁଝାମଣାପତ୍ର
ସାର:
ମେସର୍ସ ଜେଏସସି ୟୁରାଲକେମ ଓ ମେସର୍ସ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ନେସନାଲ ଫର୍ଟିଲାଇଜର୍ସ ଲିମିଟେଡ ଓ ଇଣ୍ଡିଆନ ପଟାସ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର
ସୀମା ଶୁଳ୍କ ଓ ବାଣିଜ୍ୟ
ଭାରତ ଏବଂ ରୁଷ ମଧ୍ୟରେ ପରିବହନ ହେଉଥିବା ସାମଗ୍ରୀ ଓ ଯାନବାହାନ ସମ୍ପର୍କରେ ପୂର୍ବ ଆଗମନ ସୂଚନା ଆଦାନପ୍ରଦାନରେ ସହଯୋଗ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ଏବଂ ରୁଷର ଫେଡେରାଲ କଷ୍ଟମ୍ସ ସର୍ଭିସ ମଧ୍ୟରେ ପ୍ରୋଟୋକଲ।
ଭାରତର ସଞ୍ଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗ ଏବଂ ରୁଷ୍ ପୋଷ୍ଟର ଜେଏସସି ମଧ୍ୟରେ ଦ୍ୱିପାକ୍ଷିକ ରାଜିନାମା।
ଶିକ୍ଷାଗତ ସହଭାଗିତା
ପୁଣେସ୍ଥିତ ଡିଫେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଏବଂ ଫେଡେରାଲ୍ ଷ୍ଟେଟ୍ ଅଟୋନୋମସ ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟାର ଏଜୁକେସନ ‘‘ନେସନାଲ ଟମସ୍କ ଷ୍ଟେଟ୍ ୟୁନିଭର୍ସିଟି, ଟମସ୍କ ମଧ୍ୟରେ ବୈଜ୍ଞାନିକ ଏବଂ ଶିକ୍ଷାଗତ ସହଯୋଗ ଉପରେ ବୁଝାମଣାପତ୍ର।
ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଲୋମୋନୋସୋଭ ମସ୍କୋ ଷ୍ଟେଟ୍ ବିଶ୍ୱବିଦ୍ୟାଳୟ ଏବଂ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ଜଏଣ୍ଟ-ଷ୍ଟକ୍ କମ୍ପାନୀ ପରିଚାଳନା କମ୍ପାନୀ ମଧ୍ୟରେ ସହଯୋଗ ସମ୍ପର୍କିତ ରାଜିନାମା
ଗଣମାଧ୍ୟମ ସହଭାଗିତା:
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ରୁଷର ଜଏଣ୍ଟ ଷ୍ଟକ୍ କମ୍ପାନୀ ଗାଜପ୍ରମ୍-ମିଡିଆ ହୋଲ୍ଡିଂ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ରୁଷର ନେସନାଲ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ବିଗ୍ ଏସିଆ ମିଡିଆ ଗ୍ରୁପ୍ ମଧ୍ୟରେ ବୁଝାମଣାପତ୍ର।
ପ୍ରସାରଣ କ୍ଷେତ୍ରରେ ସହଯୋଗ ଏବଂ ସହଭାଗିତା ପାଇଁ ଭାରତର ପ୍ରସାର ଭାରତୀ ଏବଂ ଆନୋ ଟିଭି ନୋଭୋସ୍ତି ମଧ୍ୟରେ ଅତିରିକ୍ତ ବୁଝାମଣାପତ୍ର।
ପ୍ରସାର ଭାରତୀ ଏବଂ ‘ଟିଭି ବ୍ରିକ୍ସ’ ଜଏଣ୍ଟ ଷକ୍ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର।
ଘୋଷଣାନାମା
2030 ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ପାଇଁ ଭାରତ-ରୁଷର ରଣନୀତିକ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟକ୍ରମ।
ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ଯୋଗଦେବା ପାଇଁ ଫ୍ରେମୱାର୍କ ଚୁକ୍ତିନାମା ଗ୍ରହଣ କରିବାକୁ ରୁଷ ପକ୍ଷ ନିଷ୍ପତ୍ତି ନେଇଛି।
ଜାତୀୟ ହସ୍ତଶିଳ୍ପ ସଂଗ୍ରହାଳୟ ଏବଂ ହସ୍ତକଳା ଏକାଡେମୀ (ନୂଆଦିଲ୍ଲୀ, ଭାରତ) ଏବଂ ଜାରିସିନୋ ଷ୍ଟେଟ୍ ହିଷ୍ଟୋରିକାଲ, ଆର୍କିଟେକ୍ଚରାଲ, ଆର୍ଟ ଆଣ୍ଡ ଲ୍ୟାଣ୍ଡସ୍କେପ୍ ମ୍ୟୁଜିୟମ-ରିଜର୍ଭ (ମସ୍କୋ, ରୁଷ) ମଧ୍ୟରେ ‘‘ଇଣ୍ଡିଆ. ଫେବ୍ରିକ୍ ଅଫ୍ ଟାଇମ୍’’ ପ୍ରଦର୍ଶନୀ ପାଇଁ ଚୁକ୍ତିନାମା
ପାରସ୍ପରିକ ଆଧାରରେ ରୁଷ ନାଗରିକମାନଙ୍କୁ ମାଗଣା 30 ଦିନିଆ ଇ-ପର୍ଯ୍ୟଟକ ଭିସା ପ୍ରଦାନ।
ରୁଷ ନାଗରିକମାନଙ୍କୁ ମାଗଣାରେ ଦଳଗତ ପର୍ଯ୍ୟଟନ ଭିସା ପ୍ରଦାନ
UK Foreign Secretary Yvette Cooper today met Prime Minister Shri Narendra Modi.
The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.
The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.
The Prime Minister posted on X:
"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.
India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"
Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.
— Narendra Modi (@narendramodi) June 4, 2026
India-UK Vision 2035 will continue to guide our partnership and strengthen our… pic.twitter.com/OvrzspeLbP


