ୱାର୍ଲଡ ଆଥଲେଟିକ୍ସ ଅଣ୍ଡର୍ ୨୦ ନାଇରୋବି-୨୦୨୧ରେ ପଦକ ଜିତିଥିବା ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଗତି ଓ ସଫଳତା ଊଦ୍ଧ୍ୱର୍ମୁଖୀ ହେଲା! ଡବ୍ଲୁ୍ୟଏୟୁ୨୦ନାଇରୋବି୨୧ରେ ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତି ଘରକୁ ଆଣିଥିବାରୁ ଆମର ଆଥଲେଟମାନଙ୍କୁ ଶୁଭେଚ୍ଛା । ଆଥଲେଟିକ୍ସ ସମଗ୍ର ଭାରତରେ ଲୋକପି୍ରୟତା ହାସଲ କରିବାରେ ଲାଗିଛି ଏବଂ ଆଗାମୀ ସମୟ ପାଇଁ ଏହା ଏକ ଭଲ ସଂକେତ । ଆମର କଠିନ ପରିଶ୍ରମୀ ଆଥଲେଟମାନଙ୍କୁ ଶୁଭକାମନା ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Thought I Was Dreaming': Boatman Gouranga Biswas Recounts His 40-Minute Hooghly Ride With PM Modi

Media Coverage

'Thought I Was Dreaming': Boatman Gouranga Biswas Recounts His 40-Minute Hooghly Ride With PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength