ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଉପରାଷ୍ଟ୍ରପତି ଥିରୁ ସି.ପି ରାଧାକୃଷ୍ଣନ ଜୀଙ୍କୁ ଭେଟିଲି ଏବଂ ବିସ୍ତୃତ ବିଷୟରେ ତାଙ୍କ ସହ ଜ୍ଞାନବର୍ଦ୍ଧକ ଆଲୋଚନା କଲି ।
@VPIndia
@CPR_VP”
Called on Vice President Thiru CP Radhakrishnan Ji and had an insightful discussion with him on a wide range of subjects.@VPIndia @CPR_VP pic.twitter.com/D2cvEn6q6e
— Narendra Modi (@narendramodi) September 28, 2025


