ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧତା ଆଣିବାର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସରକାର ଭାରତର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେବା ଜାରି ରଖିବେ । ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଅବିଶ୍ୱସନୀୟ ଭାରତର ଚମତ୍କାର ଅନୁଭବର ଆନନ୍ଦ ନେଇପାରିବେ।

ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ପୋଷ୍ଟରେ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ପର୍ଯ୍ୟଟନରେ ଅନେକ ଲୋକଙ୍କ ଜୀବନରେ ସମୃଦ୍ଧି ଆଣିବାର ସାମର୍ଥ୍ୟ ରହିଛି । ଆମ ସରକାର ଭାରତର ପର୍ଯ୍ୟଟନ ଭିତ୍ତିଭୂମି ଢ଼ାଞ୍ଚାକୁ ଅଧିକ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେବା ଜାରି ରଖିବ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଅବିଶ୍ୱସନୀୟ ଭାରତର ଆଶ୍ଚର୍ଯ୍ୟଚକିତ କରୁଥିବା ଅନୁଭବର ଆନନ୍ଦ ନେଇପାରିବେ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2026
March 04, 2026

Citizens Celebrate Colours of Confidence: PM Modi's Vision Powers Holi Joy, Jobs, Security, and Global Trust