କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜନ ବାରଲା ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିବା ବହୁ ଉତ୍ସବ ସଂକ୍ରାନ୍ତରେ ସେୟାର କରିଛନ୍ତି । କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗାନଙ୍କ ବାସବନରେ ତାମିଲ ନବବର୍ଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଅଂଶଗ୍ରହଣ, ଦିଲ୍ଲୀର ସାକ୍ରେଡ ହାର୍ଟ କାଥେଡ୍ରାଲରେ ଇଷ୍ଟର ଉତ୍ସବ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ବାସଭବନରେ ଗଣେଷ ଉତ୍ସବରେ ଅଂଶଗ୍ରହଣ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ବାସଭବନରେ ବିହୁ ଉତ୍ସବ ଭଳି ଆହୁରି ଅନେକ ଉତ୍ସବରେ କରିଥିବା ଅଂଶଗ୍ରହଣକୁ କେନ୍ଦ୍ର ମନ୍ତ୍ରୀ ସେୟାର କରିଛନ୍ତି ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ରାଷ୍ଟ୍ରମନ୍ତ୍ରୀଙ୍କ ଏକ ଟୁଇଟ୍‍ର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତର ସାଂସ୍କୃତିକ ଜୀବନ୍ତତା ଏବଂ ବିବିଧତା ଆମକୁ ଅଧିକ ଶକ୍ତିଶାଳୀ କରିଥାଏ । ଲୋକଙ୍କ ମଧ୍ୟରେ ରହିବା ଏବଂ ସେମାନଙ୍କର ଅନନ୍ୟ ଐତିହ୍ୟର ଦିଗଗୁଡିକ ପାଳନ କରିବା ଅତ୍ୟନ୍ତ ଆନନ୍ଦଦର ବିଷୟ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi shares warm handshakes with Putin at SCO Summit

Media Coverage

PM Modi shares warm handshakes with Putin at SCO Summit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.