ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ହିନ୍ଦୀ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
“ସମସ୍ତ ଦେଶବାସୀଙ୍କୁ ହିନ୍ଦୀ ଦିବସର ଅନେକ ଶୁଭକାମନା ।”
सभी देशवासियों को हिन्दी दिवस की अनेकानेक शुभकामनाएं। pic.twitter.com/6VjqSI8cHr
— Narendra Modi (@narendramodi) September 14, 2024


