ତ୍ରିପୁରାର ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ନଲ୍ଲୁ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ତ୍ରିପୁରାର ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ନଲ୍ଲୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
@TripuraGovernor”
Governor of Tripura, Shri Indrasena Reddy Nallu met PM @narendramodi.@TripuraGovernor pic.twitter.com/08N4EnbOjV
— PMO India (@PMOIndia) October 10, 2025


