ସେୟାର
 
Comments

'ମନ କି ବାତ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,''ଅଗଷ୍ଟ 15 ଦିନ ଦେଶର ପ୍ରଧାନସେବକ ରୂପେ ମୋତେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେବାର ସୁଯୋଗ ମିଳେ । ମୁଁ ତ ନିମିତ୍ତ ମାତ୍ର । ସେହି ସ୍ୱର ଜଣେ ବ୍ୟକ୍ତିର ନୁହେଁ, ଲାଲକିଲ୍ଲାର ପ୍ରାଚୀର ଉପରୁ ଦେଶର 125 କୋଟି ଲୋକଙ୍କ ସ୍ୱର ଗୁଞ୍ଜରିତ ହୋଇଥାଏ ।''

ଯଦି ଆପଣଙ୍କ ପାଖେ କିଛି ବିଚାର ଏବଂ ପରାମର୍ଶ ଅଛି ଏବଂ ଆପଣଙ୍କୁ ଲାଗୁଛି କି ଆପଣଙ୍କ ବିଚାର ଏବଂ ପରାମର୍ଶରୁ ଦେଶକୁ ଲାଭ ମିଳିପାରିବ ,ତେବେ ତାହାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟନ୍ତୁ ଏବଂ 'ନ୍ୟୁ ଇଣ୍ଡିଆ' ନିର୍ମାଣରେ ନିଜର ଯୋଗଦାନ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ବଛାବଛା ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ଅଗଷ୍ଟ 15 ରେ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।

ତଳେ ଥିବା ଟିପ୍ପଣୀ ବିଭାଗରେ ଆପଣଙ୍କର ଅନ୍ତର୍ଦୃଷ୍ଟି ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India scripts history, gratitude to our doctors and nurses: PM Narendra Modi on 100 crore vaccination feat

Media Coverage

India scripts history, gratitude to our doctors and nurses: PM Narendra Modi on 100 crore vaccination feat
...

Nm on the go

Always be the first to hear from the PM. Get the App Now!
...
ସମଗ୍ର ବିଶ୍ୱରୁ ନେତାମାନେ ଭାରତକୁ ୧୦୦ କୋଟି ଟୀକାକରଣ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି
October 21, 2021
ସେୟାର
 
Comments

୧୦୦ କୋଟି ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆଜି ବିଶ୍ୱର ନେତାମାନେ ଭାରତକୁ ଅଭିନନ୍ଦନ ଜଣାଇ ଏହାକୁ ଏକ ବିରାଟ ତଥା ଅସାଧାରଣ ସଫଳତା ବୋଲି କହିଛନ୍ତି ।