ଘୋଷଣା:

୧.     ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ଉପରେ ଆଲୋଚନା ଆରମ୍ଭ;

୨.     ବୃତ୍ତିଗତ ଏବଂ କୁଶଳୀ ଶ୍ରମିକଙ୍କ ଗତିଶୀଳତାକୁ ସୁଗମ କରିବା ପାଇଁ ଏକ ବ୍ୟବସ୍ଥା ଉପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଲୋଚନା ଆରମ୍ଭ;

୩.     ନ୍ୟୁଜିଲ୍ୟାଣ୍ଡ ହିନ୍ଦ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ)ରେ ଯୋଗ ଦେଲା;

୪.     ନ୍ୟୁଜିଲ୍ୟାଣ୍ଡ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆର୍‌ଆଇ) ପାଇଁ ମିଳିତ ସଂଗଠନର ସଦସ୍ୟ ହେଲା ।

ଦ୍ୱିପାକ୍ଷିକ ଦସ୍ତାବିଜ:

୧.     ମିଳିତ ବିବୃତ୍ତି

୨.     ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ ପାଇଁ ବୁଝାମଣାପତ୍ର;

୩.     କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ଭାରତୀୟ ସୀମା ଶୁଳ୍କ ବୋର୍ଡ (ସିବିଆଇ) ଏବଂ ନ୍ୟୁଜିଲ୍ୟାଣ୍ଡ ସୀମା ଶୁଳ୍କ ସେବା ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଇକୋନୋମିକ ଅପରେଟର - ପାରସ୍ପରିକ ସ୍ୱୀକୃତି ଚୁକ୍ତି (ଏଇଓ-ଏମ୍‌ଆର୍‌ଏ);

୪.     ଭାରତର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଉଦ୍ୟାନ କୃଷି ଉପରେ ସହଯୋଗର ବୁଝାମଣାପତ୍ର;

୫.     ଭାରତର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ବନୀକରଣ ଉପରେ ଆଗ୍ରହ ପତ୍ର;

୬.     ଭାରତର ଶିକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଶିକ୍ଷା ସହଯୋଗ ଚୁକ୍ତିନାମା ଏବଂ

୭.     ଭାରତର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ସ୍ପୋଟ୍‌ର୍ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସହଯୋଗର ବୁଝାମଣାପତ୍ର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 12, 2026
March 12, 2026

Citizens Appreciate Building a Viksit Bharat: PM Modi's Leadership Fuels Jobs, Clean Energy, and Regional Unity in 2026