କ୍ରଂନଂ

ଶିରୋନାମା

ଦୁଇପକ୍ଷ

ଭାରତ ପକ୍ଷର ବିନିମୟକାରୀ

ଜର୍ମାନ ପକ୍ଷର ବିନିମୟକାରୀ

1

2020-2024 ଅବଧି ଲାଗି ପରାମର୍ଶ ସକାଶେ ମିଳିତ ଉଦ୍ଦେଶ୍ୟ ଘୋଷଣା

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ବୈଦେଶିକ ବ୍ୟାପାର ମନ୍ତ୍ରୀ  ଡ. ଏସ. ଜୟଶଙ୍କର

ମିଃ ହେକୋ ମାସବିଦେଶ ମନ୍ତ୍ରୀ

2

ରଣନୈତିକ ପ୍ରକଳ୍ପ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ରେଳ ମନ୍ତ୍ରଣାଳୟ ଏବଂ ଅର୍ଥନୈତିକ ବ୍ୟାପାର ଓ ଶକ୍ତି ମନ୍ତ୍ରଣାଳୟ

ରେଳବାଇ ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ

ମିଃ. ଖ୍ରୀଷ୍ଟିନ ହିର୍ତ୍ତେସଂସଦୀୟ ରାଷ୍ଟ୍ର ସଚିବଅର୍ଥନୈତିକ ବ୍ୟାପାର ଏବଂ ଶକ୍ତି ମନ୍ତ୍ରଣାଳୟ

3

ସବୁଜ ସହରାଂଚଳ ପରିବହନ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନୀ ଅର୍ଥନୈତିକ ସହଯୋଗ ଓ ବିକାଶ ମନ୍ତ୍ରଣାଳୟ

ଶ୍ରୀ ଦୁର୍ଗା ଶଙ୍କର ମିଶ୍ରସଚିବ

ମିଃ ନୋବର୍ଟ ବାର୍ଥଲେସଂସଦୀୟ ବ୍ୟାପାର ସଚିବଅର୍ଥନୈତିକ ସହଯୋଗ ଏବଂ ବିକାଶ ମନ୍ତ୍ରଣାଳୟ

4

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜର୍ମାନୀ ଶିକ୍ଷା ଓ ଗବେଷଣା ମନ୍ତ୍ରଣାଳୟ

ପ୍ରଫେସର ଆଶୁତୋଷ ଶର୍ମାବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ

ଆଞ୍ଜା କାର୍ଲିକଜେକଶିକ୍ଷା ଓ ଗବେଷଣା ମନ୍ତ୍ରୀ

5

ସାମୁଦ୍ରିକ ଆବର୍ଜନା ନିରାକରଣ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା

ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜର୍ମାନୀ ପରିବେଶପ୍ରକୃତି ସଂରକ୍ଷଣ ଏବଂ ଆଣବିକ ନିରାପତା ମନ୍ତ୍ରଣାଳୟ

ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଆବାସ ଓ ସହରାଂଚଳ ବ୍ୟାପାର ସଚିବ

ଜୋଚେନ ଫ୍ଲାସ ବର୍ଥସଂସଦୀୟ ରାଷ୍ଟ୍ର ସଚିବପରିବେଶପ୍ରକୃତି ସଂରକ୍ଷଣ ଓ ଆଣବିକ ନିରାପତା ମନ୍ତ୍ରଣାଳୟ

ଏହି ଅବସରରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା

  1. ଇସ୍ରୋ ଏବଂ ଜର୍ମାନ ମହାକାଶ କେନ୍ଦ୍ର ମଧ୍ୟରେ କାର୍ମିକ ବିନିମୟ ଲାଗି ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ।
  2. ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।
  3. ଅନ୍ତର୍ଜାତୀୟ ସ୍ମାର୍ଟ ସିଟି ନେଟୱର୍କ ମଧ୍ୟରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା  ।
  4. ଦକ୍ଷତା ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସହଯୋଗ ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା  ।
  5. ଷ୍ଟାର୍ଟଅପ୍ସ କ୍ଷେତ୍ରରେ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।
  6. କୃଷି ବଜାର ବିକାଶ ଦିଗରେ ଦ୍ୱିପାକ୍ଷିକ ସହଯୋଗ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମିଳିତ ଉଦ୍ଦେଶ୍ୟ ଘୋଷଣା ।
  7. ପେସାଜନିତ ରୋଗ,ବୀମାଭୁକ୍ତ ଭିନ୍ନକ୍ଷମ କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ଦାମୂଳକ ତାଲିମ କ୍ଷେତ୍ରରେ ବୁଝାମଣା ।
  8. ଅନ୍ତର୍ଦେଶୀୟ,ଉପକୂଳ ଏବଂ ସାମୁଦ୍ରିକ ପ୍ରଯୁକ୍ତି ପାଇଁ ବୁଝାମଣା ।
  9. ବୈଜ୍ଞାନିକ ଏବଂ ପ୍ରଯୁକ୍ତି ଗବେଷଣା ସହଯୋଗର ପ୍ରୋତ୍ସାହନ,ପ୍ରତିଷ୍ଠା ଓ ସମ୍ପ୍ରସାରଣ ଲାଗି ବୁଝାମଣା ।
  10. ଆୟୁର୍ବେଦ,ଯୋଗ ଏବଂ ଧ୍ୟାନ କ୍ଷେତ୍ରରେ ଶୈକ୍ଷିକ ସହଭାଗୀତା ପ୍ରତିଷ୍ଠା ଲାଗି ବୁଝାମଣା ।
  11. ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଜର୍ମାନୀ ଉଚ୍ଚଶିକ୍ଷା ସହଭାଗୀତାର ଅବଧି ବୃଦ୍ଧି ନିମନ୍ତେ ବୁଝାମଣାପତ୍ର (ଏମଓୟୁ)ରେ ପରିଶିଷ୍ଟ ସଂଯୋଗ ।
  12. ଜାତୀୟ କୃଷି ସମ୍ପ୍ରସାରଣ ପରିଚାଳନା ସଂସ୍ଥାନ-ମ୍ୟାନେଜ ଏବଂ ଜର୍ମାନୀର ନେନବର୍ଗ ସହରରେ ଥିବା କୃଷି ଏକାଡେମୀ ଡେଲୁଆ ମଧ୍ୟରେ କୃଷି ବୈଷୟିକ ଏବଂ ପେସାଦାର ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା ।
  13. ଦକ୍ଷତା ଓ ସ୍ଥାୟୀ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ସିମେନ୍ସ ଲିମିଟେଡ ଓ ଏମଏସଡିଇ ଏବଂ ଜର୍ମାନୀର ଅର୍ଥନୈତିକ ବ୍ୟାପାର ଓ ଦକ୍ଷତା ମନ୍ତ୍ରଣାଳୟ ମଧ୍ୟରେ ମିଳିତ ଉଦ୍ଦେଶ୍ୟ ଘୋଷଣା ।
  14. ଭାରତ-ଜର୍ମାନୀ ଉଚ୍ଚ ଶିକ୍ଷା ସହଭାଗିତା ବୁଝାମଣାପତ୍ର (ଏମଓୟୁ)ର କାର୍ଯ୍ୟକାଳ ସମ୍ପ୍ରସାରଣ ।
  15. ଜାତୀୟ ସଂଗ୍ରହାଳୟ,ନ୍ୟାସନାଲ ଗ୍ୟାଲେରି ଅଫ ମଡର୍ଣ୍ଣ ଆର୍ଟ,କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମପ୍ରୁସିଆନ କଲଚରାଲ ହେରିଟେଜ ଫାଉଣ୍ଡେସନ ଏବଂ ବର୍ଲିନର ସ୍କୋଲସରେ ଥିବା ସ୍ଟିଫଟୁଙ୍ଗ ହମ୍ବୋଲ୍ଡ ଫୋରମ ମଧ୍ୟରେ ସହଯୋଗ ଲାଗି ବୁଝାମଣା ।
  16. ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଏବଂ ଡଏଚର ଫୁସବଲ-ବୁନ୍ଦ ଇ.ଫାଓ (ଡିଏଫବି) ମଧ୍ୟରେ ବୁଝାମଣା ।
  17. ଭାରତ-ଜର୍ମାନୀ ଦେଶାନ୍ତରଣ ଓ ସ୍ଥାନାନ୍ତର ସହଭାଗୀତା ରାଜିନାମାର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଉପରେ ଉଦ୍ଦେଶ୍ୟ ଜ୍ଞାପନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026

The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:

“यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।। “

The Prime Minister posted on X:

यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।।