Cabinet gives ‘in principle’ approval for disinvestment of Air India and five of its subsidiaries 

ପୁଞ୍ଜି ପ୍ରତ୍ୟାହାର ଲାଗି ଗଠିତ ସଚିବମାନଙ୍କ କୋର ଗ୍ରୁପ୍ (ସିଜିଡି)ର ସୁପାରିଶ ଆଧାରରେ ସିପିଏସଇ (ଏୟାର ଇଣ୍ଡିଆ ଏବଂ ଏହାର 5ଟି ସହଯୋଗୀ କମ୍ପାନୀରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର)ରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ଲାଗି ନୀତି ଆୟୋଗଙ୍କ ଚତୁର୍ଥ ପର୍ଯ୍ୟାୟ ସୁପାରିସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଗ୍ରହଣ କରିନେଇଛନ୍ତି । ଏହି ବୈଠକରେ ପୁଞ୍ଜି ବିନିବେଶକୁ ଅନୁମୋଦନ ମିଳିଛି  ।

(i)     ଏୟାର ଇଣ୍ଡିଆ ଏବଂ ଏହାର 5ଟି ସହଯୋଗୀ କମ୍ପାନୀରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ନିମନ୍ତେ ବିବେଚନା କରିବା ଲାଗି ନୀତିଗତ ମଞ୍ଜୁରି ।

(ii)  ସମୟ ବ୍ୟବଧାନରେ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ପାଇଁ ପରାମର୍ଶ ଦେବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବିଶେଷ ଏୟାର ଇଣ୍ଡିଆ ବୈକଳ୍ପିକ ବ୍ୟବସ୍ଥା ଗଠନ କରାଯିବ । ଏଥିରେ ବେସାମାରିକ ବିମାନ ଚଳାଚଳ ଏବଂ ଅନ୍ୟ ସମ୍ପୃକ୍ତ ମନ୍ତ୍ରୀ (ମାନେ) ସଦସ୍ୟ ରହିବେ ଏବଂ ନିମ୍ନୋକ୍ତ ନିଷ୍ପତ୍ତି ନେବେ ।

(କ)   ଏୟାର ଇଣ୍ଡିଆର ଅସ୍ଥିର ଋଣ ପରିଚାଳନା;

(ଖ)   ଏକ ଶେଲ୍ କମ୍ପାନୀକୁ କିଛି ସମ୍ପତ୍ତି ଛାଡ଼ିଦେବା;

(ଗ) ତିନୋଟି ଲାଭ-ଜନକ ସହଯୋଗୀ କମ୍ପାନୀର ପୃଥକୀକରଣ ଏବଂ ରଣନୀତିକ        ପୁଞ୍ଜି ପ୍ରତ୍ୟାହାର;

(ଘ)   ପୁଞ୍ଜି ପ୍ରତ୍ୟାହାରର ପରିମାଣ; ଏବଂ

(ଙ)   ବିଡରମାନଙ୍କ ଚୟନ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi