EU High Representative for Foreign Affairs and Security Policy meets PM Modi
PM and Ms. Mogherini agree on the need to strengthen security cooperation between India and EU

ୟୁରୋପୀୟ ୟୁନିଅନର ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସଂକ୍ରାନ୍ତ ଉଚ୍ଚ ପ୍ରତିନିଧି ସୁଶ୍ରୀ ଫେଡେରିକା ମୋଘେରିନୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସୁଶ୍ରୀ ମୋଘେରିନୀ ଦ୍ଵିପାକ୍ଷିକ ସ୍ଵାର୍ଥଜଡିତ ଆଞ୍ଚଳିକ ଓ ବୈଶ୍ଵିକ ପ୍ରସଙ୍ଗଗୁଡିକର ଆଲୋଚନା କରିଥିଲେ । ଭାରତ ଓ ୟୁରୋପୀୟ ୟୁନିଅନ ମଧ୍ୟରେ ବ୍ୟାପକ ନିରାପତ୍ତା ସହଯୋଗ ବିଶେଷକରି ଆତଙ୍କବାଦ ନିରୋଧୀ ସହଯୋଗକୁ ବୃଦ୍ଧି କରିବା ଦିଗରେ ସହମତ ହୋଇଥିଲେ ।

ଭାରତ-ୟୁରୋପୀୟ ୟୁନିଅନ ଶିଖର ବୈଠକ ଲାଗି ଗତ ମାର୍ଚ୍ଚ 2016ରେ ତାଙ୍କର ସଫଳ ବ୍ରସେଲ୍ସ ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଆସନ୍ତା ଅକ୍ଟୋବରରେ ହେବାକୁଥିବା ପରବର୍ତ୍ତୀ ଶିଖର ବୈଠକ ପାଇଁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋଚନା କାଳରେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 12, 2026
September 12, 2026

President Putin, Partners, and a Photograph: How PM Modi Turned BRICS Into India’s Showcase

16 Crore Domestic Flyers. ₹22 Lakh Crore Tourism. The Holiday Stayed Home.