“ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି” ପୁସ୍ତକରେ ଲେଖା ପ୍ରଦାନ କରିଥିବା ବିଶିଷ୍ଟ ବ୍ୟକ୍ତିତ୍ୱମାନେ ପୁସ୍ତକରେ ସେମାନଙ୍କର ଅଧ୍ୟାୟର ଅନୁଭୂତି ଏବଂ ବିଷୟବସ୍ତୁ ବର୍ଣ୍ଣନା କରିଛନ୍ତି । ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ନିକଟରେ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି । ୨୨ ଜଣ ଡୋମେନ୍ ବିଶେଷଜ୍ଞଙ୍କ ଦ୍ୱାରା ୨୧ ଟି ପ୍ରବନ୍ଧର ସଂକଳନ ହୋଇଛି ଏବଂ ଏଥିରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ୨୦ବର୍ଷ ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବରେ ବିଭିନ୍ନ ଡୋମେନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦିଗକୁ ଆଣିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନ୍ୟୁ ଇଣ୍ଡିଆ ଜଙ୍କସନ ‘ଦି ୟୁଥ୍ ଚ୍ୟାନେଲ୍' ଦ୍ୱାରା ଟୁଇଟ୍ ହୋଇଥିବା ବର୍ଣ୍ଣନାକୁ ପୁନଃ ଟୁଇଟ୍ କରିଛି ।
ଭିଡିଓ ଭାବେ କାହାଣୀଗୁଡ଼ିକର ଟୁଇଟ୍ ନିମ୍ନରେ ଦିଆଯାଇଛି
“ଭାରତର ପ୍ରତିଷ୍ଠିତ ବ୍ୟାଡମିଣ୍ଟନ୍ ଖେଳାଳି ତଥା ଦୁଇ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପି ଭି ସିନ୍ଧୁ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକର ତାଙ୍କର ଲେଖା ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ର୍ନିବିବାଦୀୟ ଯୁବ ଆଇକନ୍ ଯାହାକୁ ସେ ନିଜ ଯୁକ୍ତି ମାଧ୍ୟମରେ ଉପସ୍ଥାପନା କରିଛନ୍ତି । ସେ ଲେଖିଥିବା ଅଧ୍ୟାୟକୁ ସଂକ୍ଷେପରେ ବ୍ୟାଖ୍ୟା କରିବାକୁ ଦେଖନ୍ତୁ ।
India's preeminent Badminton player and double Olympic medalist, @Pvsindhu1 on her chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
PM is the undisputed Youth Icon she says and makes a compelling argument. Watch her explain in brief the chapter she has written.#ModiAt20Book pic.twitter.com/jOK7UG0uVe
ଇଣ୍ଟରନେସନାଲ ସୋଲାର ଆଲିଆନ୍ସର ନିର୍ଦ୍ଦେଶକ ଶ୍ରୀ ଅଜୟ ମଥୁର ତାଙ୍କ ଅଧ୍ୟାୟରେ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ପରିବେଶ ସୁରକ୍ଷା ଏବଂ ବିକାଶମୂଳକ ଆବଶ୍ୟକତାକୁ ପରିଚାଳନା କରୁଥିବା ଏହି ନିରବଚ୍ଛିନ୍ନ ଢଙ୍ଗରେ ଏହି ଅଧ୍ୟାୟରେ ଆକର୍ଷଣୀୟ ଭାବେ ବର୍ଣ୍ଣନା କରାଯାଇଛି ।
Director of @isolaralliance, Mr. Ajay Mathur on his chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
The seamless manner in which PM Modi manages both environmental protection and developmental needs is what is so fascinating as explained in this chapter.#ModiAt20Book pic.twitter.com/Q645kKQ2ic
ଭାରତର ସାଂସ୍କୃତିକ ତଥା ସଭ୍ୟତା ଐତିହ୍ୟର ସଂରକ୍ଷଣ ତଥା ପୁନରୁଦ୍ଧାର ପାଇଁ ତାଙ୍କର ପ୍ରୟାସ ଲାଗି ‘ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି' ପୁସ୍ତକରେ ‘ଭାଗିରଥ ପ୍ରୟାସି' ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବର୍ଣ୍ଣନା କରିଛନ୍ତି ।
The 'Bhagirath Prayasi' is how bestselling author @authoramish describes PM Modi - for his efforts in preserving and revving India's cultural and civilizational heritage - in his chapter in the book "Modi@20:Dreams Meet Delivery".#ModiAt20Book pic.twitter.com/sLB6FSNwp2
— New India Junction (@nijunction) May 13, 2022
ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତି ସେ ସଂକ୍ରାନ୍ତରେ ମୋଦି @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ତାଙ୍କ ଅଧ୍ୟାୟରେ ଯୁକ୍ତି ଦର୍ଶାଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର ।
The brilliant actor @AnupamPKher on why PM Modi is the most trusted man in times of crisis and the arguments he makes in his chapter in the book "Modi@20:Dreams Meet Delivery".#ModiAt20Book pic.twitter.com/W3L08sweup
— New India Junction (@nijunction) May 13, 2022
ଭାରତର ପ୍ରମୁଖ କୃଷି ବୈଜ୍ଞାନିକ ପ୍ରଫେସର ଗୁଲାଟି ପ୍ରଧାନମନ୍ତ୍ରୀ ମୋଦିଙ୍କ କୃଷି ରେକର୍ଡ ସଂକ୍ରାନ୍ତରେ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରୀ ପୁସ୍ତକରେ ଲେଖିଥିବା ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି ।
India's preeminent agricultural scientist Prof. @agulati115 on the agricultural record of PM Modi and the chapter he has written in the book "Modi@20:Dreams Meet Delivery".#ModiAt20Book pic.twitter.com/xpVurVt1VH
— New India Junction (@nijunction) May 13, 2022
ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବତନ ପ୍ରମୁଖ ଶାସନ ସଚିବ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ଲେଖିଥିବା ଅଧ୍ୟାୟ ଉପରେ ଆଲୋଚନା କରିଛନ୍ତି । ଏହାର ପ୍ରଥମ ସାକ୍ଷୀ ହୋଇ ଶ୍ରୀ ମିଶ୍ର ବିତରଣ ପ୍ରଣାଳୀକୁ ବର୍ଣ୍ଣନା କରିବା ପାଇଁ ସର୍ବୋତ୍ତମ ସ୍ଥାନ ଦେଇଛନ୍ତି ।
Former Principal Secretary to Prime Minister Modi speaks on the chapter he has written in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
Having witnessed it firsthand, Mr. Misra was best placed to describe the famed delivery mechanism. #ModiAt20Book pic.twitter.com/4vV998vHC7
ପ୍ରଫେସର ମନୋଜ ଲାଡୱା ଯିଏ କି ଜଣେ ପ୍ରବାସୀ ଭାରତୀୟ ଭାବେ ବେଶ୍ ଜଣାଶୁଣା ସଦସ୍ୟ, ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ତାଙ୍କ ଅଧ୍ୟାୟରେ ଆଲୋଚନା କରିଛନ୍ତି ।
Prof. @manojladwa, a prominent and well known member of the Indian diaspora, talks about his chapter in the book "Modi@20:Dreams Meet Delivery".#ModiAt20Book pic.twitter.com/fbbe5ycKMc
— New India Junction (@nijunction) May 13, 2022
ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦୀ କିପରି ର୍ନିବାଚନକୁ ସବୁଦିନ ପାଇଁ ବଦଳାଇ ଦେଇଛନ୍ତି, ସେ ବିଷୟରେ ଭାରତର ବିଶିଷ୍ଟ ନିର୍ବାଚନ ବିଶ୍ଳେଷକ ପ୍ରଦୀପ ଗୁପ୍ତା ଆଲୋଚନା କରିଛନ୍ତି ।
India's preeminent psephologist @PradeepGuptaAMI on his chapter in the book "Modi@20:Dreams Meet Delivery" and how PM Modi has changed electioneering forever. #ModiAt20Book pic.twitter.com/aAi35quNda
— New India Junction (@nijunction) May 13, 2022
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଡକ୍ଟର ଜୟଶଙ୍କର କିଛି ଅତି ଆକର୍ଷଣୀୟ ବ୍ୟକ୍ତିଗତ କଥା ମଧ୍ୟ ବର୍ଣ୍ଣନା କରିଛନ୍ତି ।
India's External Affairs Minister @DrSJaishankar talks about his chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
Dr. Jaishankar also narrates some very interesting personal anecdotes. #ModiAt20Book pic.twitter.com/U5kiTkRnuq
ପ୍ରଥମ ପୀଢିର ଉଦ୍ୟୋଗୀ ଉଦୟ କୋଟାକ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ତାଙ୍କ ଅଧ୍ୟାୟରେ ଆଲୋଚନା କରିଛନ୍ତି ଯେଉଁଠାରେ ସେ ଘରୋଇ ଉଦ୍ୟୋଗର ମୂଲ୍ୟ ଏବଂ ସମ୍ପଦ ସୃଷ୍ଟିକର୍ତ୍ତାଙ୍କ ସମ୍ମାନ ଉପରେ ବିସ୍ତାର ଭାବେ ଦର୍ଶାଇଛନ୍ତି ।
A first generation entrepreneur, @udaykotak, talks about his chapter in the book "Modi@20:Dreams Meet Delivery" where he expands on the theme of value of private enterprise and respect of wealth creators. #ModiAt20Book pic.twitter.com/kvPeNPzD1F
— New India Junction (@nijunction) May 13, 2022
ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ଭି ଅନନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗତି ଏବଂ ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଅନନ୍ୟ ଦକ୍ଷତା ଉପରେ ଉଲ୍ଲେଖ କରିଛନ୍ତି । ଡକ୍ଟର ଭନ୍ ଭାବେ ସେ ବେଶ୍ ଜଣାଶୁଣା, ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ତାଙ୍କ ଲେଖା ଉପସ୍ଥାପନ କରିଛନ୍ତି ।
India's Chief Economic Advisor, Dr. V. Anantha Nageswaran, on the unique ability of PM Modi to execute economic projects at speed and scale.
— New India Junction (@nijunction) May 13, 2022
Dr. VAN, as he is popularly know, talks about his chapter in the book "Modi@20:Dreams Meet Delivery" #ModiAt20Book pic.twitter.com/2fIyGt4qOI
ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକ ର ଅଧ୍ୟାୟରେ ଆପୋଲୋ ଗ୍ରୁପ୍ ର ପୂର୍ବତନ କାର୍ଯ୍ୟକାରୀ ଉପସଭାପତି ତଥା ସିଆଇଆଇର ପୂର୍ବତନ ସଭାପତି ଶୋଭଙ୍କ ମିନେନି ଲେଖିଛନ୍ତି । ଏହା କେବଳ ମହିଳାଙ୍କ ବିକାଶ ନୁହେଁ ବରଂ ମହିଳା ଭିତ୍ତିକ ବିକାଶର ଯୁଗ ବୋଲି ସୁଶ୍ରୀ କାମିନେନି କହିଛନ୍ତି ।
Former President of CII and Executive VP of the Apollo Group, @shobanakamineni, on her chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
It is no longer only Women's Development but the era of Women's Led Development says Ms. Kamineni. #ModiAt20Book pic.twitter.com/G6Wk8YPeKA
ଆଇଏମ୍ଏଫ୍ ର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡକ୍ଟର ସୁରଜିତ ଭାଲା ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ଆଲୋଚନା କରିଛନ୍ତି ।
Executive Director of IMF, Dr. @surjitbhalla, on his chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
Dr. Bhalla marshals data and dep dive analytics to argue the case of how Mr. Modi's policies have had the most effect in reaching out to the poor. #ModiAt20Book pic.twitter.com/mMMK11NqZ5
ଡକ୍ଟର ଭାଲା ତାଙ୍କ ଆଲୋଚନାରେ ତଥ୍ୟ ଏବଂ ଏହାର ଅନୁଶୀଳନ କିଭଳି ଗରୀବ ଲୋକଙ୍କ ନିକଟରେ ପହଞ୍ଚିବାରେ ମୋଦିଙ୍କ ନୀତିର ସର୍ବାଧିକ ପ୍ରଭାବ ପଡିଛି ତାହା କହିଛନ୍ତି ।
One of India's most respected medical professional, Dr. Devi Shetty of @NarayanaHealth talks about the heroic effort of PM Modi in managing the fallout of the COVID-19 pandemic.
— New India Junction (@nijunction) May 13, 2022
Dr. Shetty on his chapter in the book "Modi@20:Dreams Meet Delivery" #ModiAt20Book pic.twitter.com/jHUDR175I8
ଭାରତର ଅନ୍ୟତମ ସମ୍ମାନିତ ଚିକିତ୍ସକ ନାରାୟଣ ହୃଦଳାୟର ଡାକ୍ତର ଦେବୀ ସେଟ୍ଟୀ । କୋଭିଡ-୧୯ ମହାମାରୀର ପରିଚାଳନା କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୀରତ୍ୱର ପ୍ରୟାସ ବିଷୟରେ ଡାକ୍ତର ସେଟ୍ଟୀ ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରୀ ପୁସ୍ତକରେ ଆଲୋଚନା କରିଛନ୍ତି ।
Prof. @APanagariya of Columbia University on his chapter in the book "Modi@20:Dreams Meet Delivery". #ModiAt20Book pic.twitter.com/dMFee0F21u
— New India Junction (@nijunction) May 13, 2022
କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପାନାଗରିଆ ମୋଦୀ @୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକର ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ।
Acclaimed technologist @NandanNilekani talks about his chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
The use of technology by as an enabler of good governance and some unique personal anecdotes and insights is what Mr. Nilekani brings in his chapter.#ModiAt20Book pic.twitter.com/Z5nulLRntO
ଖ୍ୟାତନାମା ପ୍ରଯୁକ୍ତିବିଦ୍ୟା ବିଶାରଦ ନନ୍ଦନ ନିଲେକାନି ମୋଦୀ @ ୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକରେ ତାଙ୍କ ଅଧ୍ୟାୟ ବିଷୟରେ ଆଲୋଚନା କରିଛନ୍ତି । ଉତ୍ତମ ଶାସନର ସମର୍ଥକ ଏବଂ କିଛି ଅନନ୍ୟ ବ୍ୟକ୍ତିଗତ ଉପନ୍ୟାସ ଏବଂ ଅନ୍ତର୍ନିହିତ ଜ୍ଞାନକୌଶଳର ବ୍ୟବହାର ହେଉଛି ସେ ସଂକ୍ରାନ୍ତରେ ଶ୍ରୀ ନୀଲକାନି ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି ।
Economist and author Prof. @ShamikaRavi brings her unique data driven approach to her chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
Prof. Ravi talks about the micro revolutions that together make a macro impact in bettering the lives of millions of people. #ModiAt20Book pic.twitter.com/Z8WeyN406t
ଅର୍ଥନୀତିଜ୍ଞ ତଥା ଲେଖକ ପ୍ରଫେସର ସମୀକ୍ଷା ରବି ତାଙ୍କ ଅନନ୍ୟ ତଥ୍ୟ ପରିଚାଳିତ ଆଭିମୁଖ୍ୟକୁ ମୋଦୀ @୨୦: ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକର ଅଧ୍ୟାୟରେ ଉଲ୍ଲେଖ କରିଛନ୍ତି । ପ୍ରଫେସର ରବି ମାଇକ୍ରୋ ବିପ୍ଳବ ବିଷୟରେ ଆଲୋଚନା କରିଛନ୍ତି ଯାହା ଏକତ୍ର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ମାକ୍ରୋ ପ୍ରଭାବ ପକାଇଥାଏ ।
'Winds of Change" is what the famed author and philanthropist Sudha Murty talks about in her chapter in the book "Modi@20:Dreams Meet Delivery".
— New India Junction (@nijunction) May 13, 2022
Ms. Murty has a very interesting anecdote to narrate through which she describes the changes taking place in India.#ModiAt20Book pic.twitter.com/Mo9B3aRrnD


