୧. ପରବର୍ତୀ ଶତାବ୍ଦୀ ଲାଗି ଭାରତ-ଜାପାନର ମିଳିତ ଭିଜନ

ଦଶବର୍ଷିୟା ଅଷ୍ଟ ସୂତ୍ରୀ ଅର୍ଥନୈତିକ ସହଭାଗିତା, ନିରାପତା, ଜୀବ ମଣ୍ଡଳର ସ୍ଥାୟିତ୍ୱ, ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ସ୍ୱାସ୍ଥ୍ୟ ପରି କ୍ଷେତ୍ରରେ ଭିଜନ

୨. ନିରାପତା ସହଯୋଗ ନେଇ ମିଳିତ ଘୋଷଣାନାମା

ବିଶ୍ୱ ସହଭାଗିତା ଦୃଷ୍ଟିରୁ ଚଳନ୍ତି ନିରାପତା ପ୍ରତିବନ୍ଧକକୁ ଆଖିରେ ରଖି ପ୍ରତିରକ୍ଷା ଓ ନିରାପତା କ୍ଷେତ୍ରରେ ସହଯୋଗ ବୃଦ୍ଧି

୩. ଭାରତ ଲାଗି ଆକ୍ସନ ପ୍ଲାନ - ଜାପାନ ମାନବ ସମ୍ବଳ ବିନିମୟ

ଭାରତ ଓ ଜାପାନ ଭିତରେ ମାନବ ସମ୍ବଳ ବିନିମୟ ଲାଗି ପାଂଚ ହଜାର ଲୋକଙ୍କ ବିନିମୟ ହେବ, ଆସନ୍ତା ପାଂଚ ବର୍ଷ ଭିତରେ ୫୦ ହଜାର କୁଶଳୀ ଓ ଅର୍ଦ୍ଧ କୁଶଳୀ ଶ୍ରମିକ ଭାରତରୁ ଜାପାନକୁ ଯିବେ

୪. ଯୁଗ୍ମ କ୍ରେଡିଟିଂ ମେକାନିଜିମ କ୍ଷେତ୍ରରେ ସ୍ମାରକପତ୍ର

ଭାରତର ଗ୍ରୀନ ହାଉସ ଗ୍ୟାସ ନିର୍ଗତ ଜନିତ ପ୍ରଦୂଷଣ କମାଇବା ଲାଗି ପ୍ରଯୁକ୍ତି, ଉତ୍ପାଦ, ସିଷ୍ଟମ, ଭତିଭୂମିକୁ କାର୍ବନ ମୁକ୍ତ କରିବା ଓ ଭାରତରେ ଜାପାନ ପ୍ରଯୁକ୍ତି ବିଦ୍ୟା ଲାଗୁ କରିବା

୫. ଭାରତ-ଜାପାନ ଡିଜିଟାଲ ସହଭାଗିତା ୨.୦ ନେଇ ଚୁକ୍ତି

ଡିଜିଟାଲ ପବ୍ଲିକ ଭିତିଭୂମି, ଡିଜିଟାଲ ପ୍ରତିଭାର ବିକାଶ, ଏଆଇ, ଆଇଟି, ସେମି କଣ୍ଡକ୍ଟର କ୍ଷେତ୍ରରେ ଯୁଗ୍ମ ଉଦ୍ୟୋଗ

୬. ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଚୁକ୍ତି

ପ୍ରୋସେସିଂ ପ୍ରଯୁକ୍ତି ବିଦ୍ୟା, ମିଳିତ ପୁଞ୍ଜି ନିବେଶ, ବିରଳ ଖଣିଜ ପଦାର୍ଥ ଆବିଷ୍କାର ପରି କ୍ଷେତ୍ରରେ ମେକାନିଜମ

୭. ମିଳିତ ଲୁନାର ପୋଲାର ଆବିଷ୍କାର ମିଶନ ନେଇ ଇସ୍ରୋ ଓ ଜାପାନ ଏରୋସ୍ପେଶ ଏକ୍ସପ୍ଲୋରେସନ ଏଜେନ୍ସି ମଧ୍ୟରେ ଚୁକ୍ତି

ଭାରତ ଓ ଜାପାନ ଭିତରେ ଚାନ୍ଦ୍ରାୟାଣ ୫ ମିଶନ ନେଇ ସହଯୋଗିତା

୮. କ୍ଲିନ ହାଇଡ୍ରୋଜେନ ଓ ଆମୋନିଆ ଉପରେ ମିଳିତ ଚୁକ୍ତି

ଗବେଷଣା, ପୁଞ୍ଜି ନିବେଶ, ହାଇଡ୍ରୋଜେନ/ଆମୋନିଆ ପ୍ରକଳ୍ପ ଲାଗୁ

୯. ସହଯୋଗ ଓ ସାଂସ୍କୃତିକ ଭାବ ବିନିମୟ ନେଇ ଚୁକ୍ତି

ପ୍ରଦର୍ଶନୀ, ସଂଗ୍ରହାଳୟ ସହଯୋଗ କ୍ରମେ ସାଂସ୍କୃତିକ ଭାବ ବିନିମୟ

୧୦. ଘରୋଇ ବର୍ଜ୍ୟ ଜଳ ପରିଚାଳନା ନେଇ ଚୁକ୍ତି

ଜନସ୍ୱାସ୍ଥ୍ୟ, ପାରିପାଶ୍ୱର୍ିକ ସୁରକ୍ଷା ଲାଗି ବର୍ଜ୍ୟ ଜଳ ପରିଚାଳନା ନେଇ ରାଜିନାମା

୧୧. ପାରିପାଶ୍ୱର୍ିକ ସହଯୋଗ ନେଇ ଚୁକ୍ତି

ପ୍ରଦୂଷଣ ନିୟନ୍ତ୍ରଣ, ଜଳବାୟୁ ପରିବର୍ତନ, ବର୍ଜ୍ୟ ପରିଚାଳନା, ଜୈବ ବିବିଧତା ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି

୧୨. ସୁଷମା ସ୍ୱରାଜ ଇନଷ୍ଟିଚ୍ୟୁଟ ଅଫ ଫରେନ ସର୍ଭିସ ଓ ଜାପାନ ବୈଦେଶିକ ମନ୍ତ୍ରଣାଳୟ ଭିତରେ ଚୁକ୍ତିନାମା

ବିଦେଶ ନୀତି ଉପରେ କୂଟନୀତିଜ୍ଞ, କର୍ମଚାରୀ, ଗବେଷକଙ୍କ ଭିତରେ ପାରସ୍ପରିକ ବୁଝାମଣା

୧୩. ଜାପାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ଶିକ୍ଷା, ସଂସ୍କୃତି, କ୍ରୀଡା ମନ୍ତ୍ରଣାଳୟ ଭିତରେ ମିଳିତ ବିବୃତିନାମା

ବୈଜ୍ଞାନିକ ଓ ଗବେଷକଙ୍କ ଭିତରେ ବିନିମୟ, ବିଭିନ୍ନ ଅନୁଷ୍ଠାନ ଭିତରେ ସହଯୋଗ ବୃଦ୍ଧି ନେଇ ପଦକ୍ଷେପ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth