ଲଦାଖର ଉପରାଜ୍ୟପାଳ ଶ୍ରୀ କବିନ୍ଦ୍ର ଗୁପ୍ତା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ଲେଖାଯାଇଛି;
“ଲଦାଖର ଉପରାଜ୍ୟପାଳ ଶ୍ରୀ କବିନ୍ଦ୍ର ଗୁପ୍ତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
Lieutenant Governor of Ladakh, Shri @KavinderGupta met Prime Minister @narendramodi. pic.twitter.com/hJROT9lC4Z
— PMO India (@PMOIndia) August 2, 2025




