ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଦୁବାଇ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇ ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକ୍‌ତୌମ୍ ୨୦୨୪ ଫେବ୍ରୁଆରୀ ୧୪ରେ ଭର୍ଚୁଆଲ ଭାବେ ଦୁବାଇର ଜେବେଲ ଅଲି ଫ୍ରି ଟ୍ରେଡ୍ ଜୋନ୍‌ରେ ଡିପି ୱାର୍ଲ୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଭାରତ ମାର୍ଟର ଶିଳାନ୍ୟାସ କରିଛନ୍ତି ।

 

ଦୁଇ ନେତା ଆଶା ବ୍ୟକ୍ତ କରିଛନ୍ତି ଯେ, ଭାରତ ମାର୍ଟ ଭାରତ-ୟୁଏଇ ଦ୍ୱିପାକ୍ଷିକ କାରବାରକୁ ଆଗକୁ ବଢ଼ାଇବ ଏବଂ ଜେବେଲ ଅଲି ବନ୍ଦରର ରଣନୀତିକ ସ୍ଥାନ ଏବଂ ଲଜିଷ୍ଟିକ୍ କ୍ଷମତା ଦୃଢ଼ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ କ୍ଷେତ୍ରର ରପ୍ତାନିକୁ ପ୍ରୋତ୍ସାହିତ କରିବାରେ ଭାରତ ମାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାର କ୍ଷମତା ରହିଛି । ଏହା ଭାରତର ଉତ୍ପାଦକୁ ଉପସାଗରୀୟ ଦେଶ, ପଶ୍ଚିମ ଏସିଆ, ଆଫ୍ରିକା ଏବଂ ୟୁରାସିଆର ଅନ୍ତର୍ଜାତୀୟ କ୍ରେତାଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଭାବଶାଳୀ ପ୍ଲାଟଫର୍ମ ଯୋଗାଇଥାଏ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 14, 2026
September 14, 2026

PM Modi Brought the Train to Aizawl and Bharat to the BRICS Table