ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖିଛନ୍ତି , ସେ କହିଲେ ଭାରତର ପୁରା ଲୋକତନ୍ତ୍ର ଗୋଟିଏ ପରିବାରକୁ ଉତ୍ସର୍ଗ କରି ଦିଆଯାଇଛି । ସେ କଂଗ୍ରେସ ଉପରେ ଗର୍ଜିଲେ ,75 ର କାଳଖଣ୍ଡ ଯେତେବେଳେ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତିକୁ ଲଦି ଦିଆଗଲା, ହିନ୍ଦୁସ୍ଥାନକୁ ଜେଲଖାନା କରି ଦିଆଯାଇଥିଲା, ଦେଶର ଗଣ୍ୟମାନ୍ୟ ନେତାଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲର କୋଠରୀ ଭିତରେ ବନ୍ଦୀ କରିଦିଆ ଯାଇଥିଲା । ସମ୍ବାଦପତ୍ର କାର୍ଯ୍ୟାଳୟରେ ତାଲା ଲଗାଇ ଦିଆଯାଇଥିଲା । ଆଉ ତାଙ୍କୁ ମାଲୁମ୍ ନ ଥିଲା କି ଜନଶକ୍ତି ହେଉଛି କ’ଣ, ଲୋକତନ୍ତ୍ରକୁ ପଦଦଳିତ କରିବା ପରେ ଅନେକ ପ୍ରୟାସ ପରେ ମଧ୍ୟ ଏହି ଦେଶର ଜନଶକ୍ତିର ସାମର୍ଥ୍ୟ ଥିଲା, ଲୋକତନ୍ତ୍ର ପୁନଃସ୍ଥାପିତ ହେଲା, ଆଉ ଏହି ଜନଶକ୍ତିର ତାକତ୍ ଏହା ଯେ ଗରୀବ ମାଆର ପୁଅ ମଧ୍ୟ ଏହି ଦେଶର ପ୍ରଧାନମନ୍ତ୍ରୀ ହୋଇପାରେ ।
The Prime Minister said that the visit of Prime Minister of Canada, Mark Carney to India, has built a strong foundation for a truly renewed partnership between the two nations.
The Prime Minister said that he looks forward to working together to build a future defined by trust, growth, innovation and shared prosperity for the people of both countries.
Responding to the X post of Canadian Prime Minister, Shri Modi said;
“You are absolutely right, Prime Minister Carney. Your visit has built a strong foundation for a truly renewed partnership.
I look forward to working together with you to build a future defined by trust, growth, innovation and shared prosperity for the people of our nations.
@MarkJCarney”
You are absolutely right, Prime Minister Carney. Your visit has built a strong foundation for a truly renewed partnership.
— Narendra Modi (@narendramodi) March 3, 2026
I look forward to working together with you to build a future defined by trust, growth, innovation and shared prosperity for the people of our nations.… https://t.co/Jyp5s1DK9a


