ବୁଝାମଣାପତ୍ର / ସ୍ୱାକ୍ଷରିତ ଚୁକ୍ତିନାମା:

୧. ଭାରତୀୟ ଫାର୍ମାକୋପିଆ ଉପରେ ବୁଝାମଣାପତ୍ର

୨. ଦ୍ରୁତ ପ୍ରଭାବ ପ୍ରକଳ୍ପ (କ୍ୟୁଆଇପିଏସ୍‌) କାର୍ଯ୍ୟାନ୍ୱୟନ ପାଇଁ ଭାରତୀୟ ଅନୁଦାନ ସହାୟତା ଉପରେ ଚୁକ୍ତିନାମା

୩. ୨୦୨୫-୨୦୨୮ ଅବଧି ପାଇଁ ସାଂସ୍କୃତିକ ଆଦାନପ୍ରଦାନ କାର୍ଯ୍ୟକ୍ରମ

୪. କ୍ରୀଡାରେ ସହଯୋଗ ଉପରେ ବୁଝାମଣାପତ୍ର

୫. କୂଟନୈତିକ ତାଲିମରେ ସହଯୋଗ ଉପରେ ବୁଝାମଣାପତ୍ର

୬.ତ୍ରିନିଦାନ ଏବଂ ଟୋବାଗୋର ୱେଷ୍ଟଇଣ୍ଡିଜ୍ ବିଶ୍ୱବିଦ୍ୟାଳୟ (ୟୁଡବ୍ଲ୍ୟୁଆଇ)ରେ ହିନ୍ଦୀ ଏବଂ ଭାରତୀୟ ଅଧ୍ୟୟନର ଦୁଇଟି ଆଇସିସିଆର୍ ଚେୟାର ପୁନଃପ୍ରତିଷ୍ଠା ଉପରେ ବୁଝାମଣାପତ୍ର ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା:

୧. ତ୍ରିନିଦାନ ଏବଂ ଟୋବାଗୋ (ଟିଆଣ୍ଡଟି)ର ପ୍ରବାସୀ ଭାରତୀୟ ସଦସ୍ୟଙ୍କ ଷଷ୍ଠ ପିଢ଼ି ପର୍ଯ୍ୟନ୍ତ ଓସିଆଇ କାର୍ଡ ସୁବିଧାର ସମ୍ପ୍ରସାରଣ: ପୂର୍ବରୁ, ଏହି ସୁବିଧା ଟିଆଣ୍ଡଟିରେ ପ୍ରବାସୀ ଭାରତୀୟ ସଦସଙ୍କ ଚତୁର୍ଥ ପିଢ଼ି ପର୍ଯ୍ୟନ୍ତ ଉପଲବ୍ଧ ଥିଲା।

୨. ଟିଆଣ୍ଡଟିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୨୦୦୦ ଲାପଟପ ଉପହାର

୩.ଏନ୍‌ଏଏମ୍‌ଡିଇଭିସିଓ କୁ କୃଷି-ପ୍ରକ୍ରିୟାକରଣ ଯନ୍ତ୍ରପାତି (୧ ନିୟୁତ ଆମେରିକୀୟ ଡଲାର) ଆନୁଷ୍ଠାନିକ ଭାବରେ ହସ୍ତାନ୍ତର

୪. ଟିଆଣ୍ଡଟିରେ ୮୦୦ ଲୋକଙ୍କ ପାଇଁ ୫୦ ଦିନ ପାଇଁ କୃତ୍ରିମ ଅଙ୍ଗ ଫିଟ୍‌ମେଣ୍ଟ ଶିବିର (ପୋଷ୍ଟର ଲଞ୍ଚ) ଆୟୋଜନ

୫. ‘ହିଲ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରାଯିବ

୬. ସ୍ୱାସ୍ଥସେବା ଯୋଗାଇବାରେ ସହାୟତା ପାଇଁ ଟିଆଣ୍ଡଟିକୁ କୋଡିଏ (୨୦) ହୋମ ଡାୟଲିସିସ ୟୁନିଟ ଏବଂ ଦୁଇଟି (୦୨) ସମୁଦ୍ର ଆମ୍ବୁଲାନ୍ସ ଉପହାର

୭. ଛାତ ଉପରେ ଫଟୋଭୋଲଟିକ୍ ସୌର ପ୍ୟାନେଲ ପ୍ରଦାନ କରିବା ସହ ଟିଆଣ୍ଡଟି ବୈଦେଶିକ ଏବଂ କାରିକମ୍ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟାଳୟର ସୌରୀକରଣ

୮. ଭାରତୀୟ ଗୀତା ମହୋତ୍ସବ ପାଳନ ସହିତ ସମନ୍ୱୟ ରଖି ପୋର୍ଟ ଅଫ ସ୍ପେନ୍‌ର ମହାତ୍ମା ଗାନ୍ଧୀ ସାଂସ୍କୃତିକ ସହଯୋଗ ପ୍ରତିଷ୍ଠାନରେ ଗୀତା ମହୋତ୍ସବ ପାଳନ

୯. ଭାରତରେ ଟିଆଣ୍ଡଟି ଏବଂ କାରିବିଆନ ଅଞ୍ଚଳର ପଣ୍ଡିତଙ୍କ ତାଲିମ

ଅନ୍ୟାନ୍ୟ ଫଳାଫଳ:

ଟିଆଣ୍ଡଟି ଘୋଷଣା କରିଛି ସେ ଭାରତର ବିଶ୍ୱସ୍ତରୀୟ ପଦକ୍ଷେପରେ ସାମିଲ ହେଉଛି: ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆର୍‌ଆଇ) ଏବଂ ଗ୍ଲୋବାଲ ବାୟୋ ଫୁଏଲ୍ ଆଲାଏନ୍ସ (ଜିବିଏ)ରେ ଯୋଗ ଦେଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 25, 2026
June 25, 2026

Viksit Bharat in Action: PM Modi's Reforms Powering Inclusive Growth, Tech Innovation & Global Competitiveness