ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା’ମାନଙ୍କ ନିରାପଦ ମାତୃତ୍ୱ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ତୃଣମୂଳ ସ୍ତରରେ ଏଭଳି ପଦକ୍ଷେପ ବାବଦରେ ସାଂସଦ ରେଖା ବର୍ମାଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ବହୁତ ସନ୍ତୋଷଜନକ ସୂଚନା! ଦେଶବ୍ୟାପୀ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେବା ଦିଗରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି, ଯାହାର ପରିଣାମ ଉତ୍ସାହଜନକ ।’
बहुत ही संतोषजनक जानकारी! देशभर में माताओं और शिशुओं के स्वास्थ्य की बेहतर देखभाल के लिए हमारी सरकार ने निरंतर प्रयास किए हैं, जिसके परिणाम उत्साह बढ़ाने वाले हैं। https://t.co/YeXDKTyDg8
— Narendra Modi (@narendramodi) June 9, 2023


