ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି
ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ : ପ୍ରଧାନମନ୍ତ୍ରୀ ମୋଦୀ
ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ : ପ୍ରଧାନମନ୍ତ୍ରୀ ମୋଦୀ
ଗତ ୟୁପିଏ ସରକାର ଏନପିଏ ଅବ୍ୟବସ୍ଥା ପାଇଁ ଦାୟୀ :ପ୍ରଧାନମନ୍ତ୍ରୀ ମୋଦୀ
ନାମଦାର(କଂଗ୍ରେସ) ଦେଶର ଆର୍ଥିକ ସ୍ଥିରତାକୁ ଲ୍ୟାଣ୍ଡମାଇନରେ ରଖିଥିଲେ :ପ୍ରଧାନମନ୍ତ୍ରୀ ମୋଦୀ
ଆମେ ସବୁଠୁ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ତୀବ୍ରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି :ପ୍ରଧାନମନ୍ତ୍ରୀ

ମଞ୍ଚ ଉପରେ ବିରାଜମାନ ମନ୍ତ୍ରିପରିଷଦର ମୋର ସହଯୋଗୀ, ଶ୍ରୀମାନ ମନୋଜ ସିହ୍ନା ମହାଶୟ,ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ସିଇଓ, ଏବଂ ଡାକ ବିଭାଗ ସଚିବ, ଆଇବିପିର ସମସ୍ତ ସାଥୀ,ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ । ଏହି ସମୟରେ ଟେକ୍ନୋଲଜି ମାଧ୍ୟମରେ ସମଗ୍ର ଦେଶର ତିନି ହଜାରରୁ ଅଧିକ କେନ୍ଦ୍ରରେ ଡ଼ାକ ବିଭାଗର ହଜାର ହଜାର କର୍ମଚାରୀ ଏବଂ ଆଉ ମଧ୍ୟ ସେଠାକାର ନାଗରିକ ଆଉ ଆମକୁ ଯେପରି ମନୋଜ ସିହ୍ନାମହାଶୟ କହିଲେ ପ୍ରାୟ 20 ଲକ୍ଷ ଲୋକ ଏହି ସମୟରେ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଛନ୍ତି । ସେଠାରେ କେତେଜଣ ରାଜ୍ୟପାଳ ମହୋଦୟ, ମୁଖ୍ୟମନ୍ତ୍ରୀ ମହୋଦୟ, କେନ୍ଦ୍ର ମନ୍ତ୍ରୀପରିଷଦର ଆମର ସାଥୀ, ରାଜ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଏ ସମସ୍ତେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି, ମୁଁ ସେମାନଙ୍କୁ ସମସ୍ତଙ୍କୁ ମଧ୍ୟ ଏହି ସମାରୋହକୁ ସ୍ୱାଗତ କରୁଛି ଆଉ ଏହି ମହତ୍ୱପୂର୍ଣ୍ଣ ଅବସରରେ ସେ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଆମର ମନ୍ତ୍ରୀ ଶ୍ରୀମାନ ମନୋଜ ସିହ୍ନା ମହାଶୟ ହେଉଛନ୍ତି ଆଇଆଇଟିଆନ୍ ଆଉ ଆଇଆଇଟିରେ ପଢ଼ାଲେଖା କରିଥିବା କାରଣରୁ ସେ ସ୍ୱଭାବତଃ ସବୁ ଜିନିଷରେ ଟେକ୍ନୋଲଜି ଯୋଡ଼ି ଦିଅନ୍ତି ଆଉ ଏଥିପାଇଁ ଏହି ସମାରୋହ ମଧ୍ୟ ହେଉଛି ଟେକ୍ନୋଲଜିରେ ଭରପୂର ଆଉ ଏହା ସହିତ ଏହି ପଦକ୍ଷେପ ମଧ୍ୟ ହେଉଛି ଟେକ୍ନୋଲଜି ଭଳି । ଆଉ ମନୋଜ ସିହ୍ନା ବ୍ୟକ୍ତିଗତ ଭାବେ ଆଗ୍ରହର ସହିତ ଏହି କାମକୁ ଆଗକୁ ବଢ଼ାଇଛନ୍ତି । ତାଙ୍କ ନିଜର ଟେକ୍ନୋଲଜିର ମୂଳଦୁଆ ରହିଥିବା କାରଣରୁ ବହୁତ ଉତ୍ତମ ଭାବେ ତାହାର ଇନପୁଟ୍ ମିଳୁଛି ଆଉ ଯାହାର ପରିଣାମ ସ୍ୱରୂପ ଆଜି ଦେଶକୁ ଏକ ବହୁତ ବଡ଼ ଉପହାର ମିଳୁଛି । ଆଜି 1 ସେପ୍ଟେମ୍ବର, ଦେଶର ଇତିହାସରେ ଏକ ନୂତନ ଏବଂ ଅଭୂତପୂର୍ବ ବ୍ୟବସ୍ଥାର ପ୍ରାରମ୍ଭ ହେବା କାରଣରୁ ମନେରଖାଯିବ ।

ଭାରତୀୟ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମାଧ୍ୟମରେ ଦେଶର ପ୍ରତ୍ୟେକ ଗରିବ, ସାଧାରଣ ମନୁଷ୍ୟ ପର୍ଯ୍ୟନ୍ତ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ, ଦୂର ଦୂରାନ୍ତରେ ରହିଥିବା ପାହାଡ଼ରେ ବସବାସ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଘନ ଜଙ୍ଗଲରେ ରହୁଥିବା ଆମର ଆଦିବାସୀମାନଙ୍କ ପର୍ଯ୍ୟନ୍ତ, ଦୂର କୌଣସି ଦ୍ୱୀପରେ ରହୁଥିବା ସେହି ସମୁଦାୟ ପର୍ଯ୍ୟନ୍ତ ଅର୍ଥାତ ଜଣେ ଜଣେ ଭାରତୀୟଙ୍କ ଦୂଆର ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ ସୁବିଧା ପହଂଚାଇବାର ଆମର ଯେଉଁ ସଂକଳ୍ପ ରହିଛି, ଗୋଟିଏ ପ୍ରକାରରେ ଆଜି ସେହି ପଥ ଏହି ପ୍ରାରମ୍ଭରୁ ଖୋଲି ଯାଇଛି । ଏହି ନୂତନ ବ୍ୟବସ୍ଥା ପାଇଁ ମୁଁ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଭାଇ ଓ ଭଉଣୀମାନେ, ଭାରତୀୟ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଦେଶର ଅର୍ଥତନ୍ତ୍ରରେ ସାମାଜିକ ବ୍ୟବସ୍ଥାରେ ଗୋଟିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆମ ସରକାର ଆଗରୁ ଜନ – ଧନ ମାଧ୍ୟମରେ କୋଟି କୋଟି ଗରିବ ପରିବାରଙ୍କୁ ପ୍ରଥମ ଥର ବ୍ୟାଙ୍କ ପର୍ଯ୍ୟନ୍ତ ପହଂଚାଇଥିଲୁ ଆଉ ଆଜି ଏହି ପଦକ୍ଷେପ ଦ୍ୱାରା ଆମେ ବ୍ୟାଙ୍କ ଗୁଡ଼ିକୁ, ଗାଁ ଏବଂ ଗରିବ ଲୋକମାନଙ୍କର ଦ୍ୱାର ପର୍ଯ୍ୟନ୍ତ ପହଂଚାଇବାର କାମ ଆରମ୍ଭ କରୁଛୁ । ଆପଣଙ୍କର ବ୍ୟାଙ୍କ ଆପଣଙ୍କ ଦ୍ୱାରା ଏହା କେବଳ ଏକ ଘୋଷ ବାକ୍ୟ ନୁହେଁ, ଏହା ହେଉଛି ଆମର ପ୍ରତିବଦ୍ଧତା, ଆମର ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । ସାରା ଦେଶରେ ସାଢେ ଛଅ ଶହ ଜିଲ୍ଳାରେ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଶାଖା ଆରମ୍ଭ ହେଉଛି ଆଉ ଆମର ଚିଠି ନେଉଥିବା ଡାକବାଲା ଏବେ ଯିବା-ଆସିବା କରୁଥିବା ବ୍ୟାଙ୍କ ପାଲଟି ଯାଇଛି ।

ଏବେ ଯେତେବେଳେ ମୁଁ ଆସୁଥିଲି ତ ମୁଁ ଏଠାରେ ଏକ ପ୍ରଦର୍ଶନୀ ଦେଖିଲି, କ’ଣ ବ୍ୟବସ୍ଥା ହେଉଛି,କିପରି କାର୍ଯ୍ୟ ହେବ, ଏ ନେଇ ବିସ୍ତୃତ ଭାବେ ମୋତେ କୁହାଯାଇଛି ଆଉ ହୋଇପାରେ ସେ ମଧ୍ୟ ନିଜେ ସ୍କ୍ରିନରେ ଦେଖୁଥିବେ । ଆଉ ଯେତେବେଳେ ମୁଁ ଏହାକୁ ଦେଖୁଥିଲି ସେଠାରେ ଯେଉଁ ବିଶେଷଜ୍ଞ ଥିଲେ, ମୋତେ ଏହି ସମସ୍ତ ଯୋଜନା ବିଷୟରେ ବୁଝାଉଥିଲେ ଆଉ ସେତେବେଳେ ଠାରୁ ଗୋଟିଏ ବିଶ୍ୱାସ, ମୋ ଭିତରେ ଗୋଟିଏ ଆତ୍ମ ସନ୍ତୋଷର ଭାବ ଜାଗ୍ରତ ହେଉଥିଲା କି ଏଭଳି ସାଥୀମାନଙ୍କ ସହିତ ରହି ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସେମାନଙ୍କର ଏହି ପ୍ରୟାସ ନଶ୍ଚିତ ଫଳାଫଳ ଆଣିବ । ଆଉ ମୋର ମନେ ଅଛି ଗୋଟିଏ ସମୟ ଥିଲା ଆଉ ଡାକବାଲାଙ୍କ ମମ୍ବନ୍ଧରେ ମୁଁ ବୁଝାଉଛି କି ଆମର ସେଠାରେ ବହୁତ କିଛି କଥା କୁହା ଯାଉଥିଲା । ସରକାରଙ୍କ ପ୍ରତି କେବେ ବିଶ୍ୱାସ ତୁଟି ଯାଉଥିବ କିନ୍ତୁ ଡାକବାଲା ପ୍ରତି କେବେ ବିଶ୍ୱାସ ତୁଟି ନ ଥାଏ । ବହୁତ କମ୍ ଲୋକଙ୍କୁ ଜଣାଥିବ, ଯେଉଁ ଲୋକମାନେ ଗ୍ରାମୀଣ ଜୀବନ ସହିତ ପରିଚିତ ଥିବେ ସେମାନଙ୍କୁ ଜଣାଥିବ କି ଦଶକ ପୂର୍ବେ ଯେତେବେଳେ ଡାକବାଲା ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ଯାଉଥିଲା ତ, ତା ହାତରେ ଏକ ଭାଲା(ବାଡି) ଥାଏ,  ତା ଦେହରେ ଏକ ଘୁଙ୍ଗୁର ବନ୍ଧା ହୋଇଥାଏ, ଆଉ ସେ ଚାଲିଥାଏ ତ ଘୁଙ୍ଗୁରର ଶବ୍ଦ ଆସୁଥିଲା । ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ଡାକବାଲା ଯାଉଥିଲା ତ ଘୁଙ୍ଗୁରର ଶବ୍ଦ ଶୁଣା ଯାଉଥିଲା ସେ ଅଂଚଳ କେତେଘଞ୍ଚ ହୋଇଥାଉ, କେତେ ଦୁର୍ଗମ ହୋଇଥାଉ, କେତେ ବିପଦରେ ଭରପୁର ହୋଇଥାଉ, ଡକାୟତ ହୋଇଥାନ୍ତୁ, ଆସୁଥାନ୍ତୁ – ଯାଉଥାନ୍ତୁ, ଚୋର – ଲୁଟେରା ରହିଥାନ୍ତୁ, କିନ୍ତୁ ଯେତେବେଳେ ଘୁଙ୍ଗୁରର ଶବ୍ଦ ଆସିଥାଏ ଶୁଣା ଯାଇଥାଏ କି ଡାକବାଲା ଆସୁଛି, ତ କୌଣସି ଚୋର – ଲୁଟେରା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରି ନ ଥାନ୍ତି । ସେହି ଚୋର – ଲୁଟେରା ମାନଙ୍କୁ ଜଣାଥାଏ କି ଡାକବାଲା କେଉଁ ଜଣେ ଗରିବ ମାଆ ପାଇଁ ମନି ଅର୍ଡର ନେଇ ଯାଉଛି ।

ଆପଣମାନଙ୍କୁ ଜଣାଥିବ, ଏବେ ତ ପ୍ରତ୍ୟେକ ଫୋନରେ ଘଂଟା ଅଛି, କିନ୍ତୁ ପ୍ରଥମେ ଗାଁରେ ଗୋଟିଏ ଅଧେ ଟାୱାର ଥିବ ତ ଘଡ଼ି ଥିବ, ନଚେତ ଘଂଟା କେଉଁଠି ଥିଲା । ଆଉ ମୁଁ ସେହିଭଳି ଜୀବନ ଜୀଇଁ କରି ଆସିଛି ତ ମୋତେ ଜଣା ଅଛି,  କି ଘରର ଯେଉଁ ବୟସ୍କ  ବ୍ୟକ୍ତି ନିଜ ଘର ବାହାରେ ବସି ରହିଥିବେ ଆଉ ନିଶ୍ଚୟ ପଚାରୁଥିଲେ କି ଡାକବାଲା ଆସିଗଲା କି? ବୋଧହୁଏ ଏପରି କୌଣସି ବୟସ୍କ ବ୍ୟକ୍ତି ନ ଥିବେ ଯେଉଁମାନେ ଦିନରେ ଦୁଇ – ଚାରି ଥର ପଚାରି ନ ଥିବେ, କି ଡାକବାଲା ଆସିଗଲା କି?ଲୋକଙ୍କୁ ଲାଗୁଥିଲା କି ତାଙ୍କର କିଛି ଡାକ ଆସିବାର ଅଛି, ଡାକ ତ ଆସି ନାହିଁ, କିନ୍ତୁ ସେ ଡାକ  ପାଇଁ ପଚାରୁ ନ ଥିଲେ  ତାଙ୍କୁ ଜଣା ଥାଏ ଡାକବାଲା ଆସିଗଲା ଅର୍ଥାତ ଘଂଟାରେ ଏତେ ସମୟ ହୋଇଥିବ,ଅର୍ଥାତ ସମୟର କଟକଣା/ ଡାକବାଲା ଆସିଲା ଅବା ନ ଆସିଲା ତା ଆଧାରରେ ଆମର ସମାଜ ବ୍ୟବସ୍ଥା ସ୍ଥିର ହେଉଥିଲା ଆଉ ଏଥିପାଇଁ  ଗୋଟିଏ ପ୍ରକାରରେ ଡାକବାଲା ପ୍ରତ୍ୟେକ ପରିବାର ସହିତ ଏକ ଭାବଗତ ଯୋଗାଯୋଗ, ଚିଠି ସହିତ ଯୋଡି ହୋଇ ରହୁଥିଲା, ଆଉ ଏଥି ପାଇଁ  ଡାକବାଲାକୁ ମଧ୍ୟ ସମାଜରେ ଏକ ବିଶେଷ ସ୍ୱୀକୃତି ଆଉ ସମ୍ମାନ ପ୍ରାପ୍ତ ହେଉଥିଲା ।

ଆଜିର ଏହି ଯୁଗରେ ଟେକ୍ନୋଲଜି ବହୁତ କିଛି ବଦଳାଇ ଦେଇଛି, କିନ୍ତୁ ଚିଠି କୁ ନେଇ ଡାକବାଲା ପ୍ରତି ଯେଉଁ ଭାବନା, ଯେଉଁ ବିଶ୍ୱସନୀୟତା ପୂର୍ବରୁ ଯାହା ଥିଲା ଆଜି ମଧ୍ୟ ଠିକ୍ ସେହିପରି ରହିଛି । ଡାକବାଲା ଏବଂ ଡାକଘର ଏକ ପ୍ରକାରରେ ଆମ ଜୀବନର, ଆମ ସମାଜର, ଆମ ସିନେମାର, ଆମ ସାହିତ୍ୟର, ଆମ ଲୋକ କଥାର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । ଆମେ ସମସ୍ତେ ଏବେ ଯେଉଁ ବିଜ୍ଞାପନ ଦେଖୁଥିଲେ – ‘ଡାକିୟା ଡାକ ଲାୟା’(ଡାକବାଲା ଡାକ ଆଣିଲା), ଏଭଳି ଗୀତ ଦଶକ ଦଶକ ଧରି ଲୋକମାନଙ୍କୁ ନିଜ ଜୀବନର ଅଂଶ ଲାଗୁଥିଲା । ଏବେ ଆଜିଠାରୁ ଡାକବାଲା ଡାକ ଆଣିବା ସହିତ ଡାକବାଲା ବ୍ୟାଙ୍କ ମଧ୍ୟ ଆଣିଛି ।

ଦଶ ବର୍ଷ ତଳେ ଥରେ କାନାଡା ଯାଇଥିଲି, ତ ମୋତେ କାନାଡାରେ ଗୋଟିଏ ଫିଲ୍ମ ଦେଖିବାକୁ ମିଳି ଥିଲା, ମୋର ଆଜି ମଧ୍ୟ ମନେ ଅଛି, ସେହି ଫିଲ୍ମର ନାମ ଥିଲା ‘ଏୟାର ମେଲ’, ଆଉ ବାସ୍ତବରେ ଲୋମ ଟାଙ୍କୁରି ଉଠିବା ଭଳି ଫିଲ୍ମ, ଡାକ ଉପରେ ଆଧାରିତ । ଆଉ ଆମ ଜୀବନରେ ନିଜ ଲୋକଙ୍କର ଚିଠିର ଯେଉଁ ମହତ୍ୱ ରହିଛି, ତାହା ଏହି ଫିଲ୍ମର କାହାଣୀର ଆଧାର ଥିଲା । ଫିଲ୍ମରେ ଏକ ଉଡାଜାହାଜ ଥିଲା, ଯେଉଁଥିରେ ଚିଠି ପତ୍ର ଯାଉଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଦୁର୍ଘଟଣାଗ୍ରସ୍ତ ହୋଇଗଲା,ଏହି ଅଘଟଣ ପରେ ଯେଉଁ ଉଡ଼ାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରେ ଯେଉଁ ଚିଠି ସବୁ ଥିଲା,ସେଗୁଡ଼ିକୁ ସାଉଁଟି କରି ସେହି ଲୋକମାନଙ୍କ ପାଖରେ ପହଂଚାଇବାର ସଂପୂର୍ଣ୍ଣ କଥା ସେହି ଫିଲ୍ମରେ ଥିଲା । କିଭଳି ଭାବେ ସେହି ଚିଠିସବୁ ଉଦ୍ଧାର କରାଯାଇଥିଲା ଏବଂ ଯେଭଳି ଭାବରେ କୌଣସି ଲୋକଙ୍କ ଜୀବନକୁ ବଂଚାଇବାର ଚେଷ୍ଟା କରାଯାଏ, ସେହି ପ୍ରୟାସ ଡାକବାଲା ସେହି ଚିଠିଗୁଡ଼ିକୁ ବଂଚାଇବା ପାଇଁ କରିଥିଲେ । ହୋଇପାରେ ଆଜି ମଧ୍ୟ ୟୁ-ଟ୍ୟୁବରେ ଏହି ଫିଲ୍ମ ଥିବ ତ, ଆପଣ ନିଶ୍ଚୟ ଦେଖିବେ । ଆଉ ସେହି ଚିଠିଗୁଡ଼ିକରେ କେତେ ଜଣଙ୍କର ସ୍ନେହ ଥିଲା, ସନ୍ଦେଶ ଥିଲା, ଚିନ୍ତା ଥିଲା, ଅଭିଯୋଗ ଥିଲା । ଚିଠିରେ ଆତ୍ମୀୟତା ହିଁ ତାହାର ଆତ୍ମା ହୋଇଥାଏ । ଆଜି ମଧ୍ୟ ମୋତେ ଶହ ଶହ ସଂଖ୍ୟାରେ ଚିଠି ପ୍ରତିଦିନ ମିଳୁଛି । ଡାକ ବିଭାଗର କାମ ବଢ଼ି ଯାଇଛି, ମୁଁ ଯେବେଠାରୁ ଆସିଛି । କେହି ଜଣେ ସେତେବେଳେ ଚିଠି ଲେଖୁଛି, ଯେତେବେଳେ ତା’ର ଭରସା ହେଉଛି । ଆଉ ମୋର ଯେଉଁ ମନ୍ କି ବାତ୍ କାର୍ଯ୍ୟକ୍ରମ ହୋଇଥାଏ, ତାହାକୁ ନେଇ ପ୍ରତି ମାସରେ ହଜାର ହଜାର ଚିଠି ଆସିଥାଏ । ଏହି ଚିଠି ଲୋକଙ୍କ ସହିତ ମୋର ସିଧା ସମ୍ପର୍କ ସ୍ଥାପିତ କରିଥାଏ । ଯେତେବେଳେ ମୁଁ ସେହି ଚିଠି ଗୁଡ଼ିକ ପଢ଼ିଥାଏ, ତ ଲାଗିଥାଏ କି ଲେଖିଲାବାଲା ସାମ୍ନାରେ ହିଁ ଅଛି, ନିଜ କଥା ସିଧା ସିଧା ମୋତେ କହୁଛି ।

ସାଥୀଗଣ, ଆମ ସରକାରଙ୍କ ଅଭିବ୍ୟକ୍ତି ସମୟ ସହିତ ବଦଳିଥାଏ । ଭବିଷ୍ୟତର ଆବଶ୍ୟକତାର ହିସାବ ସହିତ ବ୍ୟବସ୍ଥା ଗୁଡ଼ିକରେ ଅବଶ୍ୟ ପରିବର୍ତ୍ତନ କରାଯାଇଥାଏ । ଆମେ ସେହି ପୁରାତନ ପନ୍ଥୀ ନୁହେଁ, ଆମେ ହେଉଛୁ ସମୟ ସହିତ ବଦଳିଲାବାଲା ଲୋକ । ଆମେ ହେଉଛୁ ଟେକ୍ନୋଲଜିକୁ ସ୍ୱୀକାର କରୁଥିବା ଲୋକ । ଦେଶର, ସମାଜର, ସମୟର ଆବଶ୍ୟକତା ଅନୁସାରେ ବ୍ୟବସ୍ଥା ଗୁଡ଼ିକୁ ବିକଶିତ କରିବା ସପକ୍ଷରେ ଅଛୁ । ଜିଏସଟି ହେଉ, ଆଧାର ହେଉ, ଡିଜିଟାଲ ଇଣ୍ଡିଆ ହେଉ ଏଭଳି ଅନେକ ପ୍ରୟାସର ଅଧ୍ୟାୟରେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଏବେ ଯୋଡ଼ି ହୋଇ ଯାଇଛି । ଆମ ସରକାର ପୁରୁଣା ବ୍ୟବସ୍ଥା ଗୁଡ଼ିକୁ ସେହି ସ୍ଥିତିରେ ଛାଡ଼ି ଦେଇ ରହିବା ଭଳି ନୁହେଁ । ବରଂ ସଂସ୍କାର, ପ୍ରଦର୍ଶନ ଆଉ ତାହାକୁ ପରିବର୍ତ୍ତନ କରିବାର କାର୍ଯ୍ୟ କରୁଛି । ପରିବର୍ତ୍ତିତ ଟେକ୍ନୋଲଜି ମାଧ୍ୟମରେ ଆଉ ମାଧ୍ୟମ ମଧ୍ୟ ବଦଳିଛି, ହୁଏତ ବଦଳିଛି କିନ୍ତୁ ଉଦ୍ଦେଶ୍ୟ ତ ଏବେ ମଧ୍ୟ ତାହା ହିଁ ରହିଛି । ଅନ୍ତର୍ଦେଶୀୟ ପତ୍ର ଅଥବା ଇନଲେଣ୍ଡ ଲେଟରର ସ୍ଥାନ ଏବେ ହୁଏତ ଇ-ମେଲ ନେଇ ଯାଇଛି କିନ୍ତୁ ଉଭୟଙ୍କର ଲକ୍ଷ୍ୟ ହେଉଛି ଗୋଟିଏ । ଆଉ ଏଥିପାଇଁ ଯେଉଁ ଟେକ୍ନୋଲଜି ପୋଷ୍ଟ ଅଫିସକୁ ଆହ୍ୱାନ ଦେଇଛି, କାରଣ ଲୋକମାନଙ୍କୁ ଲାଗୁଥିଲା, ଏବେ ଏହି ଡାକ ବିଭାଗ ରହିବ ନାହିଁ, ଡାକବାଲା ରହିବେ ନାହିଁ, ସେମାନଙ୍କର ଚାକିରୀ ରହିବ ନାହିଁ; ଏମାନଙ୍କର ଚର୍ଚ୍ଚା ଚାଲୁ ରହିଥିଲା । ଟେକ୍ନୋଲଜି ଯେଉଁ ଆହ୍ୱାନ ଦେଲା, ସେହି ଟେକ୍ନୋଲଜିକୁ ଆଧାର କରି ଏହି ଆହ୍ୱାନକୁ ବଦଳାଇବା ଦିଗରେ ଆମେ ଆଗକୁ ବଢ଼ୁଛୁ ।

ଭାରତୀୟ ଡାକ ବିଭାଗ, ହେଉଛି ଦେଶର ସେହି ବ୍ୟବସ୍ଥା ଯାହା ପାଖରେ ଦେଢ଼ ଲକ୍ଷରରୁ ଅଧିକ ଡାକ ଘର ଅଛି । ଏଥିମଧ୍ୟରୁ ଶହେ ପଚିଶ ଲକ୍ଷରରୁ ଅଧିକ କେବଳ ଗାଁରେ ହିଁ ଅଛି, ତିନି ଲକ୍ଷରୁ ଅଧିକ ପୋଷ୍ଟମେନ ଏବଂ ଗ୍ରାମୀଣ ଡାକ ସେବକ, ଦେଶର ଜନତାଙ୍କ ସହିତ ଯୋଡ଼ି ହୋଇଛନ୍ତି । ଏତେ ବ୍ୟାପକ ନେଟୱାର୍କକୁ ଟେକ୍ନୋଲଜି ସହିତ ଯୋଡ଼ିକରି ଏକବିଂଶ ଶତାବ୍ଦୀରେ ସେବାର ସବୁଠାରୁ ଶକ୍ତିଶାଳୀ ବ୍ୟବସ୍ଥା କରିବାର କଷ୍ଟ ଆମ ସରକାର ଉଠାଇଛନ୍ତି । ଏବେ ଡାକବାଲା ହାତରେ ସ୍ମାର୍ଟ ଫୋନ ଅଛି । ଆଉ ତା’ ଥଳୀରେ, ତା’ ବ୍ୟାଗରେ ଏକ ଡିଜିଟାଲ ଡିଭାଇସ ବା ଉପକରଣ ମଧ୍ୟ ଅଛି । ସାଥୀଗଣ, ଏକତା, ସମାନତା, ସମାବେଶ, ସେବା ଏବଂ ବିଶ୍ୱାସର ପ୍ରତୀକ ଏହି ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଏବେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନୁହେଁ, ବରଂ ଡିଜିଟାଲ କାରବାର ବ୍ୟବସ୍ଥାକୁ ମଧ୍ୟ ବିସ୍ତାର କରିବାର ଶକ୍ତି ରଖିଛି । ଆଇପିପିବି ଦ୍ୱାରା ସଂଚୟ ଖାତା ସହିତ ଛୋଟରୁ ଛୋଟ ବ୍ୟବସାୟୀ ନିଜ କାମ ଚଳାଇବା ପାଇଁ ଚଳନ୍ତି ଖାତା ମଧ୍ୟ ଖୋଲି ପାରିବେ । ୟୁପି ଏବଂ ବିହାରର ଯେଉଁ ଶ୍ରମିକ ମାନେ ମୁମ୍ବଇ ଅଥବା ବେଙ୍ଗାଲୁରୁରେ କାମ କରୁଛନ୍ତି, ସେମାନେ ସହଜରେ ନିଜ ପରିବାର ପାଖକୁ ଟଙ୍କା ପଠାଇ ପାରିବେ । ଅନ୍ୟ ବ୍ୟାଙ୍କ ଖାତାକୁ ମଧ୍ୟ ସେମାନେ ହସ୍ତାନ୍ତର କରି ପାରିବେ । ସରକାରୀ ସହାୟତାର ଅର୍ଥ ମନରେଗାର ମଜୁରୀ ପାଇଁ ମଧ୍ୟ ଏହି ଖାତାର ଉପଯୋଗ ସେମାନେ ସହଜରେ କରି ପାରିବେ । ବିଜୁଳି ଏବଂ ଫୋନ ବିଲ ଜମା କରିବା ପାଇଁ ମଧ୍ୟ ସେମାନଙ୍କୁ ଆଉ କେଉଁଠାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ, କେବଳ ଏତିକି ନୁହେଁ, ଅନ୍ୟ ବ୍ୟାଙ୍କ ଅଥବା ଆର୍ଥିକ ସଂସ୍ଥା ସହିତ ଭାଗିଦାର ହୋଇ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଋଣ ମଧ୍ୟ ଦେଇ ପାରିବ । ନିବେଶ ଏବଂ ବୀମା ଭଳି ସେବା ମଧ୍ୟ ନିଜ ଗ୍ରାହକମାନଙ୍କ ପାଖରେ ପହଂଚାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଅଧିକାଂଶ ସେବା ବ୍ୟାଙ୍କର କାଉଂଟର ପାଖକୁ ନଯାଇ ଘର ପାଖକୁ ଆସି ଡାକବାଲା ଯୋଗାଇ ଦେବେ । ବ୍ୟାଙ୍କ ସହିତ ସମ୍ପର୍କ, ଡିଜିଟାଲ କାରବାରରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସବୁ ଅସୁବିଧା ଆସୁଥିଲା, ତା’ର ସମାଧାନ ମଧ୍ୟ ଡାକବାଲା ପାଖରେ ରହିବ । ଆପଣ କେତେ ଟଙ୍କା ଜମା କରିଥିଲେ, ଆପଣଙ୍କୁ କେତେ ସୁଧ ମିଳିଲା, କେତେ ଟଙ୍କା ଆପଣଙ୍କ ଖାତାରେ ରହିଛି, ଏ ସବୁ କଥା ଆପଣ ଘରେ ବସି ଡାକବାଲା କହିଦେବ । ଏହା କେବଳ ଏକ ବ୍ୟାଙ୍କ ନୁହେଁ, ବରଂ ଗାଁ, ଗରିବ, ମଧ୍ୟମ ବର୍ଗଙ୍କ ବିଶ୍ୱସ୍ତ ସହଯୋଗୀ ବୋଲି ପ୍ରମାଣିତ ହେବାକୁ ଯାଉଛି ।

ଏବେ ଆପଣମାନଙ୍କୁ ନିଜ ଖାତା, ଖାତାର ନମ୍ବର, ମନେ ରଖିବାର, କାହାକୁ ପାସୱାର୍ଡ ଜଣାଇବାର ଆବଶ୍ୟକତା ନାହିଁ । ଗ୍ରାମୀଣ ପରିସ୍ଥିତିକୁ ଦେଖି ଏହି ବ୍ୟାଙ୍କର ସମସ୍ତ ପ୍ରକ୍ରିୟାକୁ ବହୁତ ସରଳ କରାଯାଇଛି । ଏହି ନୂତନ ବ୍ୟାଙ୍କରେ କିଛି ମିନିଟରେ ଆପଣଙ୍କର ଖାତା ଖୋଲିଯିବ ଆଉ ଆମ ମନ୍ତ୍ରୀ ମହାଶୟ କହୁଥିଲେ ଅଧିକରୁ ଅଧିକ ଏକ ମିନିଟ । ଏହା ସହିତ ଖାତାଧାରକଙ୍କୁ ଏକ କ୍ୟୁଆର କାର୍ଡ ଦିଆଯିବ, ଯାହା ମୋତେ ଏବେ ଦିଆ ଯାଇଛି । କାରଣ ମୋର ମଧ୍ୟ ଖାତା ଖୋଲା ଯାଇଛି ।

ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ଆମ ଜୀବନରେ ବ୍ୟାଙ୍କ ଖାତାର କେବେ ସମ୍ପର୍କ ଆସି ନ ଥିଲା, କିନ୍ତୁ ଯେବେ ସ୍କୁଲରେ ପଢ଼ୁଥିଲୁ ତ ଦେନା ବ୍ୟାଙ୍କର ଏକ ଯୋଜନା ଥିଲା, ସେମାନେ ପିଲାମାନଙ୍କୁ ଏକ ଗୁଲି ଦେଉଥିଲେ ଆଉ ଏକ ଖାତା ଖୋଲୁଥିଲେ, ତ ଆମକୁ ମଧ୍ୟ ଦେଲେ, କିନ୍ତୁ ଆମର ତ ସବୁବେଳେ ଖାଲି ରହୁଥିଲା । ପରେ ଆମେ ଗାଁ ଛାଡ଼ି ଚାଲିଗଲୁ, କିନ୍ତୁ ବ୍ୟାଙ୍କ ଖାତା ରହିଲା ଆଉ ବ୍ୟାଙ୍କ ବାଲାଙ୍କ ପ୍ରତି ବର୍ଷ carry forward କରିବାକୁ ପଡ଼ୁଥିଲା । ବ୍ୟାଙ୍କବାଲା ମୋତେ ଖୋଜୁଥିଲେ, ଖାତା ବନ୍ଦ କରିବା ପାଇଁ । କିନ୍ତୁ ମୋର କୌଣସି ଠିକ ଠିକଣା ନ ଥିଲା । ପ୍ରାୟ 32 ବର୍ଷ ପରେ ତାଙ୍କୁ ଜଣା ପଡିଲା କି ମୁଁ କୁଆଡେ ଯାଇଛି, ତ ବିଚରା ବ୍ୟାଙ୍କବାଲା ସେଠାକୁ ଆସିଲେ, କହିଲେ ଭାଇ ଦସ୍ତଖତ କରିଦିଅ,ଆମକୁ ତୁମର ଖାତା ବନ୍ଦ କରିବାର ଅଛି । ପରେ ଯେତେବେଳେ ଗୁଜରାଟରେ ଏମଏଲଏ ହେଲି ତ ଦରମା ମିଳିଲା ତ ବ୍ୟାଙ୍କ ଖାତା ଖେଲିବାକୁ ପଡ଼ିଲା, କିନ୍ତୁ ତା ପୂର୍ବରୁ କେବେ ସଂପର୍କ ଆସି ନ ଥିଲା ଏବଂ ଆଜି ଡାକ ବିଭାଗ ଆଉ ଏକ ଖାତା ଖୋଲି ଦେଲେ ।

ଦେଖନ୍ତୁ ଡ଼ାକବାଲା କେବଳ ଡାକ ପହଂଚାଉ ଥିଲା, ଏପରି ନ ଥିଲା । ଯେଉଁ ପରିବାର ପାଠ – ଶାଠ ପଢି ନ ଥିଲେ, ତ ଡାକବାଲା ବସି, ଡାକ ଖୋଲି ସଂମ୍ପୂର୍ଣ୍ଣ ପଢି ଶୁଣାଇ ଦେଇ ଯାଉଥିଲା, ପୁଣି ସେହି ବୁଢ଼ି ମାଆ କହୁଥିଲେ ପୁଅ, ସେହି ପୁଅକୁ ଉତ୍ତର ଲେଖିବାର ଅଛି । କାଲି ତୁମେ ଏକ ପୋଷ୍ଟକାର୍ଡ଼ ନେଇକରି ଆସିବ ଆଉ ମୁଁ ଉତ୍ତର କହିବି, ତ ଦ୍ୱିତୀୟ ଦିନ ସେହି ଡାକବାଲା ପୋଷ୍ଟକାର୍ଡ଼ ମଧ୍ୟ ନେଇ କରି ଆସୁଥିଲା ଆଉ ଯାହା ସେହି ମାଆ ଲେଖାଉ ଥିଲେ, ସେ ଲେଖି ଦେଉଥିଲା । ଅର୍ଥାତ କିଭଳି ଆତ୍ମୀୟ ବ୍ୟବସ୍ଥା, ସେହି ଟେକ୍ନୋଲଜିର କାମ ମୋର ଡାକବାଲା ପୁଣିଥରେ କରିବ । ଅର୍ଥାତ ଗୋଟିଏ କ୍ୟୁଆର କାର୍ଡ ଆପଣଙ୍କର ଆଙ୍ଗୁଳି ଚିହ୍ନ ଆଉ ଡାକବାଲାର କଥା, ବ୍ୟାଙ୍କିଙ୍ଗକୁ ସହଜ ଆଉ ପ୍ରତ୍ୟେକ ଆଶଙ୍କାର ସମାଧାନ କରିବାକୁ ଯାଉଛି । ସାଥୀଗଣ, ଗାଁରେ ସବୁଠାରୁ ସୁଦୃଢ଼ ନେଟୱାର୍କ ଥିବାରୁ ଆଇପିପିବି କୃଷକମାନଙ୍କ ପାଇଁ ମଧ୍ୟ ଏକ ବଡ଼ ସୁବିଧା ପ୍ରମାଣିତ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଯୋଜନାଗୁଡ଼ିକୁ ଏହାଦ୍ୱାରା ବିଶେଷ ଶକ୍ତି ମିଳିବ । ଦାବିଗୁଡ଼ିକୁ ସମୟ ଅନୁସାରେ ସମାଧାନ କରିବା ହେଉ, ଅଥବା କୃଷକ ମାନଙ୍କୁ ଏହି ଯୋଜନା ସହିତ ଯୋଡ଼ିବାର ହେଉ, ନିଶ୍ଚିତ ଭାବେ ଏହି ବ୍ୟାଙ୍କ ଦ୍ୱାରା ଲାଭ ହେବାକୁ ଯାଉଛି । ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ପରେ ଏବେ ଯୋଜନା ଗୁଡ଼ିକର ଦାବି ରାଶି ମଧ୍ୟ ଘରେ ବସି ମିଳି ପାରିବ । ଏହା ବ୍ୟତୀତ ଏହି ବ୍ୟାଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ଝିଅମାନଙ୍କ ନାମରେ ଅର୍ଥ ସଂଚୟ କରିବା କାର୍ଯ୍ୟକୁ ମଧ୍ୟ ଗତି ଦେବ ।

ଭାଇ ଓ ଭଉଣୀମାନେ, ଆମ ସରକାର ଦେଶର ବ୍ୟାଙ୍କକୁ ଗରିବଙ୍କ ଦୁଆର ପର୍ଯ୍ୟନ୍ତ ନେଇକରି ଆସି ଯାଇଛି । ନ ହେଲେ ଚାରି-ପାଂଚ ବର୍ଷ ପୂର୍ବେ ଏଭଳି ସ୍ଥିତି ଥିଲା ଆଉ ଏଭଳି ସ୍ଥିତି ସୃଷ୍ଟି କରାଯାଇଥିଲା କି ବ୍ୟାଙ୍କର ଅଧିକାଂଶ ଅର୍ଥ କେବଳ ସେହି ହାତଗଣତି ଲୋକଙ୍କ ପାଇଁ ସଂରକ୍ଷିତ ରଖି ଦିଆଯାଉଥିଲା, ଯେଉଁମାନେ କୌଣସି ଗୋଟିଏ ପରିବାରର ନିକଟ ସମ୍ପର୍କୀୟ ହୋଇଥିବେ । ଆପଣ ଚିନ୍ତା କରନ୍ତୁ ସ୍ୱାଧୀନତା ପରଠାରୁ ନେଇ 2008 ପର୍ଯ୍ୟନ୍ତ କେବଳ ଅର୍ଥାତ 1947ରୁ 2008 ପର୍ଯ୍ୟନ୍ତ ଆଉ ସାରା ଦେଶର 20 ଲକ୍ଷ ଲୋକ ଶୁଣୁଛନ୍ତି, ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ 1947ରୁ 2008 ପର୍ଯ୍ୟନ୍ତ ଆମ ଦେଶର ସମସ୍ତ ବ୍ୟାଙ୍କରୁ ମୋଟ 18 ଲକ୍ଷ କୋଟି ଟଙ୍କାର ରାଶି ହିଁ ଋଣ ଆକାରରେ ଦିଆ ଯାଇଥିଲା । 18 ଲକ୍ଷ କୋଟି, ଏତେ ସମୟ ମଧ୍ୟରେ, କିନ୍ତୁ 2008 ପରେ କେବଳ ଛଅ ବର୍ଷରେ ଅର୍ଥାତ 60 ବର୍ଷରେ କ’ଣ ହେଲା ଆଉ ଛଅ ବର୍ଷରେ କ’ଣ ହେଲା? 60 ବର୍ଷରେ 18 ଲକ୍ଷ କୋଟି ଆଉ ଛଅ ବର୍ଷରେ ଏହି ରାଶି ବୃଦ୍ଧି ପାଇ 52 ଲକ୍ଷ କୋଟି ଟଙ୍କା ହୋଇଗଲା । ନେଇଯାଅ, ପରେ ମୋଦୀ ଆସିବ, କାନ୍ଦିବ, ନେଇଯାଅ । ଅର୍ଥାତ ଯେତେ ଋଣ ଦେଶର ବ୍ୟାଙ୍କଗୁଡ଼ିକ ସ୍ୱାଧୀନତା ପରେ ଦେଇଥିଲେ, ତାହାର ପ୍ରାୟ ଦୁଇଗୁଣ ଋଣ ବିଗତ ସରକାରଙ୍କର ଛଅ ବର୍ଷରେ… ତୁମର ମଧ୍ୟ ଭଲ,ମୋର ମଧ୍ୟ ଭଲ । ଆଉ ଏହି ଋଣ କିଭଳି ମିଳୁଥିଲା? ଆମ ଦେଶରେ ଏହି ଟେକ୍ନୋଲଜି ତ ଏବେ ଆସିଲା କିନ୍ତୁ ସେହି ସମୟରେ ଏକ ସ୍ୱତନ୍ତ୍ର ପରମ୍ପରା ଚାଲୁ ରହିଥିଲା, ଫୋନ୍ ବ୍ୟାଙ୍କିଙ୍ଗର । ଆଉ ସେହି ଫୋନ୍ ବ୍ୟାଙ୍କିଙ୍ଗର ପ୍ରସାର ସେତେ ହୋଇଥିଲା । ଅନେକ ନାମୀଦାମୀ ଲୋକ ଯଦି ଫୋନ୍ କରିଦେଲେ ତ ବ୍ୟାଙ୍କିଙ୍ଗ ଆଉ ଫୋନରେ ଋଣ ଦେଉଥିବା ଲୋକଙ୍କର ନାବ କୂଳରେ ଲାଗିଗଲା…. ଋଣ ମିଳି ଯାଉଥିଲା । ଯେତେ ବଡ଼ ଧନୀ, ଧନୀ ଧନସେଠଙ୍କୁ ଋଣ ଦରକାର ପଡ଼ୁଥିଲା, ସେ ନାମୀ ଲୋକଙ୍କ ମାଧ୍ୟମରେ ବ୍ୟାଙ୍କକୁ ଫୋନ୍ କରି ଦେଉଥିଲା । ବ୍ୟାଙ୍କବାଲା ସେହି ବ୍ୟକ୍ତି ଅଥବା କମ୍ପାନୀକୁ କୋଟି କୋଟି, ଶହ ଶହ କୋଟି ଟଙ୍କାର ଋଣ ଦେଉଥିଲା । ସମସ୍ତ ନିୟମ, ସମସ୍ତ କାଇଦା – କଟକଣା ଠାରୁ ଉପରେ ଥିଲା, ସେହି ନାମୀଦାମୀ ଲୋକଙ୍କର ଟେଲିଫୋନ୍ । କଂଗ୍ରେସ ଏବଂ ତା’ର ନାମୀଦାମୀ ଲୋକଙ୍କର ଫୋନ୍ ଦେଶର ବ୍ୟାଙ୍କିଙ୍ଗ ସେବାକୁ ବହୁତ ବଡ଼ କ୍ଷତି ପହଂଚାଇଲା । ଏବେ ପ୍ରଶ୍ନ ଏହା ମଧ୍ୟ ଉଠୁଛି କି ବ୍ୟାଙ୍କ ସେହି ଭଳି ଫୋନ ବ୍ୟାଙ୍କିଙ୍ଗକୁ କାହିଁକି ମନା କଲା ନାହିଁ । ସାଥୀଗଣ,ଆପଣମାନଙ୍କୁ ଏହା ମଧ୍ୟ ଜଣା ଥିବ କି ସେହି ସମୟରେ ବ୍ୟାଙ୍କ ଗୁଡ଼ିକରେ ନାମୀଦାମୀ ଲୋକଙ୍କର ଆଶୀର୍ବାଦରେ ହିଁ ଅଧିକାଂଶ ଲୋକଙ୍କର ନିଯୁକ୍ତି ହେଉଥିଲା । ନାମୀଦାମୀ ଲୋକଙ୍କର ପ୍ରଭାବ କାରଣରୁ ହିଁ ବଡ଼ ବଡ଼ ପ୍ରଭାବଶାଳୀ ଲୋକଙ୍କୁ ଋଣ ଦେବାକୁ ବ୍ୟାଙ୍କ ବାଲା ମନା କରି ପାରୁ ନ ଥିଲେ । ଛଅ ବର୍ଷରେ ପ୍ରାୟ ଦୁଇଗୁଣ ଋଣ ଦେବା ପଛରେ ଏହା ହଁ ସବୁଠାରୁ ବଡ଼ କାରଣ ଥିଲା । ବ୍ୟାଙ୍କଗୁଡ଼ିକ ଏହା ଜାଣିଥିଲେ ମଧ୍ୟ କି ସେମାନଙ୍କ ଦ୍ୱାରା ଦିଆ ଯାଉଥିବା ଋଣ ଫେରି ପାଇବା କଷ୍ଟକର ହେବ, ବାସ୍ କିଛି ବିଶେଷ ଲୋକଙ୍କୁ ଋଣ ଦେବାକୁ ପଡ଼ିବ । ଜଣା ପଡ଼ିବ ନାହିଁ, ଦେଇଦିଅ । କେବଳ ଏତିକି ହିଁ ନୁହେଁ, ଯେତେବେଳେ ଏଭଳି ଲୋକ ଋଣ ପରିଶୋଧ କରିବାରେ ଖିଲାପ କରିବାରେ ଲାଗିଲେ, ତ ବ୍ୟାଙ୍କଗୁଡ଼ିକ ଉପରେ ପୁଣି ଚାପ ପଡ଼ିଲା କି ସେମାନଙ୍କୁ ନୂଆ ଋଣ ଦିଅନ୍ତୁ, ଆଉ ଏହି ଗୋଲକ ଧନ୍ଧା,ଏହି ଚକ୍ର ଋଣର ପୁନଃ ସଂରଚନା ନାମରେ ହେଲା । ଅର୍ଥାତ ଥରେ ଋଣ ନେଇ ନେବା, ପୁଣି ଯେଉଁଠାରେ ପହଂଚିବାର ଥିଲା, ପହଂଚାଇଦେଲା । ଏବେ ତାହାକୁ ପୁଣି ସେ ମାଗୁଛି କି ଦ୍ୱିତୀୟଟି ଦିଅ, ତ ମୁଁ ଦେଉଛି । ସେ ଦେଉଛି, ଇଏ ଦେଉଛି, ଇଏ ଦେଉଛି, ଇଏ ଦେଉଛି । ସେହି ଚକ୍ର ଚାଲୁଥିଲା । ଯେଉଁ ଲୋକ ଏହି ଗୋଲକ ଧନ୍ଦାରେ ଲାଗିଥିଲେ, ସେମାନଙ୍କୁ ମଧ୍ୟ ଭଲ ଭାବେ ଜଣାଥିଲା କି ଦିନେ ନା ଦିନେ ସେମାନଙ୍କର ଗୁମର ନିଶ୍ଚିତ ଖୋଲିବ ଆଉ ଏଥିପାଇଁ ସେ ସମୟରୁ ହେରାଫେରି କଲେ, ଆଉ ଏକ ଷଡ଼ଯନ୍ତ୍ର ରଚନା କରାଗଲା । ବ୍ୟାଙ୍କଗୁଡ଼ିକ ଦେଇଥିବା କେତେ ଋଣ ଫେରସ୍ତ ଆସି ପାରୁ ନାହିଁ, ଏହାର ସଠିକ୍ ପରିସଂଖ୍ୟାନ ଦେଶକୁ ଲୁଚାଇ ଚାଲିଲେ । ଦେଶକୁ ଅନ୍ଧକାରରେ ରଖାଗଲା । ଅର୍ଥାତ ଯେଉଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଫସିଥିଲା, ତାହାକୁ ଖାତା କଲମରେ ସଠିକ ଭାବେ କୁହା ଯାଇ ନ ଥିଲା, ଲୁଚା ଯାଇଥିଲା । ଦେଶକୁ ମିଛ କୁହା ଯାଇଥିଲା କି କେବଳ ହେଉଛି  ଦୁଇ ଲକ୍ଷ କୋଟି ଟଙ୍କା, ଯାହା ଆସିବାକୁ ବାକି ଅଛି । ଆଉ ସନ୍ଦେହ ଅଛି କି ଆସିବ କି ଆସିବ ନାହିଁ । ଯେଉଁ ସମୟରେ ଦେଶରେ ବଡ଼ ବଡ଼ ଭ୍ରଷ୍ଟାଚାର ଲୋକ ଲୋଚନକୁ ଆସୁଥିଲା,ସେହି ସମୟରେ ବିଗତ ସରକାର ସମସ୍ତ ପରିଶ୍ରମ ନିଜର ଏହି ସବୁଠାରୁ ବଡ଼ ଭ୍ରଷ୍ଟାଚାରକୁ ଲୁଚାଇବାରେ ଲାଗିଥିଲେ । ବ୍ୟାଙ୍କର କିଛି ବିଶେଷ ଲୋକ ମଧ୍ୟ ଏହି ନାମୀଦାମୀ ଲୋକଙ୍କର ବହୁତ ସହାୟତା କରୁଥିଲେ ।

2014ରେ ଯେତେବେଳେ ଆମ ସରକାର ଗଠନ ହେଲା, ତ ସମସ୍ତ ସତ୍ୟ ସାମ୍ନାକୁ ଆସିବାରେ ଲାଗିଲା, ସେତେବେଳେ ବ୍ୟାଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆ ଯାଇ କୁହାଗଲା କି ସଠିକ ଆକଳନ କରାଯାଇ ତାଙ୍କର କେତେ ରାଶି ଏଭଳି ଭାବରେ ଦେଣନେଣ ଆଉ ସେମାନଙ୍କ କରଜ ଦେବା ବାକି ଅଛି, କେତେ ଟଙ୍କା ଫସି ରହିଛି, ସମସ୍ତ ସୂଚନା ନେଇକରି ଆସ । 6 ବର୍ଷରେ ଯେଉଁ ରାଶି ଦିଆଯାଇଥିଲା, ତାହାର ସତ୍ୟତା ଏହା କି ଯେଉଁ ରାଶିକୁ ବିଗତ ସରକାର କେବଳ ଦୁଇ ଅଢ଼େଇ ଲକ୍ଷ କୋଟି କହୁଥିଲେ, ତାହା ବାସ୍ତବରେ 9 ଲକ୍ଷ କୋଟି ଟଙ୍କା ଥିଲା । ଆଜି ଦେଶ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବ, ଦେଶ ସହିତ କେତେ ବଡ଼ ବିଶ୍ୱାସଘାତକତା କରାଯାଇଛି । ଦେଶ ଆଗରେ କେତେ ବଡ଼ ମିଥ୍ୟା କୁହା ଯାଇଛି । ପ୍ରତ୍ୟେକ ଦିନ ସୁଧ ରାଶି ଯୋଡ଼ି ହେବା କାରଣରୁ ଏହା ଦିନକୁ ଦିନ ବଢ଼ି ଚାଲିଛି । ଆଗାମୀ ଦିନରେ ଏହା ଆହୁରି ବଢ଼ିବ । କାରଣ ସୁଧ ତ ଯୋଡ଼ି ହେବାକୁ ହିଁ ରହିଛି । ବ୍ୟାଙ୍କ ତ ନିଜର କାଗଜ ପତ୍ର କାର୍ଯ୍ୟ କରି ଚାଲିବ ହିଁ କରି ଚାଲିବ ।

          ସାଥୀଗଣ, 2014ରେ ସରକାର ଗଠନ ହେବାର କିଛି ସମୟ ପରେ ହିଁ ଆମକୁ ଏହି ଅନୁଭବ ହୋଇ ଯାଇଥିଲା କି କଂଗ୍ରେସ ଆଉ ଏହି ନାମୀଦାମୀ ଲୋକ ଦେଶର ଅର୍ଥବ୍ୟବସ୍ଥାକୁ ଏପରି ଏକଲେଣ୍ଡମାଇନ ବିଛାଇ କରି ଯାଇଛନ୍ତି, ଯଦି ସେହି ସମୟରେ ଦେଶ ଆଉ ଦୁନିଆ ଆଗରେ ଏହି ସତ୍ୟକୁ ରଖି ଦିଆ ଯାଇଥାନ୍ତା, ତ ଏଭଳି ବିସ୍ଫୋରଣ ହୋଇଥାଆନ୍ତା କି ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ବୋଧ ହୁଏ କଷ୍ଟକର ହୋଇ ଯାଇଥାଆନ୍ତା । ଏତେ ନଷ୍ଟ ଭ୍ରଷ୍ଟ କରି ରଖିଥିଲେ । ଏଥିପାଇଁ ବହୁତ ସତର୍କତାର ସହିତ, ବଡ଼ ନିରୀକ୍ଷଣ କରି କାର୍ଯ୍ୟ କରି – କରି ଏହି ସଂକଟରୁ ଦେଶକୁ ବାହାର କରିବା ପାଇଁ ଆମେ ଦିନ ରାତି ଲାଗିଛୁ ।

ଭାଇ ଓ ଭଉଣୀମାନେ, ଆମର ଏହି ସରକାର, ଏନପିଏର ସତ୍ୟତା, ଗତ ସରକାରଙ୍କ ଭ୍ରଷ୍ଟାଚାରକୁ ଦେଶ ସାମ୍ନାକୁ ନେଇ କରି ଆସିଛି । ଆମେ କେବଳ ରୋଗର କାରଣ ଖୋଜି ବାହାର କରି ନାହୁଁ,ବରଂ ତାହାର କାରଣ ମଧ୍ୟ ଯାଂଚ କରିଛୁ, ଆଉ ସେହି ରୋଗରୁ ମୁକ୍ତ କରିବା ପାଇଁ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଉଠାଇଛୁ । ବିଗତ ସାଢ଼େ ଚାରି ବର୍ଷରେ 50 କୋଟିରୁ ଅଧିକ ସମସ୍ତ ଋଣର ସମୀକ୍ଷା କରାଯାଇଛି । ଋଣର ସର୍ତ୍ତକୁ କଠୋରତାର ସହ ପାଳନ କରାଯାଉ, ଏହା ସୁନିଶ୍ଚିତ କରାଯାଉଛି । ଆମେ ଆଇନ ବଦଳାଇଛୁ । ବ୍ୟାଙ୍କ ମିଶ୍ରଣର ନିଷ୍ପତ୍ତି ନେଇଛୁ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବୃତ୍ତିଗତ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେଉଛୁ । ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କକୁ ସୁଧାରିବା ପାଇଁ ନିରନ୍ତର ସଂସ୍କାରର ପ୍ରୟାସ କରାଯାଉଛି । ପଳାତକ ଅର୍ଥନୈତିକ ଅପରାଧୀ ବିଲ୍, ପଳାତକଙ୍କ ସମ୍ପତ୍ତି ଜବତ କରିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଏହି ପଳାତକମାନେ ନିଜ ସମ୍ପତ୍ତିକୁ ପୁଣି ନେଇ ନ ଯାଆନ୍ତୁ, ତା’ର ବ୍ୟବସ୍ଥା କରାଯାଇଛି । ବଡ଼ ଋଣ ନେଇଥିବା ଲୋକଙ୍କର ପାସପୋର୍ଟ ବିବରଣୀ ମଧ୍ୟ ଏବେ ସରକାରଙ୍କ ହେପାଜତରେ ରଖିବା ପାଇଁ ସ୍ଥିର କରାଯାଇଛି, ଫଳରେ ଦେଶ ଛାଡ଼ି ପଳାଇବା ଏମାନଙ୍କ ପାଇଁ ସହଜ ହେବ ନାହିଁ । ଦେବାଳିଆ ସଂହିତା ଆଉ ଏନସିଏଲଟି ଦ୍ୱାରା ଏନପିଏରପୁନଃଭରଣା ଆରମ୍ଭ ହୋଇଛି । ସବୁଠାରୁ ବଡ଼ 12 ଖିଲାପକାରୀ, ଯେଉଁ ମାନଙ୍କୁ 2014 ପୂର୍ବରୁ ଋଣ ଦିଆ ଯାଇଥିଲା, ଯେଉଁ ମାନଙ୍କର ଏନପିଏ ରାଶି ପାଖାପାଖି ଶହେ ପଂଚସ୍ତରୀ ଲକ୍ଷ କୋଟି ହେବ,ସେମାନଙ୍କ ବିରୁଦ୍ଧରେ ଦ୍ରୁତ ଗତିରେ କାର୍ଯ୍ୟନୁଷ୍ଠାନ ଚାଲୁ ରହିଛି । ଏବେ ତାହାର ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ସେହି 12 ଜଣଙ୍କ ବ୍ୟତୀତ ଆଉ ଅନ୍ୟ 27 ଜଣ, ସେମାନେ ମଧ୍ୟ ହେଉଛନ୍ତି ବଡ଼ ବଡ଼ ଋଣ ଖାତାଧାରୀ । ଯେଉଁଥିରେ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ଏନପିଏ ରହିଛି । ତା’ର ଫେରସ୍ତ ପାଇଁ ମଧ୍ୟ ବ୍ୟବସ୍ଥା ବହୁତ ସଠିକ ଭାବେ କରାଯାଉଛି । ଯେଉଁ ମାନଙ୍କୁ ଲାଗୁଥିଲା କି ନାମୀଦାମୀ ଲୋକଙ୍କର ସହଭାଗିତା ଆଉ ଦୟାରୁ ସେମାନଙ୍କୁ ମିଳିଥିବା ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ସେମାନଙ୍କ ପାଖରେ ହିଁ ରହିବ, ସବୁବେଳେ ଇନ କମିଂ ହିଁ ରହିବ, ଏବେ ସେମାନଙ୍କ ଖାତାରୁ ଆଉଟ ଗୋଇଂ ମଧ୍ୟ ଆରମ୍ଭ ହୋଇଛି । ଦେଶରେ ଏକ ନୂତନ ପରିବର୍ତ୍ତନ ଆସିଛି । ଏବେ ଏକ ନୂତନ ସଂସ୍କୃତି ଆସିଛି, ସଂସ୍କୃତି ବଦଳୁଛି । ପ୍ରଥମେ ବ୍ୟାଙ୍କ ସେମାନଙ୍କ ପଛରେ ପଡ଼ିଥିଲେ, ଏବେ ଆମେ ଆଇନର ଜାଲ ଏଭଳି ଭାବେ ତିଆରି କରିଛୁ କି ଏବେ ସେମାନେ ରି-ପେମେଂଟ କରିବା ପାଇଁ ଘୁରି ବୁଲୁଛନ୍ତି । କିଛି କର ଭାଇ, ଅଳ୍ପ କିଛି ନେଇ ନିଅ । କିଛି ଆସନ୍ତା ମାସରେ ଦେଇ ଦେବି, କିଏ ମୋତେ ବଂଚାଇଦିଅ । ଏବେ ସେମାନେ ନିଜେ ବ୍ୟାଙ୍କ ପଛରେ ଦୌଡ଼ିବାରେ ଲାଗିଛନ୍ତି । ଅର୍ଥ ଫେରସ୍ତ କରିବା ପାଇଁ ବାଧ୍ୟ ହେଉଛନ୍ତି । ଦିନକୁ ଦିନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ଼ ହେଉଛି । ଏହା ସହିତ ଏବେ ଏଭଳି ଲୋକଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ପଞ୍ଝା ମାଡ଼ି ବସିବାକୁ ଯାଉଛି । ଆଉ ମୁଁ ଦେଶକୁ ପୁଣି ଆଶ୍ୱସ୍ତ କରିବାକୁ ଚାହୁଁଛି କି ଏହି ସମସ୍ତ ବଡ଼ ଋଣ ଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ ଏହି ସରକାର ଦେଇ ନାହାଁନ୍ତି । ଆମେ ତ ଆସିଲା ପରେ ବ୍ୟାଙ୍କଗୁଡ଼ିକର ମାର୍ଗ ଆଉ ଅବସ୍ଥା ଉଭୟରେ ନିରନ୍ତର ପରିବର୍ତ୍ତନ କରିଛୁ । ଆଉ ଆଜିର ଏହି ଆୟୋଜନ ମଧ୍ୟ ହେଉଛି ତାହାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଥମେ ନାମୀଦାମୀ ଲୋକଙ୍କର ଆଶୀର୍ବାଦରୁ ହିଁ ଏହି ବଡ଼ ଲୋକଙ୍କୁ ଋଣ ମିଳୁଥିଲା । ଏବେ ଦେଶର ଗରିବଙ୍କୁ ବ୍ୟାଙ୍କରୁ ଋଣ ମିଳିଲା । ଆମ ଡାକବାଲା ହାତକୁ ଆସିଗଲା ।

ବିଗତ ଚାରି ବର୍ଷରେ ମୁଦ୍ରା ଯୋଜନା ମାଧ୍ୟମରେ 13 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ସ୍ୱରୋଜଗାର ପାଇଁ ଦେଶର ଗରିବ ଏବଂ ମଧ୍ୟମବର୍ଗର ଯୁବକମାନଙ୍କୁ ଦିଆଯାଇଛି । 32 କୋଟିରୁ ଅଧିକ ଗରିବଙ୍କର ଜନ ଧନ ଏକାଉଣ୍ଟ ଖୋଲା ଯାଇଛି । 21 କୋଟିରୁ ଅଧିକ ଗରିବଙ୍କୁ କେବଳ 1 ଟଙ୍କା,ମାସକୁ 1 ଟଙ୍କା ଆଉ 90 ପଇସା ପ୍ରତିଦିନର ପ୍ରିମିୟମରେ ବୀମା ଏବଂ ପେନସନର ସୁରକ୍ଷା କବଚ ମଧ୍ୟ ଦେବାର କାର୍ଯ୍ୟ ଆମ ସରକାର କରିଛନ୍ତି ।

ଭାଇ ଓ ଭଉଣୀମାନେ, ଦେଶର ଅର୍ଥ ବ୍ୟବସ୍ଥାକୁ ଯେଉଁ ଲେଣ୍ଡମାଇନ୍ ଉପରେ ନାମୀଦାମୀ ଲୋକମାନେ ବସାଇଥିଲେ, ସେହି ଲେଣ୍ଡମାଇନ୍ କୁ ଆମ ସରକାର ନିଷ୍କ୍ରିୟ କରି ଦେଇଛନ୍ତି । ଦେଶ ଆଜି ଏକ ନୂତନ ଆତ୍ମବିଶ୍ୱାସରେ ଭରି ରହିଛି । ଗୋଟିଏ ପଟରେ ଏହି ଏସୀୟ କ୍ରୀଡାରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛି । ଆମର ଖେଳାଳୀ ମାନେ ତ, ଅନ୍ୟ ପଟରେ କାଲି ଦେଶର ଅର୍ଥବ୍ୟବସ୍ଥାର ପରିସଂଖ୍ୟାନକୁ ମଧ୍ୟ ଏକ ନୂତନ ପଦକ ମିଳିଛି । ଯେଉଁ ପରିସଂଖ୍ୟାନ ଆସିଛି, ତାହା ଦେଶର ସୁଦୃଢ଼ ହେଉଥିବା ଅର୍ଥବ୍ୟବସ୍ଥା ଆଉ ସେଥିରେ ଆସୁଥିବା ଆତ୍ମବିଶ୍ୱାସର ହେଉଛି ପ୍ରମାଣ । 8.2ପ୍ରତିଶତ ଦରରେ ହିଁ ବିକାଶ ହେଉଛି, ଭାରତର ଅର୍ଥବ୍ୟବସ୍ଥା ବୃଦ୍ଧି ପାଉଥିବା ଶକ୍ତିକୁ ଦର୍ଶାଉଛି । ଏକ ନୂତନ ଭାରତର ଉଜ୍ଜ୍ୱଳ ପ୍ରତିଛବି ସାମ୍ନାକୁ ଆଣୁଛି । ଏହି ପରିସଂଖ୍ୟାନ ନା କେବଳ ଭଲ ବରଂ ଯେଉଁ ସମସ୍ତ ବିଶେଷଜ୍ଞ ଲୋକ ଅଛନ୍ତି, ଅନୁମାନ ଲଗାଉଥିଲେ, ତା’ଠାରୁ ମଧ୍ୟ ହେଉଛି ଅଧିକ । ଯେତେବେଳେ ଦେଶ ସଠିକ ଦିଗରେ ଚାଲିଥାଏ ଆଉ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ ତ ଏଭଳି ହିଁ ସକରାତ୍ମକ ପରିଣାମ ଦେଖିବାକୁ ମିଳିଥାଏ । ସାଥୀଗଣ, ଏହା ସମ୍ଭବ ହୋଇଛି ଶହେ ପଚିଶ କୋଟି ଦେଶବାସୀଙ୍କର ପରିଶ୍ରମରୁ, ନିଷ୍ଠା ଆଉ ପ୍ରତିବଦ୍ଧତା କାରଣରୁ । ଆମର ଯୁବକମାନେ, ଆମ ମହିଳାମାନେ, ଆମ କୃଷକ, ଆମ ଉଦ୍ୟୋଗୀ, ଆମ ଶ୍ରମିକ, ଏହା ଆମ ସମସ୍ତଙ୍କର ସେହି ସମସ୍ତଙ୍କର ପୁରୁଷାର୍ଥର ପରିଣାମ ହେଉଛି କି ଦେଶ ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଆଜି ଭାରତ ନା କେବଳ ଦେଶର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା ହେଉଛି,ବରଂ ସବୁଠାରୁ ଦ୍ରୁତ ଗତିରେ ଗରିବ ଦୂର କରିବାବାଲା ଦେଶ ମଧ୍ୟ ହୋଇଛି । ଜିଡିପିର ପରିସଂଖ୍ୟାନ ସାକ୍ଷୀ ରହିଛି କି ନୂତନ ଭାରତ ନିଜ ସାମର୍ଥ୍ୟ ବଳରେ ଶହେ ପଚିଶ କୋଟି ଦେଶବାସୀଙ୍କ ସଂଘର୍ଷ ଏବଂ ସମର୍ପଣର ବଳରେ ଆଗକୁ ବଢ଼ୁଛି । ମୁଁ ଦେଶକୁ ପୁଣିଥରେ କହିବାକୁ ଚାହୁଁଛି କି ବ୍ୟାଙ୍କର ଯେତେ ଅର୍ଥ ନାମୀଦାମୀ ଲୋକମାନେ ଫସାଇଥିଲେ, ତାହାର ଗୋଟିଏ ଗୋଟିଏ ଟଙ୍କା ଫେରାଇ ଆଣି ହିଁ ନିଃଶ୍ୱାସ ନେବୁ । ତାହାଦ୍ୱାରା ଦେଶର ଗରିବରୁ ଗରିବ ବ୍ୟକ୍ତିକୁ ସଶକ୍ତ କରିବାର କାମ କରାଯିବ । ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ମଧ୍ୟ ଏଥିରେ ଏକ ବହୁତ ବଡ଼ ଗୁରୁତ୍ୱପୂର୍ଣ ଭୂମିକା ତୁଲାଇବ । ଆଇପିପିବି ଏବଂ ଡାକଘର ମାଧ୍ୟମରେ ବ୍ୟାଙ୍କିଙ୍ଗ, ବୀମା, ସାମାଜିକ ସୁରକ୍ଷାର ଯୋଜନା, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା, ପାସପୋର୍ଟ ସେବା, ଅନଲାଇନ୍ ସପିଂ ଭଳି ଅନେକ ସୁବିଧା ଗାଁ – ଗାଁ, ଘର – ଘର, ଆହୁରି ପ୍ରଭାବଶାଳୀ ଢ଼ଂଗରେ ପହଂଚିପାରିବ । ଅର୍ଥାତସମସ୍ତଙ୍କର ସହିତସମସ୍ତଙ୍କର ବିକାଶ ମାର୍ଗକୁ ଆମର ଡାକବାଲା, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ, ସଶକ୍ତ କରିବା ପାଇଁ ଏବେ ଏକ ନୂଆ ରୂପରେ ଦେଶର ସାମ୍ନାରେ ପ୍ରସ୍ତୁତ ହେଉଛି । ମୁଁ ଖୁସି କି ଏହି ବିଶାଳ ମିଶନକୁ ଗାଁ – ଗାଁ, ଘର – ଘର ପର୍ଯ୍ୟନ୍ତ, କୃଷକମାନଙ୍କ ପର୍ଯ୍ୟନ୍ତ, ଛୋଟ ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଦେଶର ତିନି ଲକ୍ଷ ଡାକ ସେବକ ପ୍ରତିଶ୍ରୁତିବଦ୍ଧ ହୋଇ ପ୍ରସ୍ତୁତ ଅଛନ୍ତି । ଡାକସେବକ ଲୋକଙ୍କୁ ଡିଜିଟାଲ ନେଣଦେଣରେ ନା କେବଳ ସହଯୋଗ କରିବେ ବରଂ ସେମାନଙ୍କୁ ତାଲିମ ମଧ୍ୟ ଦେବେ । ଫଳରେ ଭବିଷ୍ୟତରେ ସେମାନେ ନିଜ ଫୋନରେ ନିଜେ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ କାରବାର କରି ପାରିବେ । ଏଭଳି ଭାବେ ଆମର ଡାକବାବୁ ନା କେବଳ ବ୍ୟାଙ୍କର ହେବେ ବରଂ ଦେଶର ଡିଜିଟାଲ ଶିକ୍ଷକ ମଧ୍ୟ ହେବାକୁ ଯାଉଛନ୍ତି । ଦେଶସେବା କରୁଥିବା ଏହି ଭୂମିକାକୁ ଦେଖି ବିଗତ ମାସରେ ସରକାର ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଜୁଲାଇ ମାସରେ ହିଁ ଗ୍ରାମୀଣ ଡାକସେବକଙ୍କର ବେତନ ଏବଂ ଭତ୍ତା ସହିତ ଜଡ଼ିତ ପୁରୁଣା ଦାବୀ ପୂରଣ କରି ଦେଇଛନ୍ତି । ଏହାର ଲାଭ ଦେଶର ଅଢ଼େଇ ଲକ୍ଷରୁ ଅଧିକ ଗ୍ରାମୀଣ ଡାକସେବକଙ୍କୁ ମିଳିବା ସୁନିଶ୍ଚିତ ହୋଇଛି । ପ୍ରଥମେ ସେମାନଙ୍କୁ ଯେଉଁ ସମୟ ସମ୍ବନ୍ଧିତ ଭତ୍ତା ମିଳୁଥିଲା, ସେଥିରେ ଡଜନରୁ ଅଧିକ ସ୍ଲାବ ରହିଥିଲା । ଏବେ ଏହାକୁ ମଧ୍ୟ ହ୍ରାସ କରାଯାଇ କେବଳ ତିନୋଟି କରି ଦିଆଯାଇଛି । ଏହା ବ୍ୟତୀତ ସେମାନଙ୍କୁ ଯେଉଁ ଭତ୍ତା 2 ରୁ 4 ହଜାର ମଧ୍ୟରେ ମିଳୁଥିଲା, ତାକୁ ବଢ଼ାଇ 10 ହଜାରରୁ 14 ହଜାର ଟଙ୍କା କରି ଦିଆଯାଇଛି । ସେମାନେ ଯେଉଁ କଠିନ ପରିସ୍ଥିତିରେ କାମ କରୁଛନ୍ତି, ତାକୁ ଦେଖି ଏକ ନୂତନ ଭତ୍ତାର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯେଉଁ ମହିଳା ଗ୍ରାମ ଡାକସେବକ ଅଛନ୍ତି, ସେମାନଙ୍କୁ ସଂପୂର୍ଣ୍ଣ ବେତନ ସହିତ 180 ଦିନ ଅର୍ଥାତ 6 ମାସର ମାତୃତ୍ୱ ଅବକାଶର ମଧ୍ୟ ବ୍ୟବସ୍ଥା କରାଯାଇଛି । ସରକାରଙ୍କ ପ୍ରୟାସ କାରଣରୁ ଗ୍ରାମୀଣ ଡାକସେବକଙ୍କର ବେତନରେ ହାରାହାରୀ 50 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ମୋତେ ଅବଗତ କରାଯାଇଛି କି ଡାକସେବକଙ୍କ ଖାଲି ପଦ ପୂରଣ ପାଇଁ ଅନ-ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ନିଷ୍ପତ୍ତି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କର ଆମର ସବୁଠାରୁ ମଜବୁତ ପ୍ରତିନିଧିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ପ୍ରମାଣିତ ହେବ ।

ସାଥୀଗଣ, ଆଜି ଦେଶର ତିନି ହଜାରରୁ ଅଧିକ ସ୍ଥାନରେ ଏହି ସେବା ଆରମ୍ଭ ହେଉଛି ଆଉ ଯେଭଳି ଆମର ମନେଜ ସିହ୍ନା ମହାଶୟ କହୁଥିଲେ କି ଆଗାମୀ କିଛି ମାସରେ ହିଁ ଦେଢ଼ ଲକ୍ଷରୁ ଅଧିକ ଡାକଘର ଏହି ସୁବିଧା ସହିତ ଯୋଡ଼ି ହୋଇଯିବେ । ନିଉ ଇଣ୍ଡିଆର ଏହି ନୂତନ ବ୍ୟବସ୍ଥାକୁ ଦେଶର ସୁଦୃଢ଼ ଟେଲିକମ୍ ଭିତ୍ତିଭୂମିରୁ ମଧ୍ୟ ସହାୟତା ମିଳିବ । ଦେଶବାସୀଙ୍କୁ ଏହି ନୂତନ ବ୍ୟବସ୍ଥା ପାଇଁ ନୂତନ ବ୍ୟାଙ୍କ ପାଇଁ ନୂତନ ସୁବିଧା ପାଇଁ ବହୁତ ବହୁତ ଶୁଭେଚ୍ଛା ସହିତ ମୁଁ ପୁଣିଥରେ ଡାକସେବା କ୍ଷେତ୍ରରେ ଯୋଡ଼ି ହୋଇଥିବା ଆମର ସମସ୍ତ ସାଥୀମାନଙ୍କୁ ସମ୍ମାନ ଜଣାଇ, ସେମାନଙ୍କୁ ଆଦରର ସହିତ ମୁଁ ନିଜ କଥା ସମାପ୍ତ କରୁଛି । ଡାକବିଭାଗର ପ୍ରତ୍ୟେକ କର୍ମଚାରୀ ଏହି ବ୍ୟାଙ୍କ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପୁଣି ବହୁତ – ବହୁତ ଶୁଭକାମନା ଜଣାଉଛି । ବହୁତ – ବହୁତ ଧନ୍ୟବାଦ ଜଣାଉଛି । ଆଉ ମନୋଜ ସିହ୍ନା ମହାଶୟଙ୍କୁ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି, କାରଣ ତାଙ୍କର ଆଇଆଇଟିର ପୃଷ୍ଠଭୂମୀ ଏହି କାମରେ ମୋତେ ବହୁତ – ବହୁତ ସାହାଯ୍ୟ କରିଛି । ଟେକ୍ନୋଲଜି ଭରପୂର ସହାୟତା କରିଛି । ଆଉ ଏଥିପାଇଁ ମନ୍ତ୍ରୀ ମହାଶୟଙ୍କ ନେତୃତ୍ୱକୁ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।