We urge the world to come and invest in our nation and bet on our Yuva Shakti!: PM

ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆହ୍ୱାନ କରୁଛି : ପ୍ରଧାନମନ୍ତ୍ରୀ

୧୨ ଫେବୃଆରୀ, ପିଆଇବି ଦିଲ୍ଲୀ

ଭାରତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାରେ ଉଲ୍ଲେଖନୀୟ ପ୍ରଗତି କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଜନହିତରେ ଏହାର ଉପଯୋଗ ହେଉଛି । ପ୍ରଧାନମନ୍ତ୍ରୀ ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆହ୍ୱାନ କରିଛନ୍ତି ।

ଗୁଗଲ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କ ସହ ସାକ୍ଷାତରେ ସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଏକ୍ସ ରେ ଶ୍ରୀ ପିଚାଇଙ୍କ ପୋଷ୍ଟ ର ପ୍ରତିକ୍ରିୟାରେ କହିଛନ୍ତି;

“ଆପଣଙ୍କୁ ଭେଟି ଖୁସି ଲାଗୁଛି @sundarpichai ଭାରତ ଏଆଇ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ଏବଂ ଜନହିତରେ ତାହାର ଉପଯୋଗ କରୁଛି । ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆମେ ଆହ୍ୱାନ କରୁଛୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s semiconductor market to cross $100 billion by 2030, projects PM Modi; unveils Rs 3,300 cr Kaynes plant in Gujarat

Media Coverage

India’s semiconductor market to cross $100 billion by 2030, projects PM Modi; unveils Rs 3,300 cr Kaynes plant in Gujarat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi