ସାରା ବିଶ୍ୱରେ ବହୁ ଉତ୍ସାହର ସହ ପାଳନ କରାଯାଇଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ । ଯୋଗର ପ୍ରସାର କରିବା ଏବଂ ଦିନଚର୍ଯ୍ୟାରେ ଅଂଶ ଭାବେ ଗ୍ରହଣ କରିବାରେ ମିଳୁଥିବା ଏହାର ଲାଭକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିଶ୍ଵବ୍ୟାପୀ ବହୁଳ ସଂଖ୍ୟାରେ ଯୋଗ ପ୍ରଶିକ୍ଷଣ ଶିବିର ଏବଂ ଅଧିବେଶନର ଆୟୋଜନ କରାଯାଇଛି  ।

ସଂଯୁକ୍ତ ରାଷ୍ଟ୍ରର ମୁଖ୍ୟାଳୟରେ ମଧ୍ୟ ପୁରା ଉତ୍ସାହର ସହ ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି ।

ଲୋକମାନେ ସକାଳେ ସୂର୍ଯ୍ୟର କିରଣର ସ୍ୱାଗତ ଯୋଗ ମାଧ୍ୟମରେ କରିଛନ୍ତି  । ଆସନ୍ତୁ ଦେଖନ୍ତୁ ବିଶ୍ଵବ୍ୟାପୀ ଆୟୋଜିତ ହୋଇଥିବା ଯୋଗ ଦିବସ ସମାରୋହର କିଛି ଝଲକ :
 

Welcoming the rays of the Sun, people rolled out their yoga mats and performed various asanas. Here are glimpses from Yoga Day celebrations across the world:

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India identifies 102 GWp floating solar potential, eyes new push for reservoir-based projects

Media Coverage

India identifies 102 GWp floating solar potential, eyes new push for reservoir-based projects
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 11, 2026
June 11, 2026

Vikas Bhi, Virasat Bhi: PM Modi’s Decade-Plus Journey of Development Rooted in Civilizational Pride