କ୍ରମିକ ନମ୍ୱର

ବୁଝାମଣାପତ୍ର/ଚୁକ୍ତି

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ମରିସସ୍‌ର ଟର୍ସିଆରି ଶିକ୍ଷା, ବିଜ୍ଞାନ ଓ ଗବେଷଣା ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ବିଜ୍ଞାନ ଓ ଶିଳ୍ପଭିତ୍ତିକ ଗବେଷଣା ପରିଷଦ –ରାଷ୍ଟ୍ରୀୟ ସାମୁଦ୍ରିକ ବିଜ୍ଞାନ ସଂସ୍ଥାନ ଏବଂ ମରିସସ୍‌ ସାମୁଦ୍ରିକ ବିଜ୍ଞାନ ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର  

କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅଧୀନରେ ଥିବା କର୍ମଯୋଗୀ ଭାରତ ଏବଂ ମରିସସ୍ ସରକାରଙ୍କ ଜନସେବା ଓ ପ୍ରାଶାସନିକ ସଂସ୍କାର ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

କ୍ଷୁଦ୍ର ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀତା ପାଇଁ ଭାରତୀୟ ଅନୁଦାନ ସହାୟତା ପାଇଁ ବୁଝାମଣାପତ୍ର

ହାଇଡ୍ରୋଗ୍ରାଫି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ରର ନବୀକରଣ

ଟେଲିମେଟ୍ରି ପ୍ରତିଷ୍ଠା, ଟ୍ରାକିଂ ଏବଂ ସାଟେଲାଇଟ ଓ ଉତକ୍ଷେପଣ ଯାନ ପ୍ରକ୍ଷେପଣ ପାଇଁ ଟେଲିକମ୍ୟୁନିକେସନ ଷ୍ଟେସନ ପ୍ରତିଷ୍ଠା, ମହାକାଶ ଗବେଷଣା, ବିଜ୍ଞାନ ଓ ପ୍ରୟୋଗ କ୍ଷେତ୍ରରେ ସହଯୋଗ  ପାଇଁ ଭାରତ ସରକାର ଓ ମରିସସ୍ ସରକାରଙ୍କ ମଧ୍ୟରେ ଚୁକ୍ତି

ଘୋଷଣା

୧-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି, ମାଡ୍ରାସ ଓ ୟୁନିଭରସିଟି ଅଫ୍ ମରିସସ୍, ରେଡ୍ୟୁଟ୍ ମଧ୍ୟରେ ବୁଝାମଣାପତ୍ର

୨-ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଣ୍ଟେସନ ମ୍ୟାନେଜମେଣ୍ଟ, ବେଙ୍ଗଳୁରୁ ଓ ୟୁନିଭରସିଟି ଅଫ୍ ମରିସସ୍ ମଧ୍ୟରେ ବୁଝାମଣାପତ୍ର

୩- ଟାମାରିଣ୍ଡ ଜଳପ୍ରପାତରେ ୧୭.୫ ମେଗାଓ୍ୱାଟର ଭାସମାନ ସୌରଶକ୍ତି ପିଭି ପ୍ରକଳ୍ପ ସ୍ଥାପନ ପାଇଁ ଜିଟୁଜି ପ୍ରସ୍ତାବକୁ ଆଗେଇ ନିଆଯିବ। ଏଥିପାଇଁ ସିଇବି ସହିତ ଏକ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଏନ୍‌ଟିପିସି ଲିମିଟେଡର ଏକ ଟିମ୍ ଖୁବ ଶୀଘ୍ର ମରିସସ୍ ପରିଦର୍ଶନ କରିବ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival