We must never forget the innovative spirit that our ancestors were blessed with: PM Modi 
Curiosity relating to Yoga was increasing among people: PM Modi 
Let us try to integrate as many people as possible when we are marking the International Day of Yoga: PM 
New health policy of the Government covers various aspects of health and wellness: PM 
Swachhata one of the most important aspects of preventive healthcare: PM

ବିଶାଳ ସଂଖ୍ୟାରେ ଆସିଥିବା ପ୍ରିୟ ଭାଇ ଓ ଭଉଣୀମାନେ,

ଆଜି ଏହା ମୋର ସୌଭାଗ୍ୟ ଯେ କେଦାରନାଥ ଯାଇ ବାବାଙ୍କର ଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଲା, ଆଉ ସେଠାରୁ ଆପଣମାନଙ୍କ ପାଖକୁ ଆସିବା ଏବଂ ଆପଣମାନଙ୍କ ଆଶୀର୍ବାଦ ପାଇବାର ସୌଭାଗ୍ୟ ମିଳିଲା । ମୋତେ ଜଣା ନଥିଲା, ବାବା ସର୍ପ୍ରାଇଜ୍ ଦେଇଦେଲେ । ବଡ଼ ଭାବବିହ୍ୱଳତାର ସହିତ ମୋତେ ବିଶେଷ ସମ୍ମାନରେ ଆଭୂଷିତ କଲେ, ଅଳଙ୍କୃତ କଲେ । ମୁଁ ସ୍ୱାମୀଜୀଙ୍କୁ ଓ ଏହି ସଂପୂର୍ଣ୍ଣ ପତଞ୍ଜଳି ପରିବାରକୁ ଅନ୍ତରର ସହିତ କୃତଜ୍ଞତା ଜ୍ଞାପନ କରୁଛି ।

    କିନ୍ତୁ, ଯେଉଁ ଲୋକଙ୍କ ମଧ୍ୟରେ ମୋର ଲାଳନ ପାଳନ ହୋଇଛି, ଯେଉଁ ଲୋକମାନେ ମୋତେ ସଂସ୍କାରିତ କରିଛନ୍ତି, ମୋତେ ଶିକ୍ଷା ଦୀକ୍ଷା ଦେଇଛନ୍ତି, ତା’ଦ୍ୱାରା ମୁଁ ଏହି କଥାକୁ ଭଲ ଭାବରେ ବୁଝି ଯାଇଛି ଯେ ଯେବେ ଆପଣଙ୍କୁ ସମ୍ମାନ ମିଳେ, ତ ତାହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଠାରୁ ଏଇ ଏଇ ପ୍ରକାରର ଆଶା ଅଛି, ଟିକିଏ ମଧ୍ୟ ଆଗ ପଛ ହୁଅ ନାହିଁ; ଏହାକୁ ସଂପୂର୍ଣ୍ଣ କର । ଗୋଟିଏ ପ୍ରକାର ମୋ ସାମ୍ନାରେ ମୋତେ କଣ କରିବା ଦରକାର, କିଭଳି ବଞ୍ଚିବା ଦରକାର, କ’ଣ କରିବା ଓ ନ କରିବା ଦରକାର ତାହାର ଏକ ବଡ଼ ନଥି ଗୁରୁଜୀ ରଖିଦେଇଛନ୍ତି । 

କିନ୍ତୁ ସମ୍ମାନ ସହିତ ଆପଣମାନଙ୍କ ଆଶୀର୍ବାଦ, ଶହେ ପଚିଶ କୋଟି ଦେଶବାସୀଙ୍କ ଆଶୀର୍ବାଦର ଶକ୍ତି ଉପରେ ମୋର ସଂପୂର୍ଣ୍ଣ ଭରସା ଅଛି । ମୋର ନିଜ ଉପରେ ସେତେ ଭରସା ନାହିଁ, ମୋ ଉପରେ ସେତେ ଭରସା ନାହିଁ, ଯେତିକି ମୋତେ ଆପଣଙ୍କର ଆଉ ଦେଶବାସୀଙ୍କର ଆଶୀର୍ବାଦର ଶକ୍ତି ଉପରେ ଭରସା ଅଛି । ଆଉ ସେଥିପାଇଁ ସେହି ଆଶୀର୍ବାଦ ହେଉଛି ଉର୍ଜ୍ଜାର ସ୍ରୋତ । ରାଷ୍ଟ୍ର ପାଇଁ ସମର୍ପିତ ଜୀବନ ବଞ୍ଚିବା ପାଇଁ  ନିତ୍ୟ ନୂତନ ପ୍ରେରଣା ମିଳିଥାଏ ।

ମୁଁ ଆଜି ଯେବେ ଆପଣମାନଙ୍କ ପାଖକୁ ଆସିଛି, ତ ଆପଣମାନେ ମଧ୍ୟ ଭଲ ଭାବେ ଅନୁଭବ କରୁଥିବେ ଯେ ଆପଣଙ୍କ ପରିବାରର କୌଣସି ସଦସ୍ୟ ଆପଣମାନଙ୍କ ମଧ୍ୟକୁ ଆସିଛନ୍ତି । ଆଉ ମୁଁ ଏଠାକୁ ପ୍ରଥମ ଥର ଆସିନାହିଁ, ଆପଣମାନଙ୍କ ଗହଣକୁ ଆସିବାର ସୌଭାଗ୍ୟ ମୋତେ ବାରମ୍ବାର ମିଳିଛି, ଜଣେ ପରିବାରର ସଦସ୍ୟ ଭାବେ ଆସିବାର ସୌଭାଗ୍ୟ ମିଳିଛି । ସ୍ୱାମୀ ରାମଦେବଜୀ କିଭଳି ଦୁନିଆ ସାମ୍ନାକୁ ଉଠି ଉଠି ଆସିଲେ; ତାହା ବହୁତ ନିକଟରୁ ଦେଖିବାର ସୌଭାଗ୍ୟ ମୋତେ ମିଳିଛି । ତାଙ୍କର ସଂକଳ୍ପ ଆଉ ସଂକଳ୍ପ ପ୍ରତି ସମର୍ପଣ ହିଁ ହେଉଛି ତାଙ୍କ ସଫଳତାର ବଡ଼ ଜଡ଼ିବୁଟି । ଆଉ ଏଇ ଜଡ଼ିବୁଟି ବାଳକୃଷ୍ଣ ଆଚାର୍ଯ୍ୟଙ୍କ ଦ୍ୱାରା ଖୋଜା ଯାଇଥିବା ଜଡ଼ିବୁଟି ନୁହେଁ; ଏହା ନିଜେ ସ୍ୱାମୀଜୀଙ୍କ ଦ୍ୱାରା ଖୋଜା ଯାଇଥିବା ଜଡ଼ିବୁଟି । ବାଳକୃଷ୍ଣଜୀଙ୍କ ଜଡ଼ିବୁଟି ଶରୀରକୁ ସୁସ୍ଥ ରଖିବା କାମରେ ଆସେ, କିନ୍ତୁ ସ୍ୱାମୀ ରାମଦେବଜୀଙ୍କ ଜଡ଼ିବୁଟି ହେଉଛି ସବୁ ସଂକଟକୁ ପାର କରି ଆଗକୁ ବଢାଇବାର ଶକ୍ତି ଦେଲାବାଲା ।

ଆଜି ମୋତେ ଗବେଷଣା ସଂସ୍ଥାନକୁ ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଛି । ଯଦି ପୂର୍ବକାଳଆଡ଼କୁ ଟିକେ ଦୃଷ୍ଟି ଦେବା; ତ ଗୋଟିଏ କଥା ସ୍ପଷ୍ଟ ଧ୍ୟାନକୁ ଆସୁଅଛି, ଆମେ ଏତେ କାୟା ବିସ୍ତାର କରିଥିଲୁ, ଏତେ ପ୍ରଭାବଶାଳୀ ଥିଲୁ, ଏତେ ଶୀଖରକୁ ଛୁଇଁ ପାରିଥିଲୁ । ଦୁନିଆ ଯେତେବେଳେ ଏହାକୁ ଦେଖିଲା ତ ସେମାନଙ୍କ ପାଇଁ ସେ ପର୍ଯ୍ୟନ୍ତ ପହଂଚିବା ବୋଧହୁଏ ସମ୍ଭବପର ଲାଗୁ ନଥିଲା ଆଉ ସେଥିପାଇଁ ସେମାନେ ଏହି ଉପାୟ ଆପଣାଇଥିଲେ, ଯାହା ଆମର ଶ୍ରେଷ୍ଠ ଅଛି ତାକୁ ଧ୍ୱଂସ କରିବାର, ତାକୁ ଧ୍ୱସ୍ତ ବିଧ୍ୱସ୍ତ କରିବାର ।

ସ୍ୱାଧୀନତା ପରେ ଯାହା କିଛି ଥିଲା ତାକୁ ପୁରସ୍କୃତ କରି, ସମୟାନୁକୂଳ ପରିବର୍ତ୍ତନ କରି, ନୂତନ ରଂଗରେ ତାକୁ ସଜାଇ, ସ୍ୱାଧୀନ ଭାରତର ଶ୍ୱାସକ୍ରିୟା ମଧ୍ୟରେ, ତାକୁ ବିଶ୍ୱ ସମ୍ମୁଖରେ ଆମେ ପ୍ରସ୍ତୁତ କରିଥାନ୍ତୁ; କିନ୍ତୁ ତାହା ହେଲା ନାହିଁ । ପରାଧୀନତାର ସମୟରେ ନଷ୍ଟ କରିବାର ପ୍ରୟାସ ହେଲା, ସ୍ୱାଧୀନତାର ଏକ ଲମ୍ବା ସମୟ ଏଭଳି ଗଲା ଯେଉଁଥିରେ ଏହି ଶ୍ରେଷ୍ଠତା ଗୁଡ଼ିକୁ ଭୁଲାଇବାର ପ୍ରୟାସ ହେଲା । ଶଠମାନେ ନଷ୍ଟ କରିବାର ପ୍ରୟାସ କଲେ, ତା ସହିତ ତ ଆମେ ଲଢିପାରିଲେ, ବାହାରି ପାରିଲେ, ବଂଚାଇ ପାରିଲେ, କିନ୍ତୁ ନିଜର ଲୋକମାନେ ଯେବେ ଭୁଲାଇବାର ପ୍ରୟାସ କଲେ ତ ଆମର ତିନି ତିନୋଟି ପିଢୀ ଦ୍ୱନ୍ଦ୍ୱ ମଧ୍ୟରେ ସମୟ କଟାଇଲେ ।

ମୁଁ ଆଜି ଗର୍ବର ସହିତ କହୁଛି, ବଡ଼ ସନ୍ତୋଷର ସହିତ କହୁଛି ଯେ, ଏବେ ଭୁଲିବାର ସମୟ ନୁହେଁ, ଯିଏ ଶ୍ରେଷ୍ଠ ତାହାକୁ ଗୌରବ ମଣ୍ଡିତ କରିବାର ସମୟ, ଆଉ ଏ ହେଉଛି ସେହି ସମୟ ଯିଏ ବିଶ୍ୱରେ ଭାରତର ଗର୍ବ ଓ ଗୌରବକୁ ପରିଚିତ କରାଇବ । କିନ୍ତୁ ଆମେ ଏହି କଥାକୁ ଭୁଲିବା ନାହିଁ ଯେ ଭାରତ ସାରା ଦୁନିଆରେ ଏହି ଶୀର୍ଷତାରେ କିପରି ଥିଲା । ସେ ଏଥିପାଇଁ ଥିଲା ଯେ ହଜାର ହଜାର ବର୍ଷ ପୂର୍ବେ ଆମ ପୂର୍ବ ପୁରୁଷମାନେ ଲଗାତାର ନବପ୍ରବର୍ତ୍ତନରେ ନିଜ ଜୀବନକୁ ଲଗାଇଥିଲେ । ଯେବେଠାରୁ ନବପ୍ରବର୍ତ୍ତନ କଲେ, ଗବେଷଣା କଲେ ଉଦାସୀନତା ଆମ ଭିତରେ ଘର କରି ନେଇଥିଲା ଆମେ ଦୁନିଆ ସାମ୍ନାରେ ନିଜର ପ୍ରଭାବ ସୃଷ୍ଟି କରିବାରେ ଅସମର୍ଥ ହେବାରେ ଲାଗିଲୁ ।

କିଛି ବର୍ଷ ଆଇଟି ବିପ୍ଳବ ଆସିଲା, ଆମ ଦେଶର 18 ବର୍ଷର ପିଲା ମାଉସ୍ ସହିତ ଖେଳି ଖେଳି ଦୁନିଆକୁ ଆଶ୍ଚର୍ଯ୍ୟ କରିବାରେ ଲାଗିଲେ, ସେତେବେଳେ ପୁଣି ଦୁନିଆର ଦୃଷ୍ଟି ଆମ ଆଡକୁ ଗଲା । ଆଇଟି ଦୁନିଆକୁ ପ୍ରଭାବିତ କଲା । ଆମ ଦେଶର 18,20 ବର୍ଷ ବୟସର ଯୁବକମାନେ ବିଶ୍ୱକୁ ପ୍ରଭାବିତ କରିଦେଲେ । ଗବେଷଣା, ନବପ୍ରବର୍ତ୍ତନ, ଏହାର କ’ଣ ଶକ୍ତି ଥାଏ, ଆମେ ନିଜ ଆଖି ସାମ୍ନାରେ ଦେଖିଛୁ । ଆଜି ସମଗ୍ର ବିଶ୍ୱ  Holistic Health Centre ଏହି ବିଷୟରେ ବଡ଼ ସମ୍ବେଦନଶୀଳ, ସଜାଗ । କିନ୍ତୁ ରାସ୍ତା ମିଳୁ ନାହିଁ । ଭାରତରେ ଋଷି-ମୁନୀଙ୍କର ମହାନ ପରମ୍ପରା, ଯୋଗ, ତା ଉପରେ ବିଶ୍ୱର ଆକର୍ଷଣ ସୃଷ୍ଟି ହୋଇଛି, ସେଥିରେ ଅଛି ଶାନ୍ତି ସନ୍ଧାନ । ସେ ବାହାର ଦୁନିଆରୁ ବିରକ୍ତ ହୋଇ ଭିତରର ଦୁନିଆକୁ ଜାଣିବା, ପରଖିବା ପାଇଁ ପ୍ରୟାସ କରୁଅଛି ।

ଏଭଳି ସମୟରେ ଆମ ମାନଙ୍କର କର୍ତବ୍ୟ ହେଉଛି ଯେ ଆଧୁନିକ ସ୍ୱରୂପରେ ଗବେଷଣା ଏବଂ ବିଶ୍ଳେଷଣ ସହିତ ଯୋଗ ଏଭଳି ଏକ ବିଜ୍ଞାନ ଅଟେ; ଯାହା ଶରୀର ଏବଂ ମନର ସୁସ୍ଥତା ପାଇଁ, ଆତ୍ମାର ଚେତନା ପାଇଁ, ଏଇ ଶାସ୍ତ୍ର କେତେ ସହଜରେ ଉପଲବ୍ଧ ହୋଇପାରେ । ମୁଁ ବାବା ରାମଦେବଜୀଙ୍କୁ ଅଭିନନ୍ଦନ ଜଣାଉଛି, ସେ ଯୋଗକୁ  ଏକ ଆନ୍ଦୋଳନରେ ପରିଣତ କରିଛନ୍ତି । ସାଧାରଣ ମନୁଷ୍ୟ ଠାରେ ବିଶ୍ୱାସ ସୃଷ୍ଟି କରିଦେଲେ ଯେ ଯୋଗପାଇଁ ହିମାଳୟର ଗୁମ୍ଫାକୁ ଯିବାର ଆବଶ୍ୟକତା ନାହିଁ, ନିଜ ଘରେ ରୋଷେଇ ଘର ପାଖରେ ବସି ମଧ୍ୟ ଯୋଗ କରି ପାରିବେ, ଫୁଟପାଥରେ ମଧ୍ୟ କରିପାରିବ, ପଡିଆରେ ମଧ୍ୟ କରିପାରିବ, ବଗିଚାରେ ମଧ୍ୟ କରିପାରିବ, ମନ୍ଦିର ପରିସରରେ ମଧ୍ୟ କରିପାରିବ ।

ଇଏ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଆଉ ଆଜି ତାହାର ପରିଣାମ ହେଉଛି, ଯେ 21 ଜୁନକୁ ଯେବେ ବିଶ୍ୱ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରେ, ଦୁନିଆର ସବୁ ଦେଶରେ ଯୋଗର ଉତ୍ସବ ପାଳନ କରାଯାଏ, ଅଧିକରୁ ଅଧିକ ଲୋକ ସେଥିରେ ଯୋଡି ହୁଅନ୍ତୁ, ସେଥିପାଇଁ ପ୍ରୟାସ ହୁଏ । ମୁଁ ବିଶ୍ୱର ଯେତେ ଲୋକଙ୍କୁ ଭେଟୁଛି, ମୋର ଅନୁଭବ ଏହା ଯେ ଦେଶର କଥା କହିବା, ବିକାଶର କଥା କହିବା, ନିବେଶର ଚର୍ଚ୍ଚା କରିବା, ରାଜନୈତିକ ପରିଦୃଶ୍ୟର ଚର୍ଚ୍ଚା କରିବା, କିନ୍ତୁ ଗୋଟିଏ କଥା ନିଶ୍ଚୟ କରନ୍ତି, ମୋ ସହିତ ଯୋଗର ସମ୍ବନ୍ଧ ନେଇ ଗୋଟିଏ -ଦୁଇଟି ପ୍ରଶ୍ନ ନିଶ୍ଚୟ ପଚାରନ୍ତି । ଏଇ ଜିଜ୍ଞାସା ସୃଷ୍ଟି ହୋଇଛି ।

ଆମ ଆୟୁର୍ବେଦର ଶକ୍ତିକୁ ଅଳ୍ପ ବହୁତେ ଆମେ ହିଁ କ୍ଷତି ପହଂଚାଇ ଦେଇଛେ । ଯେଉଁ ଆଧୁନିକ ଡ଼ାକ୍ତରୀ ବିଜ୍ଞାନ ଅଛି ତାଙ୍କୁ ଲାଗିଲା ଯେ ଆପଣଙ୍କ ସମସ୍ତ କଥା କୌଣସି ଶାସ୍ତ୍ର ଆଧାରିତ ନୁହେଁ; ଆୟୁର୍ବେଦ ବାଲାଙ୍କୁ ଲାଗିଲା ଯେ ଆପଣଙ୍କ ଔଷଧରେ ଦମ୍ ନାହିଁ, ଏବେ ଆପଣ ଲୋକଙ୍କୁ ଠିକ୍ କରି ଦେଉଛନ୍ତି କିନ୍ତୁ ଠିକ୍ ହେଉ ନାହାନ୍ତି । ତୁମେ ବଡ଼ କି ଆମେ ବଡ଼, ଏଇ ଲଢେଇରେ ସବୁ ସମୟ ବିତିଗଲା । ଭଲ ହୋଇଥାନ୍ତା ଯଦି ଆମର ସଂମ୍ପୂର୍ଣ୍ଣ ଜ୍ଞାନ, ଆଧୁନିକରୁ ଆଧୁନିକ ଜ୍ଞାନ ମଧ୍ୟ, ତାକୁ ମଧ୍ୟ ଆମେ ଏହି ପରମ୍ପରା ସହିତ ଯୋଡି ଆଗକୁ ବଢାଇ ଥାଆନ୍ତେ ତ ହୁଏତ ମାନବତାର ବହୁତ ବଡ଼ ସେବା ହୋଇଥାନ୍ତା ।

ମୁଁ ଖୁସି ଯେ ପତଞ୍ଜଳି ଯୋଗ ବିଦ୍ୟାପୀଠ ମାଧ୍ୟମରେ ବାବା ରାମଦେବଜୀ ଯେଉଁ ଅଭିଯାନ ଚଲାଇଛନ୍ତି, ଆନ୍ଦୋଳନ ଚଲାଇଛନ୍ତି, ସେଥିରେ ଆୟୁର୍ବେଦର ମହିମା ମଣ୍ଡନରେ ନିଜକୁ ସୀମିତ ରଖି ନାହାନ୍ତି । ଦୁନିଆ ଗବେଷଣାର ଭାଷା ବୁଝେ, ଡ଼ାକ୍ତରୀ ବିଜ୍ଞାନରେ ପ୍ରସ୍ଥାପିତ ବ୍ୟବସ୍ଥା ମାଧ୍ୟମରେ ବୁଝେ; ବାବା ରାମଦେବ ବୋଝ ଉଠାଇଛନ୍ତି, ସେହି ଭାଷାରେ ଭାରତର ଆୟୁର୍ବେଦକୁ ସେ ଆଣି ଆସିବେ ଏବଂ ଦୁନିଆକୁ ପ୍ରେରିତ କରିବେ ।

ଏକ ପ୍ରକାରରେ ସେ ହିନ୍ଦୁସ୍ଥାନର ସେବା କରୁଛନ୍ତି । ହଜାର ହଜାର ବର୍ଷ ଧରି ଆମ ଋଷି-ମୁନୀମାନେ ତପସ୍ୟା କରିଛନ୍ତି, ଯାହା ପ୍ରାପ୍ତ କରିଛନ୍ତି, ତାହା ଦୁନିଆକୁ ବାଂଟିବା ପାଇଁ ବାହାରିଛନ୍ତି, ବୈଜ୍ଞାନିକ ଅଧିଷ୍ଠାନ ପାଇଁ ବାହାରିଛନ୍ତି ଆଉ ମୋର ବିଶ୍ୱାସ ଅଛି, ଆଜି ମୁଁ ଯେଉଁ ଗବେଷଣା କେନ୍ଦ୍ର ଦେଖିଲି, କୌଣସି ବି ଆଧୁନିକ ଗବେଷଣା କେନ୍ଦ୍ର ଦେଖନ୍ତୁ; ଏହା ପ୍ରାୟ ତା ସମକକ୍ଷ ହୋଇ ଠିଆ ହୋଇଛି । ମାଆ ଗଙ୍ଗାଙ୍କ କୂଳରେ ହୋଇଛି ଏହି କାମ ।

ଆଉ ଏଥିପାଇଁ ମୁଁ ବାବାଙ୍କୁ ହୃଦୟର ସହିତ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଯେବେ ଅଟଳଜୀଙ୍କ ସରକାର ଦେଶରେ ଥିଲା, ସେତେବେଳେ ଆମ ଦେଶରେ ଗୋଟିଏ ସ୍ୱାସ୍ଥ୍ୟ ନୀତି ଆସିଥିଲା । ଏତେ ବର୍ଷ ପରେ ଯେବେ ଆମ ସରକାର ହେଲା, ତ ପୁଣି ଥରେ ଆମେ ଦେଶ ପାଇଁ ଗୋଟିଏ ସ୍ୱାସ୍ଥ୍ୟ ନୀତି ଆଣିଛୁ । ହୋଲିଷ୍ଟିକ ସ୍ୱାସ୍ଥ୍ୟ ରକ୍ଷାର ଲକ୍ଷ୍ୟ ନେଇ ଆସିଛୁ । ଆଉ ଏବେ ଦୁନିଆ କେବଳ ସୁସ୍ଥ ରହିବାକୁ ଚାହୁଂଛି ଏଭଳି ନୁହେଁ, ରୋଗ ନ ହେଉ ସେ ପର୍ଯ୍ୟନ୍ତ ଅଟକିବାକୁ ଚାହୁଁ ନାହିଁ; ଏବେ ଲୋକମାନଙ୍କୁ ସୁସ୍ଥତା ଆବଶ୍ୟକ, ଆଉ ଏଥିପାଇଁ ସମାଧାନ ମଧ୍ୟ ଦେବାକୁ ପଡିବ । ପ୍ରତିଷେଧକ ସ୍ୱାସ୍ଥ୍ୟ ରକ୍ଷାର ଉତ୍ତମରୁ ଉତ୍ତମ ମାର୍ଗ ଅଛି, ଆଉ ଶସ୍ତାରୁ ଶସ୍ତା ରାସ୍ତା ଅଛି, ତାହା ହେଉଛି ସ୍ୱଚ୍ଛତା । ଆମେ ସ୍ଥିର କରିବା, ଶହେ ପଚିଶ କୋଟି ଦେଶବାସୀ ସ୍ଥିର କରିବା କି ମୁଁ ଅଳିଆ ଆବର୍ଜନା କରିବି ନାହିଁ । କୌଣସି ବଡ଼ ସଂକଳ୍ପ ନେବାର ଆବଶ୍ୟକତା ନାହିଁ, ଏଥିରେ ଜେଲ୍ ଯିବାର ଆବଶ୍ୟକତା ନାହିଁ, ଫାଶିରେ ଝୁଲିବାର ଆବଶ୍ୟକତା ନାହିଁ, ଦେଶ ପାଇଁ ସୀମାକୁ ଯାଇ ଜବାନଙ୍କ ଭଳି ମାରିବା-ମରିବାର ଆବଶ୍ୟକତା ନାହିଁ; ଛୋଟ କାମ ଟିଏ- ମୁଁ ଅଳିଆ ଆବର୍ଜନା କରିବି ନାହିଁ ।

ଆପଣ କଳ୍ପନା କରିପାରିବେ ଜଣେ ଡ଼ାକ୍ତର ଯେତିକି ଜୀବନ ବଂଚାଇ ଥାଏ, ତା’ଠାରୁ ଅଧିକ ପିଲାଙ୍କର ଜୀବନ ଆପଣ ଅଳିଆ ଆବର୍ଜନା ନ କରି ବଂଚାଇ ପାରିବେ । ଆପଣ ଜଣେ ଗରିବକୁ ଦାନ-ପୁଣ୍ୟ ଦେଇ ଯେତିକି ପୁଣ୍ୟ ଅର୍ଜନ କରୁଛନ୍ତି, ଅଳିଆ ଆବର୍ଜନା ନ କରି ଜଣେ ଗରିବ ସୁସ୍ଥ ରୁହେ ତ ଆପଣଙ୍କ ଦାନ ଟଙ୍କାରେ ଦିଅନ୍ତି, ତାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ହୋଇଯାଏ । ଆଉ ମୁଁ ଖୁସୀ ଯେ ଦେଶର ଯେଉଁ ନୂଆ ପିଢୀ ଅଛନ୍ତି, ଆଗାମୀ ପିଢୀ; ଛୋଟ ଛୋଟ ବାଳକ, ସବୁ ଘରେ ସେ ଝଗଡା କରନ୍ତି ।

ଯଦି ପରିବାରର ବୃଦ୍ଧ ବ୍ୟକ୍ତି, ବରିଷ୍ଠ ବ୍ୟକ୍ତି କେହି ଯଦି ଗୋଟିଏ ଛୋଟ ଜିନିଷ ଫୋପାଡି ଦେଲେ, କାରରେ ଯାଉଛନ୍ତି ଯଦି ପାଣିର ବୋତଲ ବାହାରକୁ ଫୋପାଡି ଦେଲେ ତ ପୁଅ କାର୍ ଅଟକାଉଛି, ଛୋଟ ନାତି-ପାଂଚ ବର୍ଷର, କାର ଅଟକାଉଛି, ରହିଯାଅ, ମୋଦୀ ଦାଦା ମନା କରିଛନ୍ତି ଏ ବୋତଲ ଫେରାଇ ଆଣ; ଏ ପରିବେଶ ସୃଷ୍ଟି ହେଉଛି । ଛୋଟ ଛୋଟ ବାଳକ ମଧ୍ୟ ମୋର ଏହି ସ୍ୱଚ୍ଛତା ଆନ୍ଦୋଳନର ସୀପାହୀ ସାଜିଛନ୍ତି । ଆଉ ଏଥିପାଇଁ ପ୍ରତିଷେଧକ ସ୍ୱାସ୍ଥ୍ୟ ରକ୍ଷା, ଏହାକୁ ଆମେ ଯେତିକି ବଳ ଦେବା, ଆମେ ଆମ ଦେଶର ଗରିବଙ୍କ ସେବା ସବୁଠାରୁ ଅଧିକ କରି ପାରିବା ।

ଅଳିଆ ଆବର୍ଜନା କେହି କରନ୍ତି ନାହିଁ, ଆବର୍ଜନା ଆମେ କରୁ । ଆଉ ଆମେ ପୁଣି ଆବର୍ଜନା ଉପରେ ଭାଷଣ ଦେଉ । ଯଦି ଥରେ ଆମେ ଦେଶବାସୀ ଆବର୍ଜନା ନ କରିବାର ନିର୍ଣ୍ଣୟ କରି ନେବା, ଏ ଦେଶରୁ ବେମାରୀକୁ ବାହାର କରିବାରେ, ସୁସ୍ଥତା ଆଣିବାରେ ସଫଳତା ପାଇବାରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ ।

 ଆମେ ଏତେ ବଡ଼ ହିମାଳୟ, ହିମାଳୟର ଜଡିବୁଟି, ଭଗବାନ ରାମଚନ୍ଦ୍ରଜୀ ଏବଂ ଲକ୍ଷ୍ମଣଜୀଙ୍କ ଘଟଣା ସହିତ ପରିଚିତ ।  ହନୁମାନଜୀ ଜଡିବୁଟି ପାଇଁ କ’ଣ କ’ଣ କରୁ ନ ଥିଲେ, ସେ ସବୁ କଥା ସହିତ ପରିଚିତ, ଆଉ  ଆମେ ଏତେ ସହଜ ହୋଇ ଯାଇଥିଲେ ଯେ ଦୁନିଆର ଦେଶ, ଯାହାଙ୍କୁ ଜଡିବୁଟି କ’ଣ ଜଣା ନଥିଲା; କିନ୍ତୁ ଯେବେ ତାଙ୍କୁ ଜଣାଗଲା ଯେ ଏହାର ବଡ଼ ବ୍ୟବସାୟିକ ମୂଲ୍ୟ ଅଛି, ଦୁନିଆର ଅନ୍ୟ ଦେଶମାନେ ସତ୍ୱାଧିକାର କରାଇ ଦେଲେ । ହଳଦୀର ସତ୍ୱାଧିକାର ମଧ୍ୟ କେଉଁ ଅନ୍ୟ ଦେଶ କରିଦେଇଛି, ତେନ୍ତୁଳିର ସତ୍ୱାଧିକାର ମଧ୍ୟ କେଉଁ ଅନ୍ୟ ଦେଶ କରିଦେଇଛି । ଆମର ଏହି ଉଦାସୀନତା, ନିଜର ଶକ୍ତିକୁ ଭୁଲିଯିବାର ଅଭ୍ୟାସ, ଏହା ଆମର ବହୁତ କ୍ଷତି କରାଇଛି ।

ଆଜି ବିଶ୍ୱରେ ହର୍ବାଲ ଔଷଧ, ତାହାର ଏକ ବହୁତ ବଡ଼ ବଜାର ଠିଆ ହୋଇଛି । କିନ୍ତୁ ଦୁନିଆରେ ଏହି ହର୍ବାଲ ଔଷଧକୁ ପହଞ୍ଚାଇବାରେ ଭାରତକୁ ଯେଉଁମାତ୍ରାରେ ଶକ୍ତି ଦେଖାଇବା ଦରକାର, ତାହା ହେଉ ନାହିଂ ।

ଏହି ପତଞ୍ଜଳି ସଂସ୍ଥାନ ଦ୍ୱାରା ଏ ଯେଉଁ ଗବେଷଣା ଏବଂ ନବସୃଜନ ହେଉଅଛି, ହୋଲିଷ୍ଟିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ସୁସ୍ଥତା ପାଇଁ ଯେଉଁ ଢାଂଚା ରହିଛି, ସେଗୁଡିକ ପାଇଁ ଏ ଔଷଧ ଆଗାମୀ ଦିନରେ କାମରେ ଆସିବ ।

 

ଆମ ଦେଶରେ ବହୁତ ବର୍ଷ ପୂର୍ବେ ସରକାର ଆୟୁର୍ବେଦର ପ୍ରଚାର କିଭଳି ହେବ, ସେଥିପାଇଁ ଏକ ହାତୀ କମିଶନ ବସାଇଥିଲେ, ଜୟସୁଖଲାଲ ହାତୀଙ୍କ ନାମରେ ଏକ କମିଶନ ଗଠନ କରାଯାଇଥିଲା । ସେହି କମିଶନ ଯେଉଁ ରିପୋର୍ଟ ଦେଇଥିଲେ, ସେ ରିପୋର୍ଟ ବଡ଼ ଆଗ୍ରହ ଜନକ ଥିଲା । ସେହି ରିପୋର୍ଟ ଆରମ୍ଭରେ ଲେଖା ଯାଇଛି ଯେ ଆମର ଆୟୁର୍ବେଦ ଏଥିପାଇଁ ଲୋକମାନଙ୍କ ପାଖରେ ପହଂଚୁନାହିଁ କାରଣ ତାହାର ଯେଉଁ ପଦ୍ଧତି ଅଛି ତାହା ଆଜିର ଯୁଗ ପାଇଁ ଅନୁକୂଳ ନୁହେଁ । ସେ ଏତେ ସବୁ ଥଳି ଧରି ଜଡିବୁଟି ଦେବେ ଆଉ ପୁଣି କହିବେ ଏହାକୁ ଫୁଟାଇବ, ଏତେ ପାଣିରେ ଫୁଟାଇବ, ପୁଣି ଏତିକି ରସ ରହିବ, ଗୋଟିଏ ଚାମଚ ନେବ, ପୁଣି ଏଥିରେ ଅମୁକ ଯୋଡିବ, ସମୁକ ଯୋଡିବ, ଆଉ ପୁଣି ନେବ । ତ ଯେଉଁ ସାଧାରଣ ବ୍ୟକ୍ତି ଜଣକୁ ଲାଗେ କି ଭାଇ କିଏ ଏହି ଅଳିଆ ଆବର୍ଜନା କରିବ, ତାକୁ ଛାଡ଼ି ତା ବଦଳରେ  ଚାଲ ଭାଇ ଔଷଧ ନେଇ ନେବା, ଔଷଧର ବଟିକା ଖାଇ ଦେବା, ଆମ ଗାଡ଼ି ଚାଲିବ । ଆଉ ଏଥିପାଇଁ ସେ କହିଥିଲେ କି ସବୁଠାରୁ ପ୍ରଥମ ଆବଶ୍ୟକତା ହେଉଛି, ଏ ହେଉଛି ବହୁତ ବର୍ଷ ପୂର୍ବର ରିପୋର୍ଟ । ସବୁଠୁ ପ୍ରଥମ ଆବଶ୍ୟକତା ହେଉଛି ଔଷଧ ଗୁଡିକର ପ୍ୟାକେଜିଂ । ଯଦି ତାହାର ପ୍ୟାକେଜିଂ ଆଧୁନିକ ଔଷଧ ଭଳି କରିଦେବା, ତା ହେଲେ ଲୋକ ଏଇ ଆଡକୁ ବୁଲିପଡିବେ । ଆଉ ଆଜି ଆମେ ଦେଖୁଛୁ ଯେ ଆମକୁ ସେଇ ଫୁଟାଇବାବାଲା ଜଡିବୁଟି ଆଣିବାପାଇଁ କେଉଁଠିକୁ ଯିବାକୁ ପଡୁ ନାହିଁ, ସବୁ ଜିନିଷ ରେଡିମେଡ୍ ମିଳୁଛି ।

ମୁଁ  ବୁଝୁଛି ଯେ ଆଚାର୍ଯ୍ୟଜୀ ନିଜକୁ ନିଜେ ଏଥିରେ ଯୋଡି ଦେଇଛନ୍ତି । ଆଉ ଆଜି ଯେଉଁ ବହିକୁ ଲୋକାର୍ପଣ କରିବାର ଅବସର ମତେ ମିଳିଛି, ମୋର ବିଶ୍ୱାସ ଯେ ଦୁନିଆର ଧ୍ୟାନ ଏହି ବହି ଉପରକୁ ଯିବ । ଡ଼ାକ୍ତରୀ ବିଜ୍ଞାନ ସହିତ ଯୋଡି ହୋଇଥିବା ଲୋକଙ୍କର ଧ୍ୟାନ ଯିବ । ପ୍ରକୃତି ପ୍ରଦତ୍ତ ବ୍ୟବସ୍ଥା କେତେ ସାମର୍ଥ୍ୟବାନ ଅଟେ, ସେହି ସାମର୍ଥ୍ୟକୁ ଯଦି ଆମେ ବୁଝୁ, ତାହେଲେ ଜୀବନ କେତେ ଉଜ୍ଜ୍ୱଳ ହୋଇଯାଏ । ବ୍ୟକ୍ତିକୁ ଆଗକୁ ବଢିବା ପାଇଁ ବହୁତ ବଡ ଅବସର ଦେଇଦିଏ ।

 

 

ମୋର ବିଶ୍ୱାସ ଯେ ବାଳକୃଷ୍ଣଜୀଙ୍କର ଏହି ସାଧନା, ବାବା ରାମଦେବଙ୍କ ମିଶନ ମୋଡରେ ସମର୍ପିତ ଏ କାମ ଏବଂ ଭାରତର ମହାନ ଉଜ୍ଜ୍ୱଳ ପରମ୍ପରା, ତାକୁ ଆଧୁନିକ ରୂପ ରଙ୍ଗ ସହିତ, ବୈଜ୍ଞାନିକ ଅଧିଷ୍ଠାନ ସହିତ ଆଗକୁ ବଢିବାର ଯେଉଁ ପ୍ରୟାସ ଅଛି, ତାହା ଭାରତ ପାଇଁ ବିଶ୍ୱରେ ନିଜର ଏକ ସ୍ଥାନ ତିଆରି କରିବାର ଆଧାର ହୋଇ ପାରିବ । ଦୁନିଆର ବହୁତ ବଡ଼ ବର୍ଗ ଅଛନ୍ତି ଯିଏ ଯୋଗ ସହିତ ଯୋଡି ହୋଇଛନ୍ତି, ଆୟୁର୍ବେଦ ସହିତ ମଧ୍ୟ ଯୋଡି ହେବାକୁ ଚାହୁଁଛନ୍ତି, ଆମେ ସେହି ଦିଗରେ ପ୍ରୟାସ କରିବୁ ।

 ମତେ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବାର ସୌଭାଗ୍ୟ ମିଳିଲା, ବିଶେଷ ଭାବେ ମତେ ସମ୍ମାନିତ କଲେ, ମୁଁ ମୁଣ୍ଡ ନୁଆଁଇ ବାବାଙ୍କୁ  ପ୍ରଣାମ କରୁଛି, ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି, ଆଉ ମୋ ତରଫରୁ ବହୁତ ବହୁତ ଶୁଭକାମନା ଦେଉଛି  । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UP's exports to BRICS nations, partners cross $5.36 billion in FY26: Govt

Media Coverage

UP's exports to BRICS nations, partners cross $5.36 billion in FY26: Govt
NM on the go

Nm on the go

Always be the first to hear from the PM. Get the App Now!
...
Odisha is emerging as a gateway to growth and prosperity in eastern India: PM Modi in Pahadpur
June 20, 2026
I extend my heartfelt birthday greetings to President Smt. Droupadi Murmu Ji, I wish her long life and excellent health: PM
Pahadpur village will now be rapidly developed as a solar village, that is, solar power will be ensured in every home here: PM
The vision of the Central Government is the development of India through the development of Eastern India: PM
To uplift tribal society, we are connecting tribal youth with opportunities for education and employment: PM
These children should get better facilities for studies; for this, around 500 Eklavya Model Schools have been opened across the country: PM

जॉय जगन्नाथ! जॉय मां किचकेश्वरी! मोर सबू भाई,भौणी,मां,मौसी मानंकु मोर नमोस्कार।

माननीय राष्ट्रपति द्रौपदी मुर्मू जी, राज्यपाल श्री हरि बाबु जी, यहां के लोकप्रिय मुख्यमंत्री मोहन चरण माझी जी, उप मुख्यमंत्री कनक वर्धन सिंह देव जी, प्रवती परीदा जी, ओडिशा के मंत्री गणेश सिंह खूंटिया जी, कृष्ण चंद्र महापात्र जी, सांसद नबा चरण माझी जी, मनमोहन सामल जी, बैजयंत पांडा जी, अन्य महानुभाव, भाइयों और बहनों।

हमारा ओडिशा इन दिनों उत्सवों के आनंद में डूबा हुआ है। यहाँ का गणपर्व रज, पिछले हफ्ते ही धूमधाम से मनाया गया है। महाप्रभु जगन्नाथ जी की रथ यात्रा की तैयारियां भी पुरजोश चल रही है। मयूरभंज के बारीपदा रथ यात्रा को लेकर भी उत्साह का माहौल है। और, इस सबके बीच ही लोकतन्त्र का विकास का उत्सव भी चल रहा है। ओडिशा की बीजेपी सरकार ने अपने 2 साल भी पूर्ण किए हैं। इस मौके पर, आप सबके बीच आना, मयूरभंज आने का ये सौभाग्य, और इतनी बड़ी संख्या में आप सबकी उपस्थिति, ये अवसर मेरे लिए बहुत खास है। आपका अपनापन मुझे बार-बार यहां खींच लाता है। मैं आप सभी का हृदय से बहुत-बहुत अभिनंदन करता हूँ। और ओडिशा की जनता को डबल इंजन सरकार में विकास यात्रा की भी बधाई देता हूँ, शुभकामनाएं देता हूं। साथ ही, इस अवसर पर मैं पंडित रघुनाथ मुर्मू जी, डॉ. दमयंती बेश्रा जी, और श्री चरण हेम्ब्रम जी जैसी विभूतियों को भी नमन करता हूँ। रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। ओडिशा की संतानों को पद्म सम्मान देकर सम्मानित किया है। पिछले 2 वर्षों में ओडिशा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।

साथियों,

आज का ये अवसर इसलिए भी विशेष है, क्योंकि मयूरभंज की धरती पर पली-बढ़ीं, ओडिशा की बेटी, माननीय राष्ट्रपति जी हमारे बीच उपस्थित हैं। आज उनका जन्मदिन भी है। मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकमानाएं देता हूं, मैं उनके दीर्घायु होने और उत्तम स्वास्थ्य की कामना करता हूं। जनगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची हैं, हमारा मार्गदर्शन कर रही हैं, ये हम सभी के लिए बहुत गौरव की बात है। राष्ट्रपति जी का व्यक्तित्व, उनका उदार और सहृदय स्वभाव, राष्ट्र और समाज की सेवा के लिए उनका अटल समर्पण, उन्होंने मयूरभंज ही नहीं, पूरे ओडिशा की पहचान सशस्त की है। मैं इस अवसर पर, उनका विशेष रूप से अभिनंदन करता हूँ।

साथियों,

ये कार्यक्रम जब बना, तो इसमें मूल कारण तो लॉजिस्टिक था, लंबे अर्से से यहां आने के लिए चर्चा चल रही थी, लेकिन कोई तालमेल नहीं बैठता था। 21 जून को अंतर्राष्ट्रीय योगा दिवस कोलकाता में तय हुआ, तो फिर मैंने कहा अच्छा है, आज बंग दिवस भी है, तो क्यों न मैं सुबह मयूरभंज होकर के शाम को फिर कोलकाता के कार्यक्रम में जाऊं। और इसके कारण ये 20 जून तय हुई। लेकिन कुछ चीजें ऐसी होती हैं, जिसकी मंगल कामनाएं ईश्वरआधीन होती हैं, और इसलिए आज एक शुभ मंगल हो गया, कि राष्ट्रपति का जन्मदिन भी, मुझे आज उनके गांव में जाकर के, उनको शुभकामनाएं देने का अवसर मिला।

साथियों,

आज मैं राष्ट्रपति जी के साथ पहाड़पुर भी गया था। मैं इस क्षेत्र के बच्चों के लिए उनके द्वारा बनवाए गए स्कूल भी गया। बच्चों के साथ कुछ यादगार समय बिताने का अवसर मुझे मिला। मैं देख रहा था, बच्चों के चेहरों की चमक, राष्ट्रपति जी की उपस्थिति और आत्मीयता, वहां मुझे ऐसा कुछ भी नहीं लगा, किसी बच्चे को ये लगा हो कि राष्ट्रपति जी आई हैं, हर बच्चे को लगता था उनकी मां आई है। वे बच्चे भी बहुत भाग्यवान हैं, कैसे इस क्षेत्र के गरीब, वंचित और आदिवसी समाज के बच्चों को प्रेरणा मिल रही है, उन्हें देश के लिए कुछ बड़ा करने का आत्मविश्वास मिल रहा है। मैं राष्ट्रपति जी का आभारी हूं कि उन्होंने इन अनुभवों से गुजरने का आज मुझे अवसर दिया। ये मेरा दिन, एक प्रकार से मेरी शिक्षा का दिवस था, कुछ सीखने का अवसर था मेरे लिए।

साथियों,

मैं आपको सरकार का ये निर्णय भी बताना चाहता हूं कि पहाड़पुर गांव को, अब तेजी से सुर्यग्राम, सोलर विलेज के रूप में विकसित किया जाएगा। यानी यहां हर घर में सोलर बिजली बने, इसे सुनिश्चित किया जाएगा। और हम तो बड़ा गर्व के साथ कह सकते हैं कि यही ओडिशा है, जहां कोणार्क में सुर्य मंदिर की एक पहचान है, वैसे ही पहाड़पुर सुर्यग्राम की पहचान बन जाएगा। सुर्यग्राम, से पूरा गांव सोलर विलेज के रूप में पहचाना जाए, इस दिशा में काम तुरंत शुरू हो ऐसा मेरा प्रयास रहेगा। इस अभियान से, पहाड़पुर के लोगों को मुफ्त सोलर बिजली भी मिलेगी और जो ज्यादा बिजली होगी, वो उनकी आय भी बढ़ाएगी।

साथियों,

ओडिशा में डबल इंजन सरकार के 2 साल कई मायनों में ऐतिहासिक रहे हैं। मुख्यमंत्री मोहन चरण माझी जी के नेतृत्व में, आज ओडिशा तेज गति से विकास के रास्ते पर आगे बढ़ रहा है। आज यहां गरीब कल्याण की योजनाओं से सामान्य मानवी का जीवन बदल रहा है। ओडिशा में आर्थिक गतिविधियाँ निवेश और उद्योगों को आकर्षित करने का सामर्थ्य आज नज़र आ रहा है। यहाँ रोजगार के नए अवसरों के लिए तेजी से काम हो रहा है।

साथियों,

केंद्र सरकार का विज़न है- पूर्वी भारत के विकास से भारत का विकास। इसीलिए, हम पूर्वोदय की नीति पर काम कर रहे हैं। जिस पूर्वी भारत को काँग्रेस के दौर में पिछड़ेपन का पर्याय बना दिया गया था, आज वो प्रगति का प्रवेश द्वार बन रहा है। आज ओडिशा खुद इस बदलाव का साक्षी बन रहा है।

साथियों,

ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहां युवा प्रतिभा है। इस सामर्थ्य का पूरा उपयोग करने के लिए हम मिलकर काम कर रहे हैं। इसीलिए, आज ओडिशा में रेलवे इनफ्रास्ट्रक्चर में रिकॉर्ड निवेश हो रहा है। नई सड़कें और आर्थिक कॉरिडोर बन रहे हैं। पोर्ट्स का विस्तार हो रहा है। ऊर्जा, सेमीकंडक्टर, ग्रीन एनर्जी और आधुनिक उद्योगों में निवेश आ रहा है। आज भी यहां ओडिशा के विकास से जुड़ी अनेक महत्वपूर्ण परियोजनाओं का लोकार्पण और शिलान्यास हुआ है। इन परियोजनाओं पर लगभग 47 हजार करोड़ रुपये खर्च किए जाएंगे। बिजली, सड़क, रेलवे, स्वास्थ्य और शिक्षा से जुड़ी इन परियोजनाओं से, आप सभी लोगों को बहुत सुविधा होने वाली है। मैं इन परियोजनाओं के लिए ओडिशा के लोगों को बहुत बहुत बधाई देता हूं।

साथियों,

हमारी सरकार ओडिशा के संसाधनों को, ओडिशा की संभावनाओं में बदल रही है। ओडिशा में बड़ा निवेश आए, यहाँ नए उद्योग लगें, इसके लिए उत्कर्ष ओडिशा जैसे अभियान चलाए जा रहे हैं। इसके तहत, अब तक करीब 20 लाख करोड़ रुपए के निवेश प्रस्ताव मिल चुके हैं। साढ़े 3 लाख करोड़ रुपए से ज्यादा की अनेक मेगा परियोजनाओं पर भी काम चल रहा है। उद्योगों के लिए अनुकूल वातावरण बने, इसके लिए ओडिशा के समग्र विकास पर ध्यान दिया जा रहा है। पावर सेक्टर में 6 हजार करोड़ रुपए से ज्यादा का निवेश हो रहा है। समृद्ध शहर योजना के तहत शहरी विकास को गति दी जा रही है। आने वाले वर्षों में इन प्रयासों का परिणाम हमें देखने को मिलने वाला है।

साथियों,

डबल इंजन सरकार की बड़ी विशेषता ये है कि वो खुद जनता तक पहुँचती है। हमारा प्रयास है कि सामान्य नागरिक को किसी समस्या के समाधान के लिए अनावश्यक चक्कर न लगाने पड़े। इन्हीं प्रयासों का परिणाम है कि युवाओं, महिलाओं, किसानों और आम लोगों की अपेक्षाएँ आज पूरी हो रही हैं। आप देखिए, धान खरीद में किसानों को 3,100 रुपये प्रति क्विंटल देने का निर्णय लिया गया। सुभद्रा योजना के माध्यम से एक करोड़ से अधिक माताओं और बहनों तक आर्थिक सहायता पहुंचाई गई। आयुष्मान भारत को लागू करके ओडिशा के परिवारों के लिए देशभर के अस्पतालों में इलाज का रास्ता खोला गया। आदिवासी विद्यार्थियों की पढ़ाई बीच में न छूटे, इसके लिए माधो सिंह हाथ-खर्चा योजना शुरू की गई। महाप्रभु श्री जगन्नाथ जी के भक्तों की भावनाओं का सम्मान करते हुए श्रीमंदिर के श्रद्धालुओं के लिए सारे द्वार खोल दिए गए, चारों-चार द्वार खोल दिए गए। डबल इंजन की ताकत मिलने से आज यहां चारों दिशाओं में विकास सुनिश्चित हो रहा है।

साथियों,

यहां बीते दिनों स्वच्छता को लेकर जो विशेष अभियान चला है, उसकी भी मुझे जानकारी मिली है। और मैं देख रहा था सोशल मीडिया में तो सफाई अभियान छाया हुआ है, यानी स्वच्छता से स्वागत, मैं ओडिशा की इस पहल के लिए, यहां के नगारिको का, सरकार का, मुख्यमंत्री जी का, इस प्रशंसनीय पहल के लिए बहुत ही प्रशंसा करता हूं, संतोष व्यक्त करता हूं।

साथियों,

स्वच्छता हमारे जीवन शैली का हिस्सा होनी चाहिए, हर रोज की आदत होनी चाहिए। मैं यहां स्वच्छता अभियान से जुड़े सभी लोगों का हृदय से बहुत-बहुत अभिनंदन करता हूं।

साथियों,

मैंने अपने जीवन का कुछ महत्वपूर्ण कालखंड जनजातीय क्षेत्रों में एक वालंटियर के रूप में काम करते हुए बिताया है। माननीय राष्ट्रपति जी तो बरसों तक ऐसे क्षेत्रों में चुनौतियां का सामना करती रही हैं। आप और हम जानते हैं कि जनजातीय क्षेत्रों में जीवन की सुविधाएं आसानी से नहीं पहुंचती थीं। इसलिए, हमारी सरकार ने जनजातीय विकास को बहुत प्राथमिकता दी है। हमने ऐसे इलाकों को सुविधाओं से जोड़ने के लिए धरती आबा जनजातीय ग्राम उत्कर्ष अभियान शुरू किया। इसके तहत स्वास्थ्य, शिक्षा, सड़क, आवास से जुड़े विभाग मिलकर के सर्वागीण विकास के लिए काम कर रहे हैं। ताकि वहां रहने वाले लोगों की कठिनाइयां दूर हो सकें। इसी तरह, पीएम जनमन अभियान तो राष्ट्रपति जी के साथ हुई चर्चाओं का, उनके मार्गदर्शन का ही परिणाम है। ये विशेष रूप से देश के ऐसे जनजातीय समूहों के लिए है, जो जनजातीय समुदाय में भी सबसे पीछे रह गए हैं। ऐसे जनजातीय समुदायों तक अब सरकार स्वयं चलकर उनके गांव, उनके दरवाजे तक पहुंच रही है।

साथियों,

आदिवासी समाज के उत्थान के लिए हम आदिवासी युवाओं को शिक्षा और रोजगार के अवसरों से जोड़ रहे हैं। इन बच्चों को पढ़ाई की बेहतर सुविधा मिले, इसके लिए देश में करीब 500 एकलव्य मॉडल स्कूल खोले गए हैं। करीब साढ़े सात सौ एकलव्य स्कूल स्वीकृत किए गए हैं। प्री-मैट्रिक और पोस्ट मैट्रिक लेवल पर, डेढ़ करोड़ से अधिक आदिवासी बच्चों को सैकड़ों करोड़ रुपए की स्कॉलर्शिप दी गई है। मुझे ये बताते हुए भी खुशी है कि यहां मयूरभंज में एक और नवोदय विद्यालय बनाने के लिए भी स्वीकृति दे दी गई है।

साथियों,

दूर-दराज इलाकों में रहने के कारण, जनजातीय समाज स्वास्थ्य से जुड़ी कठिनाइयों का भी शिकार रहा है। सिकल सेल एनीमिया जैसी बीमारियाँ एक बहुत बड़ी चुनौती रही हैं। हमने इनके खिलाफ देश भर में अभियान चलाया, चार करोड़ से ज्यादा हेल्थ कार्ड बांटे, मुफ्त इलाज के लिए करोड़ों आदिवासी लाभार्थियों को आयुष्मान कार्ड दिये। जल जीवन मिशन के तहत घर-घर साफ पानी पहुंचाया जा रहा है। इन प्रयासों का परिणाम आज हमें दिख रहा है। आदिवासी समाज दशकों पुरानी कठिनाइयों से बाहर आ रहा है, और, विकास की मुख्यधारा का हिस्सा बन रहा है।

साथियों,

आने वाले समय में हमारे सामने दो महत्वपूर्ण पड़ाव हैं। 2036 में ओडिशा के गठन के 100 वर्ष पूरे होंगे। और, 2047 में भारत की स्वतंत्रता के 100 वर्ष पूरे होने वाले हैं। यानी, ओडिशा और देश का लक्ष्य एक ही दिशा में है। ओडिशा की अर्थव्यवस्था मजबूत होगी, तो भारत मजबूत होगा। मुझे ओडिशा के सामर्थ्य पर भरोसा है। हमें मिलकर ओडिशा को विकास की बुलंदियों पर पहुंचाना है।

साथियों,

कल 21 जून को अंतर्राष्ट्रीय योग दिवस भी मनाया जाना है। ज्ञान और योग की धरती ओडिशा, योग यहाँ के संस्कारों का हिस्सा रहा है। मैं ओडिशा की धरती से पूरे देश से, पूरी दुनिया के लोगों से आह्वान करता हूँ, आप सब ज्यादा से ज्यादा संख्या में योग दिवस में हिस्सा लें। मैं एक बार फिर आप सभी को आज के अवसर, और विकास परियोजनाओं की बहुत-बहुत बधाई देता हूं। मैं माननीय राष्ट्रपति जी का विशेष रूप से आभार प्रकट करता हूं, कि मुझे उनके साथ उनकी कर्मभूमि को देखने का मौका मिला। एक बार फिर उन्हें जन्मदिन की बहुत-बहुत बधाई। बहुत-बहुत धन्यवाद।

जय जगन्नथ।

जय जगन्नथ।

जय जगन्नथ।