ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ କହିଛନ୍ତି ଯେ ଏହି ଦିବସ ଆମର ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ । ଏହି ଅବସରରେ ସେ ସମସ୍ତଙ୍କୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ଅନୁରୋଧ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ସଶସ୍ତ୍ର ବାହିନୀ ପତାକା ଦିବସ ହେଉଛି ଆମର ସାହସୀ ସୈନିକମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ବଳିଦାନକୁ ସଲାମ କରିବାର ସମୟ । ସେମାନଙ୍କର ସାହସିକତା ଆମକୁ ପ୍ରେରଣା ଦିଏ, ତାଙ୍କର ବଳିଦାନ ଆମକୁ ବିନମ୍ର କରିଥାଏ ଏବଂ ସେମାନଙ୍କର ସମର୍ପଣ ଆମକୁ ସୁରକ୍ଷିତ ରଖିଥାଏ । ଆସନ୍ତୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବା।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 2,312-crore deal with HALfor 8 Dornier aircraft for Coast Guard

Media Coverage

Defence ministry inks Rs 2,312-crore deal with HALfor 8 Dornier aircraft for Coast Guard
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership