ରମିକ ସଂଖ୍ୟା

ବୁଝାମଣା/ରାଜିନାମାର ନାମ

ମିଆଁମାର ପକ୍ଷ

ଭାରତ ପକ୍ଷ

1.

ଭାରତ ଏବଂ ମିଆଁମାର ମଧ୍ୟରେ ସାମୁଦ୍ରିକ ନିରାପତ୍ତା ସହଯୋଗ ଲାଗି ବୁଝାମଣା

ବ୍ରିଗେଡିଏର ଜେନେରାଲ ସାନ ୱିନ, ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ଥାୟୀ ସଚିବ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

2.

ଭାରତ ଏବଂ ମିଆଁମାର ମଧ୍ୟରେ 2017-2020 ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

ୟୁ ହିତୁନ ଓନ, ଧାର୍ମିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସ୍ଥାୟୀ ସଚିବ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

3.

ୟାମେଥିନ(ମିଆଁମାର)ସ୍ଥିତ ମହିଳା ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନତିକରଣ ଦିଗରେ ସହଯୋଗ ବୃଦ୍ଧି ପାଇଁ ଭାରତ-ମିଆଁମାର ମଧ୍ୟରେ ବୁଝାମଣା

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

4.

ହ୍ଵାଇଟ ସିପିଂ ସଂକ୍ରାନ୍ତ ସୂଚନା ବିନିମୟ ଲାଗି ଭାରତୀୟ ନୌବାହିନୀ ଏବଂ ମିଆଁମାର ନୌସେନା ମଧ୍ୟରେ ବୁଝାମଣା  

ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

5.

ଉପକୂଳ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ପ୍ରଯୁକ୍ତି କୌଶଳ ଯୋଗାଣ ନେଇ ଭାରତ ଏବଂ ମିଆଁମାର ମଧ୍ୟରେ ରାଜିନାମା

ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

6.

ମେଡିକାଲ ସାମଗ୍ରୀ ନିୟନ୍ତ୍ରଣ ସହଯୋଗ ନେଇ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା ଏବଂ ମିଆଁମାରର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଖାଦ୍ୟ ଓ ଭେଷଜ ଏଜେନ୍ସୀ ମଧ୍ୟରେ ବୁଝାମଣା

ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

7.

ସ୍ୱାସ୍ଥ୍ୟ ଏବଂ ଭେଷଜ/ମେଡ଼ିସିନ କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମିଆଁମାର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା

ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

8.

ଏମଆଇଆଇଟି ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ

ଡଃ ଥେଇନ ୱିନ, ଉଚ୍ଚ ଶିକ୍ଷା ବିଭାଗର ମହାନିର୍ଦ୍ଦେଶକ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

9.

ଭାରତ-ମିଆଁମାର ସୂଚନା ପ୍ରଯୁକ୍ତି କୌଶଳ ସମ୍ବର୍ଦ୍ଧନ କେନ୍ଦ୍ର ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ

ୟୁ ୱିନ ଖାଇଙ୍ଗ ମୋ, ଗବେଷଣା ଏବଂ ନବସୃଜନ ବିଭାଗର ମହାନିର୍ଦ୍ଦେଶକ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

10.

ନିର୍ବାଚନ କ୍ଷେତ୍ରରେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବୁଝାମଣା

ୟୁ ତିନ ତୁନ, ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ସଚିବ

ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ

11.

ଭାରତୀୟ ପ୍ରେସ କାଉନ୍ସିଲ ଏବଂ ମିଆଁମାର ପ୍ରେସ କାଉନ୍ସିଲ ମଧ୍ୟରେ ସହଯୋଗ ନେଇ ବୁଝାମଣା

ୟୁ ଅଂ ହ୍ଳା ତୁନ, ଉପାଧ୍ୟକ୍ଷ (1)

ମିଷ୍ଟର ଜଷ୍ଟିସ ଚନ୍ଦ୍ରମୌଳୀ କୁମାର ପ୍ରସାଦ, ଅଧ୍ୟକ୍ଷ, ଭାରତୀୟ ପ୍ରେସ କାଉନ୍ସିଲ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth