PM highlights key initiatives from Union Budget which will propel India towards Viksit Bharat

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍ ୨୦୨୫ର ପ୍ରଶଂସା କରି କହିଛନ୍ତି ଏହା ଭାରତର ପ୍ରଗତି ପାଇଁ ଗେମ୍ ଚେଞ୍ଜର୍ ହେବ । ବିକଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

କେନ୍ଦ୍ର ବଜେଟ୍‌, ଏଆଇ, ଖେଳନା ଉତ୍ପାଦନ, କୃଷି, ଚପଲ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗିଗ୍ ଅର୍ଥବ୍ୟବସ୍ଥା ସହିତ ଏକାଧିକ କ୍ଷେତ୍ରରେ ନୂତନତା, ଔଦ୍ୟୋଗୀକତା ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ପଥ ଉନ୍ମୁକ୍ତ କରିଛି ।

ମାଇଗଭ୍ ଦ୍ୱାରା ଏକ ଏକ୍ସ ପୋଷ୍ଟ ଥ୍ରେଡ୍‌ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି :

“ଏପରି ଏକ ବଜେଟ୍ ଯାହା ବିକଶିତ ଭାରତ ନିର୍ମାଣର ଆମର ସାମୂହିକ ସଂକଳ୍ପକୁ ଅଧିକ ଗତିଶୀଳ କରିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi