କ୍ରଂସଂ

ଘୋଷଣା

୧.

ଭାରତ-ମାଳଦ୍ୱୀପ: ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି

୨.

ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣ

ଶୁଭାରମ୍ଭ/ଉଦଘାଟନ/ହସ୍ତାନ୍ତର

୧.

ମାଳଦ୍ୱୀପରେ ରୂପେ କାର୍ଡର ଶୁଭାରମ୍ଭ।

୨.

ହନୀମାଧୁ ଅନ୍ତର୍ଜାତୀୟ ବିମାନ ବନ୍ଦର (ଏଚଆଇଏ)ର ନୂଆ ରନୱେ ଉଦଘାଟନ

୩.

ଏକ୍‌ଜିମ୍‌ ବ୍ୟାଙ୍କର କ୍ରେତା ଋଣ ସୁବିଧା ଅଧୀନରେ ନିର୍ମିତ ସାମାଜିକ ଆବାସ ୟୁନିଟ୍‌ ହସ୍ତାନ୍ତରଣ

ବୁଝାମଣାପତ୍ରରେ ସ୍ୱାକ୍ଷର/ନବୀକରଣ

ମାଳଦ୍ୱୀପର ପ୍ରତିନିଧି

ଭାରତର ପ୍ରତିନିଧି

୧.

ମୁଦ୍ରା ବିନିମୟ ରାଜିନାମା

ମାଳଦ୍ୱୀପ ମୁଦ୍ରା ପ୍ରାଧିକରଣର ଗଭର୍ଣ୍ଣର ଶ୍ରୀ ଅହମ୍ମଦ ମୁନୱର

ଶ୍ରୀ ଅଜୟ ସେଠ, ସଚିବ,

ଆର୍ଥିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ

୨.

ଭାରତର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପୁଲିସ ଓ ଆଇନ ପ୍ରବର୍ତ୍ତନ କଲେଜ ମଧ୍ୟରେ ରାଜିନାମା

ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍‌ ସାହେବ୍‌

ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

୩.

ଦୁର୍ନୀତି ରୋକିବା ଏବଂ ଏହାର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ମାଳଦ୍ୱୀପର ଦୁର୍ନୀତି ନିବାରଣ ଆୟୋଗ ମଧ୍ୟରେ ବୁଝାମଣାପତ୍ର

ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍‌ ସାହେବ୍‌

ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

୪.

ମାଳଦ୍ୱୀପ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଭାରତୀୟ ଜାତୀୟ ନ୍ୟାୟିକ ଏକାଡେମୀ (ଏନଜେଏଆଇ) ଏବଂ ମାଳଦ୍ୱୀପର ନ୍ୟାୟିକ ସେବା ଆୟୋଗ (ଜେଏସସି) ମଧ୍ୟରେ ବୁଝାମଣାପତ୍ରର ନବୀକରଣ

ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍‌ ସାହେବ୍‌

ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

୫.

କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର ନବୀକରଣ

ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍‌ ସାହେବ୍‌

ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi