ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ ଅବସରରେ ସମସ୍ତଙ୍କୁ, ବିଶେଷକରି କେରଳ ଓ ସାରା ବିଶ୍ୱରେ ରହୁଥିବା ମାଲାୟଲୀ ସମୁଦାୟ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ସମସ୍ତଙ୍କୁ, ବିଶେଷକରି କେରଳ ଓ ସାରା ବିଶ୍ୱରେ ଥିବା ମାଲାୟଲୀ ସମୁଦାୟ ଲୋକଙ୍କୁ ଓନାମ ଅବସରରେ ଶୁଭେଚ୍ଛା । ଏହି ଉତ୍ସବ ପ୍ରକୃତି ମାଆଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଏବଂ ଆମର ପରିଶ୍ରମୀ ଚାଷୀଙ୍କ ମହତ୍ତ୍ୱର ପୁଷ୍ଟି କରିଥାଏ । ଓନାମ ଆମ ସମାଜରେ ସଦ୍ଭାବର ଭାବନାକୁ ଆହୁରି ଉଜ୍ଜୀବିତ କରିଥାଏ ।’’

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India's first overseas Jan Aushadhi Kendra opens in Mauritius

Media Coverage

India's first overseas Jan Aushadhi Kendra opens in Mauritius
NM on the go

Nm on the go

Always be the first to hear from the PM. Get the App Now!
...
Goa Governor meets PM
July 17, 2024

The Governor of Goa Shri P.S. Sreedharan Pillai met Prime Minister Shri Narendra Modi today.

The Prime Minister's Office (PMO) posted on X:

"Governor of Goa, Shri P.S. Sreedharan Pillai, met Prime Minister @narendramodi today."