ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର 25, ରବିବାର ଦିନ 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଚଳିତ ମାସର ଏହି କାର୍ଯ୍ୟକ୍ରମ ହେଉଛି ସ୍ୱତନ୍ତ୍ର ,କାରଣ 'ମନ କି ବାତ' ର 50ତମ ଅଧ୍ୟାୟ ପୁରା ହେଉଛି ।
ଯଦି ଆପଣଙ୍କ ପାଖରେ କିଛି ଅଭିନବ ବିଚାର ଏବଂ ଅନ୍ତର୍ଦୃଷ୍ଟି ଅଛି ,ତେବେ ତାହାକୁ ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ସେୟାର କରନ୍ତୁ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।