କ୍ରମିକ ସଂଖ୍ୟା

ବୁଝାମଣା / ରାଜିନାମା / ଚୁକ୍ତିର ନାମ

ବାଂଲାଦେଶ ପକ୍ଷରୁ

ଭାରତ ପକ୍ଷରୁ

1.

ଚଟ୍ଟୋଗ୍ରାମ ଏବଂ ମୋଙ୍ଗଲା ବନ୍ଦରର ବ୍ୟବହାର ଲାଗି ସାଧାରଣ ପରିଚାଳନା ପଦ୍ଧତି ମାନକ

ଭାରତରେ ଅବସ୍ଥାପିତ  ବାଂଲାଦେଶ ଉଚ୍ଚାୟୁକ୍ତ ମହାମାନ୍ୟ ମିଷ୍ଟର ସୟେଦ ମୁୟାଜେମ ଅଲି

ଜାହାଜ ଚଳାଚଳ ମନ୍ତ୍ରଣାଳୟ ସଚିବ ଶ୍ରୀ ଗୋପାଲ କ୍ରୀଷ୍ଣା

2.

ତ୍ରିପୁରାର ସବରୁମ ସହର ଲାଗି ପାନୀୟ ଜଳ ଯୋଗାଣ ଯୋଜନା ନିମନ୍ତେ ଭାରତ ପକ୍ଷରୁ ଫେନୀ ନଦୀରୁ 1.82 କ୍ୟୁସେକ ଜଳ  ଉତ୍ତୋଳନ ବୁଝାମଣା

ଜଳସଂପଦ ମନ୍ତ୍ରଣାଳୟ ସଚିବ ମିଷ୍ଟର କବୀର ବିନ ଅନୱାର

ଜଳସଂପଦ ମନ୍ତ୍ରଣାଳୟ ସଚିବ ଶ୍ରୀ ଉପେନ୍ଦ୍ର ପ୍ରସାଦ ସିଂହ

3.

ଭାରତ ସରକାରଙ୍କ ପକ୍ଷରୁ  ବାଂଲାଦେଶକୁ ଋଣ ସହାୟତା ପ୍ରଦାନ ରାଜିନାମା

ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ସମ୍ପର୍କ ବିଭାଗର ଯୁଗ୍ମ-ସଚିବ ମହମ୍ମଦ ଶାହରିଆର କାଦିର ସିଦ୍ଦିକି

ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ

4.

ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ଏବଂ ଢାକା ବିଶ୍ଵବିଦ୍ୟାଳୟ ମଧ୍ୟରେ ବୁଝାମଣା

ଢାକା ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଡଃ ମହମ୍ମଦ ଅଖତେରୁଜମାନ

ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ

5.

ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ନବୀକରଣ

ସଂସ୍କୃତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଡଃ ଅବୁ ହେନା ମୁସ୍ତାଫା କମଲ

ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ

6.

ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା

ଯୁବ ଏବଂ କ୍ରୀଡା ସଚିବ ମହମ୍ମଦ ଅଖତାର ହୁସେନ

ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ

7.

ଉପକୂଳ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଲାଗି ବୁଝାମଣା

ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ବରିଷ୍ଠ ସଚିବ ମିଷ୍ଟର ମୁସ୍ତାଫା କମଲ ଉଦ୍ଦୀନ

ବାଂଲାଦେଶରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଶ୍ରୀମତୀ ରିଭା ଗାଙ୍ଗୁଲି ଦାସ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone