Group of secretaries to Government of India present ideas on “Transport and Communications” to PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଭାରତ ସରକାରଙ୍କ ସଚିବମାନଙ୍କର ଏକ ଗୋଷ୍ଠୀ ଆଜି (03.01.2017) ସରକାରୀ କାର୍ଯ୍ୟ ପଦ୍ଧତିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରୀୟ ପ୍ରସଙ୍ଗ ନେଇ ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପିତ କରିଛନ୍ତି ।

ଜାନୁଆରୀ 2016ରେ ଏହିଭଳି ଆଠଟି ଉପସ୍ଥାପନ କରାଯାଇଥିଲା । ବର୍ତ୍ତମାନ କଳ୍ପନା କରାଯାଇଥିବା ଏହିଭଳି 9ଟି ପ୍ରସଙ୍ଗଭିତ୍ତିକ ଉପସ୍ଥାପନା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ।

ଆଜି ପ୍ରଥମ ଗୋଷ୍ଠୀ “ପରିବହନ ଏବଂ ସଂଚାର” ବିଷୟବସ୍ତୁ ଉପରେ ତାଙ୍କର ମତାମତ ଉପସ୍ଥାପନ କରିଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀବୃନ୍ଦ ଏବଂ ନୀତି ଆୟୋଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 4, 2026
July 04, 2026

PM Modi’s Viksit Bharat Vision in Action: Modern Infrastructure, Strategic Strength & Economic Progress