ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ ୱେବସାଇଟ www.pmindia.gov.in ର ଆସାମ ଓ ମଣିପୁରୀ ସଂସ୍କରଣକୁ ଆଜି ଶୁଭାରମ୍ଭ କରାଯାଇଛି । ଆସାମ ଓ ମଣିପୁର ରାଜ୍ୟର ଲୋକଙ୍କ ଅନୁରୋଧ କ୍ରମେ ପ୍ରଧାନମନ୍ତ୍ରୀଙ୍କ ଏହି ଆଞ୍ଚଳିକ ୱେବସାଇଟ ଆରମ୍ଭ ହୋଇଛି ।

ଏହି ଦୁଇଟି ଭାଷାଭିତ୍ତିକ ୱେବସାଇଟକୁ ମିଶାଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟ ଏବେ 11 ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଛି । ଏହି ଆଞ୍ଚଳିକ ୱେବସାଇଟଗୁଡିକ ହେଲା – ଅହମିୟ/ଆସାମୀ, ବଙ୍ଗଳା, ଗଜରାଟୀ, କନ୍ନାଡା, ମାଲୟାଲାମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ୱେବସାଇଟ । ଏଥିସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ପ୍ରମୁଖ ୱେବସାଇଟ ଉପଲବ୍ଧ ହେଉଛି ।

ଏଗାରଟି ଆଞ୍ଚଳିକ ୱେବସାଇଟକୁ ନିମ୍ନରେ ପ୍ରଦତ୍ତ ଲିଙ୍କ ଯୋଗେ ଦେଖିପାରିବେ –

ଅହମିୟ/ଆସାମୀ ଭାଷା : https://www.pmindia.gov.in/asm/

ବଙ୍ଗଳା ଭାଷା : https://www.pmindia.gov.in/bn/

ଗୁଜରାଟୀ ଭାଷା : https://www.pmindia.gov.in/gu/

କନ୍ନାଡା: https://www.pmindia.gov.in/kn/

ମରାଠୀ ଭାଷା : https://www.pmindia.gov.in/mr/

ମାଲୟାଲାମ ଭାଷା : https://www.pmindia.gov.in/ml/

ମଣିପୁରୀ ଭାଷା : https://www.pmindia.gov.in/mni/

ଓଡିଆ ଭାଷା : https://www.pmindia.gov.in/ory/

ପଞ୍ଜାବୀ ଭାଷା : https://www.pmindia.gov.in/pa/

ତାମିଲ ଭାଷା : https://www.pmindia.gov.in/ta/

ତେଲୁଗୁ ଭାଷା : https://www.pmindia.gov.in/te/

ଦେଶର ଜନସାଧାରଣଙ୍କୁ ନିଜ ମାତୃଭାଷାରେ ତଥ୍ୟ ଓ ସୂଚନା ପ୍ରଦାନ ପୂର୍ବକ ସେମାନଙ୍କ ନିକଟତର ହେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଏହି ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିକାଶ ଓ ଜନମଙ୍ଗଳ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଲୋକଙ୍କ ମଧ୍ୟରେ ସୂଚନା ଓ ମତ ବିନିମୟର ଧାରାକୁ ପରିବ୍ୟାପ୍ତ କରିବା ଦିଗରେ ଏହି ଆଞ୍ଚଳିକ ୱେବସାଇଟଗୁଡିକ ବିଶେଷ ଭାବେ ସହାୟକ ହେବେ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
HPV vaccination drive crosses 8 mn doses as India targets cervical cancer

Media Coverage

HPV vaccination drive crosses 8 mn doses as India targets cervical cancer
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push