ବିଭିନ୍ନ କ୍ଷେତ୍ରର ଭାରତୀୟମାନେ ଆଜି ଲାଲ କିଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି, ଶିକ୍ଷାବିତ୍, ଟେକ୍ନୋଲୋଜି, ବ୍ୟବସାୟ ନେତା, ବିଶିଷ୍ଟ ମହିଳା ପେଶାଦାର, ଅଭିନେତା ଏବଂ କ୍ରୀଡ଼ାବିତମାନେ ଏହି ଭାଷଣରେ ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ପ୍ରଶଂସା କରିଛନ୍ତି।

 

ଅନିଲ ଭରଦ୍ୱାଜ, ସେକ୍ରେଟେରୀ ଜେନେରାଲ୍, ଏଫଆଇଏମଏସଇ ଭାରତର ଏମଏସଏମଇ ଗୋଷ୍ଠୀର ଡେମୋଗ୍ରାଫି, ଡେମୋକ୍ରାସି ଏବଂ ବିବିଧତା ଉପରେ ପ୍ରଧାନମନ୍ତ୍ରୀଙ୍କ ମତାମତକୁ ପ୍ରଶଂସା କରିଛନ୍ତି

ସିଆଇଆଇ, ଡିଜି ଚନ୍ଦ୍ରଜିତ ବାନାର୍ଜୀ ବିକାଶ ଭାରତର ଦର୍ଶନକୁ ପ୍ରଶଂସା କରିଛନ୍ତି।

 

ଇଣ୍ଡିଆ ରିସର୍ଚ୍ଚ ସିଏଲଏସଏ ର ମୁଖ୍ୟ ଇନ୍ଦ୍ରନିଲ ସେନ ଗୁପ୍ତା ଆଶାବାଦୀ ରହିଛନ୍ତି ଯେ ଭାରତ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ପାଇଁ ପ୍ରଧାନମନ୍ତ୍ରୀ ଆଜି ଉଦବୋଧନ ଦେଇଛନ୍ତି।

 

ନ୍ୟାସନାଲ ଏଜୁକେସନ୍ ଟେକ୍ନୋଲୋଜି ଫୋରମର ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ ମଧ୍ୟ ଏହି ତିନୋଟି ଡି’କିପରି ଭାରତର ବିକାଶ ପଥରେ କିପରି ସାହାଯ୍ୟ କରୁଛି ସେ ବିଷୟରେ ଆଲୋଚନା କରିଥିଲେ।

 

ଗତ ନଅ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରର ବାର୍ତ୍ତା ଆମକୁ କିପରି ସାହାଯ୍ୟ କରିଛି ଏବଂ ଆସନ୍ତା 25 ବର୍ଷ ମଧ୍ୟରେ ଭାରତ କିପରି ବିଶ୍ୱ ମିତ୍ର ହୋଇପାରିବ ସେ ବିଷୟରେ ବର୍ଣ୍ଣନା କରିଛନ୍ତି ହର୍ଷଦ ପଟେଲ୍, ଭାଇସ୍ ଚାନ୍‌ସଲର, ଆଇଆଇଟିଇ ଗାନ୍ଧୀ ନାଗର।

 

ଭାଇସ ଚାନ୍‌ସଲର ଜାମିଆ ମିଲିଆ ଇସଲାମିଆ, ନଜମା ଅଖତର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସାମୂହିକ ଉଦ୍ୟମ ଆହ୍ବାନକୁ ସମର୍ଥନ କରିଛନ୍ତି।

 

ବିଶ୍ୱ ଚାମ୍ପିଅନ୍ ଅଭିଷେକ ଭର୍ମା, ଅର୍ଜୁନ ପୁରସ୍କାର ପ୍ରାପ୍ତ, ଭାରତୀୟ ତୀରନ୍ଦାଜ 77ତମ ସ୍ୱାଧୀନତା ଦିବସ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁର୍ନୀତି ନିବାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟକୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।

 

ଅନ୍ତର୍ଜାତୀୟ ପଦକ ବିଜେତା ଗୌରବ ରାଣା, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ ବିଷୟରେ କହିଥିଲେ

 

ଅନ୍ତର୍ଜାତୀୟ କ୍ରୀଡ଼ା ପଦକ ବିଜେତା ନିହାଲ ସିଂ ମଧ୍ୟ ରାଷ୍ଟ୍ର ପ୍ରଥମ ଧାରଣା ଉପରେ କହିଛନ୍ତି।

ଫେନସର୍ ଜସ୍ମିନ୍ କୌର, ଆନ୍ତର୍ଜାତୀୟ ପଦକ ବିଜେତା ମଧ୍ୟ ରାଷ୍ଟ୍ର ପ୍ରଥମ ବିଷୟରେ କହିଛନ୍ତି।

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରାପ୍ତ କିରଣଙ୍କ ଟ୍ୱିଟ୍ ଏଠାରେ ପ୍ରଦାନ କରାଯାଇଛି।

ଆନ୍ତର୍ଜାତୀୟ ପଦକ ବିଜେତା ପ୍ରିୟା ସିଂ ଆଜି ସମସ୍ତଙ୍କୁ ଲାଲ କିଲାରୁ ଦେଇଥିବା ବାର୍ତ୍ତା ଗ୍ରହଣ କରିବାକୁ କହିଥିଲେ।

 

କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ୱୀକୃତି ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଭରତ ଭୂଷଣ ତ୍ୟାଗୀ କୃତଜ୍ଞତା ଜଣାଇଛନ୍ତି।

 

ପ୍ରଖ୍ୟାତ ଅଭିନେତ୍ରୀ ସରିତା ଯୋଶୀ ଲାଲ୍ କିଲାର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ବିଷୟରେ ଉଲ୍ଲେଖ କରିଛନ୍ତି, ଏହା ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକାକୁ ଆଲୋକିତ କରି ମହିଳାମାନଙ୍କୁ ଏକ ନୂତନ ଶକ୍ତି ପ୍ରଦାନ କରିଛି।

 

ପ୍ରଧାନମନ୍ତ୍ରୀ କିପରି ଦେଶକୁ ସମ୍ବୋଧିତ କରି ଯୁବକମାନଙ୍କୁ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ପାଇଁ ଏକ ଉତ୍ତମ ଦିଗ ପ୍ରଦାନ କରିଥିଲେ, ନଲିନୀ ଅସ୍ଥାନା, ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଏହା ଉପରେ ଆଲୋକପାତ କରିଥିଲେ।

 

ମହିଳାଙ୍କ ଉନ୍ନତି ତଥା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବିରୋଧରେ ଆଲୋଚନା କରିଥିବାରୁ ଶ୍ରୀମତୀ ଭାନି କୋଲା, ଏମଡି କାଲାରି କ୍ୟାପିଟାଲ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।

 

ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇଥିବାରୁ ସମସ୍ତ ମହିଳାଙ୍କ ତରଫରୁ ଡକ୍ଟର ଅଲକା କ୍ରିପ୍ଲାନି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଧନ୍ୟବାଦ ଜଣାଇଛନ୍ତି।

 

ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ତଥା ଜଣେ ବିଶିଷ୍ଟ ଗାୟକ କେ.ଏସ୍ ଚିତ୍ରା ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଏବଂ ମହିଳାମାନଙ୍କ ପାଇଁ ନୂତନ ପଦକ୍ଷେପ କୁ ପ୍ରଶଂସା କରିଛନ୍ତି।

 

କ୍ୟାପଟେନ ଜୋୟା ଅଗ୍ରୱାଲ, ପାଇଲଟ (ସାନ ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଦୀର୍ଘତମ ବିମାନର ସମସ୍ତ ମହିଳା କ୍ରୁଙ୍କ କ୍ୟାପଟେନ୍) ଭାରତରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱରେ ସର୍ବାଧିକ ମହିଳା କମର୍ସିଆଲ୍‌ ପାଇଲଟ୍ ଥିବା ଉଲ୍ଲେଖ କରି ଖୁସି ବ୍ୟକ୍ତ କରିଥିଲେ, ଯେଉଁଠାରେ ମହିଳାମାନେ ନେତୃତ୍ୱ ନେଇଥିଲେ। କେବଳ ବିମାନ ଚଳାଚଳ କ୍ଷେତ୍ରରେ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏପରି କାର୍ଯ୍ୟ ଦ୍ବାରା ମହିଳାଙ୍କ ବିକାଶ ହୋଇପାରୁଛି।

 

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଲେଫ୍ଟ ଜେନେରାଲ (ଅବସରପ୍ରାପ୍ତ) ମାଧୁରୀ କାନିତକର ଆମ ଦେଶର ବିକାଶରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

 

Padma Bhushan awardee, and an eminent singer, KS Chithra is overwhelmed by PM’s concerns for women's empowerment and also the new announcements on series on new initiatives for women.

 

Capt. Zoya Agrawal, Pilot (Capt of all women crew of one of the longest flight from San Francisco to Bengaluru) expressed happiness on the mention by Prime Minister on India having the highest number of women commercial pilots in the world, thereby propelling women led development not only in aviation sector but in other sectors too.

 

Lt. Gen. (Retd) Madhuri Kanitkar, Vice Chancellor, Maharashtra University of Health Sciences talked about PM’s emphasis on stressed the role of women in the development of our country.

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's first privately developed orbital rocket Vikram-1 set for maiden launch on July 18

Media Coverage

India's first privately developed orbital rocket Vikram-1 set for maiden launch on July 18
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.