ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ୨୦ ଜାନୁଆରୀ, ୨୦୨୨ ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ୍‌ ସମୟରେ ମରିସସରେ ଭାରତ ସହାୟତାରେ ନିର୍ମିତ ସାମାଜିକ ଆବାସ ୟୁନିଟ୍ ପ୍ରକଳ୍ପର ମିଳିତ ଭାବେ ଭର୍ଚୁଆଲ ଉଦଘାଟନ କରିବେ। ଦୁଇ ବିଶିଷ୍ଟ ବ୍ୟକ୍ତି ମରିସସରେ ସିଭିଲ୍‌ ସର୍ଭିସ କଲେଜ ଏବଂ ୮ ମେଗାୱାଟ୍‌ ସୋଲାର ପିଭି ଫାର୍ମ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ। ଏସବୁ ପ୍ରକଳ୍ପ ମଧ୍ୟ ଭାରତ ସହାୟତାରେ କାର୍ଯ୍ୟକାରୀ ହେଉଛି।

ଏହି ଅବସରରେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ ଏବଂ ଅନ୍ୟ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ଲାଗି ଭାରତ ପକ୍ଷରୁ ମରିସସକୁ ପ୍ରଦାନ କରାଯିବାକୁ ଥିବା ୧୯୦ ମିଲିୟନ ଆମେରିକୀୟ ଡଲାରର ଲାଇନ୍‌ ଅଫ୍‌ କ୍ରେଡିଟ୍‌ (ଏଲଓସି) ପାଇଁ ମଧ୍ୟ ରାଜିନାମା ହେବ। ଏଥିସହିତ ଛୋଟ ଛୋଟ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ବୁଝାମଣାପତ୍ର (ଏମଓୟୁ) ବିନିମୟ ମଧ୍ୟ କରାଯିବ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Net GST rises 7.3% in April; gross collections hit record ₹2.43 trillion

Media Coverage

Net GST rises 7.3% in April; gross collections hit record ₹2.43 trillion
NM on the go

Nm on the go

Always be the first to hear from the PM. Get the App Now!
...
Prime Minister wishes for the speedy recovery of Shri Ajay Rai
May 02, 2026

Prime Minister Shri Narendra Modi has wished for the speedy recovery of Shri Ajay Rai.

The Prime Minister stated that he received the news of Shri Ajay Rai being unwell and wished for him to get well at the earliest.

The Prime Minister posted on X:

"उत्तर प्रदेश कांग्रेस अध्यक्ष अजय राय जी के अस्वस्थ होने का समाचार प्राप्त हुआ है। मैं उनके जल्द से जल्द स्वस्थ होने की कामना करता हूं।"