ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱିଡେନ ପ୍ରଧାନମନ୍ତ୍ରୀ ମହାମହିମ ଓଲଫ କ୍ରିଷ୍ଟରସନ ମିଳିତଭାବେ ଶିଳ୍ପ ଅବସ୍ଥାନ୍ତର ଗୋଷ୍ଠୀ ନେତୃତ୍ୱ ଦ୍ୱିତୀୟ ପର୍ଯ୍ୟାୟ (ଲିଂଡ ଆଇଟି-୨.୦) ୨୦୨୪-୨୬କୁ ଦୁବାଇଠାରେ ଚାଲିିଥିବା କପ୍‌-୨୮ରେ ଉଦ୍‌ଘାଟନ କରିଛନ୍ତି ।

 ଭାରତ ଓ ସ୍ୱିଡେନ ମଧ୍ୟ  ଶିଳ୍ପ ଅବସ୍ଥାନ୍ତରର ମଞ୍ଚକୁ ଉଦ୍‌ଘାଟନ କରିଛନ୍ତି । ଏହା ସରକାର, ଶିଳ୍ପ ସଂସ୍ଥା, ବୈଷୟିକ ଜ୍ଞାନ ପ୍ରଦାନ କାରୀ ଗବେଷକ ଓ ଦୁଇଦେଶର ପ୍ରମୁଖ ଗୋଷ୍ଠୀଙ୍କ ସହ ଯୋଗଯୋଗ କରିବ ।

କାର୍ଯ୍ୟକ୍ରମ ବେଳେ ପ୍ରଧାନମନ୍ତ୍ରୀ ଲିଂଡ୍ ଆଇଟି-୨.୦ଗୁରୁତ୍ୱ ଦେଉଥିବା ନିମ୍ନଲିଖିତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ :

  • ସମ୍ପୂର୍ଣ୍ଣ ଓ ସଠିକ ଶିଳ୍ପ ଅବସ୍ଥାନ୍ତର
  • ମିଳିତ ବିକାଶ ଓ ଲୋ କାର୍ବନ ପ୍ରଯୁକ୍ତି ବିଦ୍ୟା ସ୍ଥାନାନ୍ତରଣ
  • ଶିଳ୍ପ ଅବସ୍ଥାନ୍ତର ପାଇଁ ବିକଶିତ ହେଉଥିବା ଲାଗି ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆର୍ଥିକ ସହାୟତା ।

 ନୁୟର୍କଠାରେ ୨୦୧୯ରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀ ଓ ଲିଂଡ୍‌-ଆଇଟିକୁ ଭାରତ ଓ ସ୍ୱିଡେନ ମିଳିତଭାବେ ଆରମ୍ଭ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s economy resilient despite West Asia headwinds

Media Coverage

India’s economy resilient despite West Asia headwinds
NM on the go

Nm on the go

Always be the first to hear from the PM. Get the App Now!
...
Governor of Nagaland meets Prime Minister
March 24, 2026